ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ ୨୪ ଘଂଟା ମଧ୍ୟରେ ୩ ଥର ବୋମାମାଡ । ଚନ୍ଦନପୁର ବଜାରରେ ଏକ ମଦ ଦୋକାନ ଉପରକୁ ବୋମାମାଡ ହୋଇଛି । ଜଣେ ଦୁର୍ବୃତ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଛି । ଆଜି ପୂର୍ବାହ୍ନରେ ଲବଣିଖିଆ ଛକରେ ଏକ ବୋମାମାଡ ହୋଇଛି। ଗତକାଲି ରାତିରେ ମଧ୍ୟ ସେହିଠାରେ ଏକ ବୋମାମାଡ ହୋଇଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ ।
ପୁରୀରେ ବୋମାମାଡ
/kanak/media/post_attachments/wp-content/uploads/2016/05/Screen-shot-2016-05-26-at-3.07.39-PM.png)