Browsing Category

ଜୀବନଚର୍ଯ୍ୟା

ସକାଳ ଜଳଖିଆ ଭାବେ ଗ୍ରହଣ କରନ୍ତୁ ଗଜାମୁଗ । ସ୍ୱାସ୍ଥ୍ୟପାଇଁ ଏହା ରାମବାଣ

କନକ ବ୍ୟୁରୋ: ସକାଳୁ ଖାଲି ପେଟରେ ସ୍ୱାସ୍ଥ୍ୟ ପାଇଁ ଅନେକ ଜିନିଷ ବ୍ରେକଫାଷ୍ଟରେ ସାମିଲ କରୁଥିବେ । ହେଲେ ଏପରି ଏକ ଖାଦ୍ୟ ଅଛି ଯାହାକୁ ସକାଳୁ ଖାଇବା ଆପଣଙ୍କ ଶରୀର ପାଇଁ ରାମବାଣ ପରି କାର୍ଯ୍ୟ କରେ । ତାହା ହେଉଛି ଗଜା ମୁଗ । ଏହାକୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ…
Read More...

ଶରୀରର ମୋଟାପଣ କମାଇବାକୁ ଚାହୁଁଛନ୍ତି? ଜାଣନ୍ତୁ କେମିତି ଖାଇବେ ପିଜୁଳି ପତ୍ର

କନକ ବ୍ୟୁରୋ: ଯେଉଁଭଳି ଜୀବନଶୈଳୀ ଆମେ ଜୀଉଁଛେ , ସେଥିରେ ସ୍ୱାସ୍ଥ୍ୟ ସହ ଜଡିତ ବିଭିନ୍ନ ସମସ୍ୟା ରହିବା ସ୍ୱାଭାବିକ । ସେଥିରୁ ଏକ ବଡ ସମସ୍ୟା ହେଉଛି ମୋଟାପଣ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ପିଜୁଳି ପତ୍ର ଏହି ମୋଟାପଣର ସମସ୍ୟାକୁ ଦୂର କରିପାରିବ । ।କାହିଁକି ନା ଏଥିରେ ପୌଷ୍ଟିକ…
Read More...

କ୍ଷୀର ସହ ଜିଲାପିର କମ୍ବିନେସନ୍ । ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

କନକ ବ୍ୟୁରୋ: ମିଠା ସାଧାରଣତଃ କିଛି ବିଶେଷ ଅବସରରେ ତିଆରି ହୋଇଥାଏ ଅଥବା ଘରକୁ ଅଣାଯାଇଥାଏ । କିନ୍ତୁ ଜିିଲାପି ଏପରି ଏକ ମିଠା ଯାହାର ମଜା ନେବାକୁ କୌଣସି ଅବସରକୁ ଅପକ୍ଷା କରିବାକୁ ପଡିନଥାଏ । କିଏ ଏହି ଜିଲାପିକୁ ସାଧା ଖାଇବାକୁ ପସନ୍ଦ କରେ ତ କିଏ କ୍ଷୀର ବା ଖିରା ସହ ଆଉ ପୁଣି କିଏ ଦହି…
Read More...

ଭୋଜନ ପରେ କାହିଁକି ସେବନ କରାଯାଏ ପାନ ମଧୁରୀ ଓ ମିଶ୍ରି, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

କନକ ବ୍ୟୁରୋ : ଆମେ ଅନେକ ସମୟରେ ଦେଖିବାକୁ ପାଇଥାଉ କି ହୋଟେଲର କ୍ୟାସ କାଉଣ୍ଟର ନିକଟରେ ଏକ ପ୍ଲେଟରେ ପାନମଧୁରୀ ଓ ମିଶ୍ରି ମିଶାଇ ରଖାଯାଇଥାଏ । ଲୋକମାନେ ଭୋଜନ କରସାରିବା ପରେ ଏହାକୁ କିଛିମାତ୍ରାରେ ନେଇ ଖାଇଥାନ୍ତି । ଏହାସହ ଅନେକ ଲୋକ ଡବାରେ ଏହି ପାନ ମଧୁରୀ ଓ ମିଶ୍ରିକୁ ମିଶାଇ…
Read More...

ବ୍ରେନ୍ ହେମରେଜ୍ କ’ଣ ? ଏହାର ଲକ୍ଷଣଗୁଡିକ ହେଲା …

କନକ ବ୍ୟୁରୋ : ମସ୍ତିଷ୍କ ଆମ ଶରୀରର ସବୁଠାରୁ ମୁଖ୍ୟ ଅଂଶ, ଏକଥା ସମସ୍ତେ ଜାଣନ୍ତି । ଏଥିରେ ଅଳ୍ପ ଟିକେ ସମସ୍ୟା ହେଲେ ଏହାର ପ୍ରଭାବ ପୁରା ଶରୀର ଉପରେ ପଡେ । ସେଥିପାଇଁ ମସ୍ତିଷ୍କକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ । ମସ୍ତିଷ୍କରେ ଅନେକ ପ୍ରକାରର ସମସ୍ୟା ହୁଏ । ଏହି ସମସ୍ୟାଗୁଡିକ…
Read More...

ମହିଳାଙ୍କ ପାଇଁ ବରଦାନ ସଦୃଶ ଅଶ୍ୱଗନ୍ଧା, ପ୍ରଜନନ କ୍ଷମତା ବୃଦ୍ଧି ସହ ଜାଣନ୍ତୁ ଅନ୍ୟ କେଉଁ ରୋଗରୁ ଦେଇଥାଏ ମୁକ୍ତି

କନକ ବ୍ୟୁରୋ : ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ । ଶହ ଶହ ବର୍ଷ ଧରି ଏହାକୁ ଅନେକ ରୋଗରୁ ଉପସମ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଇଣ୍ଡିଆନ ୱିଣ୍ଟର ଚେରୀ ବା ଇଣ୍ଡିଆନ ଜିନସେଙ୍ଗ ବୋଲି କୁହାଯାଇଥାଏ । ଅଶ୍ୱଗନ୍ଧା ସମସ୍ତଙ୍କ ପାଇଁ କାମରେ ଆସିଥାଏ । ହେଲେ ବିଶେଷ ଭାବେ ଏହା…
Read More...

ଖରା ଯୋଗୁଁ ଶରୀରରୁ ଦୁର୍ଗନ୍ଧ ବାହାରୁଛି? ଘରୋଇ ଉପାୟରେ ଫ୍ରେସ୍ ରୁହନ୍ତୁ

କନକ ବ୍ୟୁରୋ: ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ । ଏଥିପାଇଁ ମହିଳାମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ ଫିକା ପଡିଯାଏ । ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ ଦୂରକରି କିଭଳି ଫ୍ରେଶ୍ ଅନୁଭବ କରିବେ ଜାଣନ୍ତୁ... । ଆଳୁକୁ ପତଳା ପତଳା କରି କାଟି କିଛି ସମୟ ପର୍ଯ୍ୟନ୍ତ…
Read More...

ଗୋଟିଏ ଫୁଲ ଅନେକ ଔଷଧୀୟ ଗୁଣ  । ଶରୀରକୁ ପାଇଁ ରାମବାଣ

କନକ ବ୍ୟୁରୋ: ପ୍ରଚୀନ ସଂସ୍କୃତିରେ ବୃକ୍ଷଲତାରଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । କେବଳ ପ୍ରକୃତି ପାଇଁ ନୁହେଁ ବରଂ ମଣିଷକୁ ନିରୋଗ ରଖିବାକୁ ବନସ୍ପତିର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କ୍ରମରେ ଆଜି ଆମେ ଏକ ଏପରି ବୃକ୍ଷର ଫୁଲ ବିଷୟରେ ଜାଣିବା ଯାହା ଶରୀର ପାଇଁ ରାମବାଣ…
Read More...

ମଧ୍ୟାହ୍ନ ଭୋଜନ ପରେ ପ୍ରତି ଲୋକ କାହିଁକି ବିଶ୍ରାମ ନେବାକୁ ଆଗ୍ରହ କରନ୍ତି , ଏଭଳି ସମସ୍ୟା ପଛରେ କଣ ରହିଛି…

କନକ ବ୍ୟୁରୋ : ସେ ଚାକିରି କରିଥିବା ଲୋକ ହୁଅନ୍ତୁ କି ଶ୍ରମଜୀବୀ, ପ୍ରତିଟି ଲୋକ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ପାଇଁ ବି ହେଉ ବିଶ୍ରାମ ନେବାକୁ ଚେଷ୍ଟା କରନ୍ତି ବା ଆଗ୍ରହ କରିଥାନ୍ତି । ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ନିଦ ଆସିବା ମଣିଷମାନଙ୍କ ପାଇଁ ଏକ ସ୍ୱଭାବିକ ପ୍ରକ୍ରିୟା । ଖାଇବା…
Read More...

ଯେତେ ଗାଢ ରଙ୍ଗ ହେଉନା କହିଁକି । ୨ ମିନିଟରେ ଛାଡିଯିବ ।

କନକ ବ୍ୟୁରୋ: ଆସିଛି ରଙ୍ଗର ପର୍ବ ହୋଲି । ବିଭିନ୍ନ ରଙ୍ଗରେ ଚାରିଆଡ ରଙ୍ଗେଇ ହୋଇଯାଇଛି । ଏମିତି ଏକ ନିଆରା ପର୍ବରେ ଆପଣ କ’ଣ ରଙ୍ଗରୁ ବଞ୍ଚିପାରିବେ? କିନ୍ତୁ ରଙ୍ଗ ଲାଗିଲେ ଏହାକୁ କିପରି ଛଡେଇବେ ଜାଣନ୍ତୁ ଏହାର କିଛି ସହଜ ଉପାୟ । ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ ହୋଲି…
Read More...