Browsing Category

ନ୍ୟୁଜ୍

ପେଟର ଭୋକ ନା ପୂଜାର ମଉଜ : ଘରଦ୍ୱାର ଛାଡି ରାଜରାସ୍ତାରେ ରୋଜଗାର ସେବକ

କନକ ବ୍ୟୁରୋ : ଏବେ ସବୁଆଡେ ପୂଜାର ମାହୋଲ । ଦୁର୍ଗା ପୂଜା ମାହୋଲରେ ନିଜ ପରିବାର ଓ ପିଲା ଛୁଆଙ୍କ ସହ ସମସ୍ତେ ଦିନ କାଟୁଛନ୍ତି । କିନ୍ତୁ ନିଜ ପରିବାର ପାଖରୁ ଦୁରେଇ ଆନ୍ଦୋଳନରେ ବସି ରହିଛନ୍ତି ଗ୍ରାମ ରୋଜଗାର ସେବକର କର୍ମୀ ମାନେ । ନିଜ ହକ୍ ପାଇଁ ଏମାନେ ଲୋୟର ପିଏମଜିରେ ପଡିରହିଛନ୍ତି…
Read More...

ଏନସେଫାଲାଇଟିସ୍ ନିୟନ୍ତ୍ରଣ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇନାହାଁନ୍ତି : ବିଜେପି ପ୍ରତିନିଧି ଦଳ

ମାଲକାନଗିରି : ଜାପାନୀ ଏନ୍ସେଫାଲାଇଟିସରେ ୪୩ଜଣଙ୍କ ମୃତ୍ୟୁ ଘଟିଥିବା ସରକାର କହୁଥିବା ବେଳେ ପ୍ରକୃତରେ ୭୫ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଆଜି ବିଜେପି ଅଭିଯୋଗ କରିଛି । ବିଜେପି ପ୍ରତିନିଧିଦଳ ମାଲକାନଗିରି ଗସ୍ତ କଲା ପରେ ଏଭଳି ଅଭିଯୋଗ ଆଣିଛି। ଏଥିସହ ବିଜେପି ଟିମ୍ ଅଭିଯୋଗ କରିଛି ଯେ…
Read More...

ଭିଜିବନି ପୂଜା ! ଦୁର୍ବଳ ହେଲା ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପୂର୍ଣ୍ଣିବଳୟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପୂର୍ଣ୍ଣିବଳୟ ଦୁର୍ବଳ ହୋଇଛି । ଫଳରେ ବର୍ଷାର ପରିମାଣ କମିବ । ଏଥି ସହ ଦଶହରା ସମୟରେ ବର୍ଷା ହେବ ବୋଲି ଆଶଙ୍କା କରାଯାଉଥିଲା ତାହା ମଧ୍ୟ ଅନେକାଂଶରେ ଦୂର ହୋଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା…
Read More...

୬ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ : ନବରଙ୍ଗପୁର ଓ ମାଲକାନଗିରିକୁ ରେଳ ସଂଯୋଗ ନେଇ କରିବେ ଆଲୋଚନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୬ ଦିନିଆ ଗସ୍ତରେ ଯାଇ ଶନିବାର ଦିଲ୍ଲୀରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ସୋମବାର ସେ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ନବରଙ୍ଗପୁର ଓ ମାଲକାନଗିରିକୁ ରେଳ…
Read More...

ମାଲକାନଗିରି : ଜାପାନୀ ଜ୍ୱର ନେଲା ଆଉ ୨ ଜୀବନ, ୩୧ ଦିନରେ ଆଖି ବୁଜିଲେଣି ୪୫ଶିଶୁ

ମାଲକାନଗିରି : ପାହାଡି ଇଲାକାରେ ଖାଲି ହୋଇଯାଉଛି ମାଆର କୋଳ। ମାଲାକାନଗିରିରେ ଜାପାନୀ ଏନସେଫାଲାଇଟିସ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଜିଳ୍ଲା ମୁଖ୍ୟ ଡାକ୍ତରଖାନାରେ ଏନସେଫାଲାଇଟିସରେ ଆକ୍ରାନ୍ତ ଆଜି ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ଡଙ୍ଗରଗୁଡା ଗାଁର…
Read More...

‘ଟିଚର୍ ଅନ୍ କଲ୍’ର ନାଁ ବଦଳାଇଲେ ସରକାର : ଯୋଜନାକୁ ନେଇ ବଦଳିଲାନି ବିରୋଧୀଙ୍କ ଆଭିମୁଖ୍ୟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଦଳିଲା ‘ଟିଚର୍ ଅନ୍ କଲ୍’ ଯୋଜନାର ନାଁ । ରାଜ୍ୟ ସରକାର ଏହାକୁ ପରିବର୍ତନ କରି ‘ଗେଷ୍ଟ ଟିଚର’ ବା ‘ଅତିଥି ଶିକ୍ଷକ’ ରଖାଯିବାକୁ ନିଷ୍ପତି ନେଇଥିବା ଜଣାପଡିଛି। ମାଧ୍ୟମିକ ସ୍କୁଲଗୁଡିକ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅଗଷ୍ଟରେ ‘ଟିଚର୍…
Read More...

ଆଜି ମା’ଙ୍କ ମହାଷ୍ଟମୀ ପୂଜା : ଆବାହନରେ ଉତ୍ସବ ମୁଖର ସାରା ରାଜ୍ୟ

କନକ ବ୍ୟୁରୋ : ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ମହାଷ୍ଟମୀ ପୂଜା । ଦେବୀପୀଠ ଗୁଡିକରେ ମହାନବମୀ ପୂଜା ହେଉଥିବାବେଳେ ମଣ୍ଡପରେ ମୃଣ୍ମୟୀ ପ୍ରତିମାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହେବ । ଏବେ ମଣ୍ଡପଗୁଡିକରେ ଚଣ୍ଡୀପାଠ ସାଙ୍ଗକୁ ଚାଲିଛି ହୋମଯଜ୍ଞ । ହୁଳହୁଳି ଓ ମନ୍ତ୍ରପାଠରେ କମ୍ପୁଛି ପୁରା…
Read More...

ସ୍ୱାର୍ଥପର ବୋହୁ ଉପରେ ଆଇନର ଛାଟ୍ ! ଘର ଭାଙ୍ଗିଲେ ମିଳିବ ଛାଡପତ୍ର

କନକ ବ୍ୟୁରୋ : ଶାଶୁ ଶ୍ୱଶୂରଙ୍କୁ ଛାଡି ସ୍ୱାମୀଙ୍କ ସହ ଅଲଗା ରହିବାକୁ ଦାବି କରିପାରିବେନି ବୋହୁ । ଯଦି ବାପା ମାଆଙ୍କୁ ଛାଡିବା ପାଇଁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ବାଧ୍ୟ କରନ୍ତି ତେବେ ଏହା ଏକ ନିଷ୍ଠୁରତା । ଏହି ଆଧାରରେ ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେଇ ପାରିବେ। କର୍ଣ୍ଣାଟକର ଜଣେ…
Read More...

ବର୍ଷା ହେଲେ ବାଉଁଶରାଣୀ ! କାଳୀପଣାର କାଳସ୍ରୋତରେ ବାଜି ଲାଗୁଛି ଆଦିବାସୀର ଜୀବନ

କନ୍ଧମାଳ : ତଳେ କାଳୀପଣା ନଈର କାଳସ୍ରୋତ । ଉପରେ ଆଖି ପାଉନଥିବା ଅସୀମ ଆକାଶ । ଆଉ ମଝିରେ ଆଦିବାସୀର ଜୀବନ । ଯେଉଁଠି ବର୍ଷା ହେଲେ ଚାଲେ ବାଉଁଶରାଣୀର ଖେଳ । ଯେଉଁଠି ଜୀବନ ପାଇଁ ଲାଗେ ଜୀବନର ବାଜି । ରାଜଧାନୀରୁ ରାତିଟିଏ ବାଟ ଗଲେ ଏ ହେଉଛି କନ୍ଧମାଳ ଜିଲ୍ଲାର ଅସଲି ଚିତ୍ର । ଯେଉଁଠି…
Read More...

ମାଲକାନଗିରିରୁ ଆନ୍ତରାଜ୍ୟ ଜାଲ୍ ନୋଟ୍ ରାକେଟ୍ ଠାବ : ୪ ଗିରଫ

ମାଲକାନଗିରି : ଏକ ଆନ୍ତରାଜ୍ୟ ଜାଲ ନୋଟ୍ ରାକେଟର ପର୍ଦ୍ଦାଫାଶ କରିଛି ମାଲକାନଗିରି ପୋଲିସ । ୧ ଲକ୍ଷ ୧୮ ହଜାର ଟଙ୍କାର ଜାଲ୍ ନୋଟ୍ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪ ଜଣ ହେଲେ ମାଲକାନଗିରିର ନୁତନ ପାଣିଗ୍ରାହୀ, ଦିପଙ୍କର ହାଲଦାର, ଜୀବନ ପାଣ୍ଡେ ଏବଂ କୋତାମେଟା ଗାଁର…
Read More...