Browsing Category

ଜୀବନଚର୍ଯ୍ୟା

ଜୋତା ଦ୍ୱାରା ପ୍ରଭାବିତ ହୁଏ ସ୍ୱାସ୍ଥ୍ୟ । ଏ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

କନକ ବ୍ୟୁରୋ: ଅନେକ ସମୟରେ ଅଧିକାଂଶ ଲୋକେ ଜୋତା ବାହାର ନକରି ଘର ଭିତରକୁ ଚାଲିଆସନ୍ତି । କେବଳ ଆଧ୍ୟାତ୍ମିକ ଦୃଷ୍ଟିରୁ ନୁହେଁ ବରଂ ବିଜ୍ଞାନ ସମ୍ମତ କାରଣରୁ ମଧ୍ୟ ଏହା କ୍ଷତିକାରକ । ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଜୋତା ମାଧ୍ୟମରେ ଅନେକ ଜୀବାଣୁ ଘର ଭିରକୁ ପ୍ରବେଶ କରିବା…
Read More...

ଭେଣ୍ଡି ଅପେକ୍ଷା ଏହାର ପାଣିରେ ରହିଛି ଅନେକ ଔଷଧୀୟ ଗୁଣ । ଜାଣନ୍ତୁ କି କି ଲାଭ ମିଳେ ।

କନକ ବ୍ୟୁରୋ: କୁହାଯାଏ ଭେଣ୍ଡି ଏକ ନିରୋଗୀ ପରିବା । ଏହା ଖାଇବାକୁ ସ୍ୱାଦକର ହେବା ସହ ଦେହ ପାଇଁ ମଧ୍ୟ ହିତକାରୀ । ହେଲେ ଏହାଠାରୁ ଅଧିକ ନିରାମୟ ହେଉଛି ଏହାର ପାଣି । ଭେଣ୍ଡି ପାଣିରେ ରହିଛି ପ୍ରଚୂର ମାତ୍ରାରେ ଔଷଧୀୟ ଗୁଣ । ପ୍ରତିଦିନ ଖାଲି ପେଟରେ ଭେଣ୍ଡିର ପାଣିକୁ ପିଇବା ଶରୀରକୁ…
Read More...

କୋଲେଷ୍ଟ୍ରଲ ପାଇଁ ରାମବାଣ ରସୁଣ । ଏଭଳି ସେବନ କଲେ ଦିନକୁ ୧୦% କମିଥାଏ କୋଲେଷ୍ଟ୍ରଲ

କନକ ବ୍ୟୁରୋ: ଆଜିକାଲିର ଜୀବନ ଶୈଳୀ ମଣିଷକୁ ରୋଗଗ୍ରସ୍ତ କରାଇ ଦେଉଛି । ବିଶେଷ କରି ହୃଦଘାତ, ମଧୁମେହ. ଉଚ୍ଚରକ୍ତଚାପ ଏହିସବୁ ସମସ୍ୟା ଦେଖିବାକୁ ମିଳୁଛି । ଶରୀରରେ ଯେତେବେଳେ ବ୍ୟାଡ କୋଲେଷ୍ଟ୍ରଲ ବଢିଯାଏ ଏହା ଶିରାପ୍ରସିରାରେ ଜମିବାକୁ ଲାଗେ । ହାର୍ଟ ସମସ୍ୟାର ଗୋଟିଏ ବଡ କାରଣ ହେଛି…
Read More...

ଖରାଦିନରେ ଘର ବଇଦ ପୋଦିନା । ଶରୀର ପାଇଁ ଭାରୀ ଉପକାରୀ

କନକ ବ୍ୟୁରୋ: ଗରମ ଦିନରେ ଲୋକମାନେ ଅଧିକ ମାତ୍ରାରେ ପୋଦିନା ଖାଆନ୍ତି । ପୋଦିନା ପତ୍ରରେ ଚଟଣି ଓ ଜୁସ୍ ଆଦି ପ୍ରସ୍ତୁତ କରାଯାଏ । ଗରମ ଦାଉରୁ ରକ୍ଷା କରେ ଏହି ପୋଦିନା । କେବଳ ଏତିିିକି ନୁହେଁ ନିୟମିତ ପୋଦିନା ପତ୍ର ଖାଇବା ଦ୍ୱାରା କେତେକ ଗମ୍ଭୀର ରୋଗ ଆରୋଗ୍ୟ ହୁଏ । ଏହି ପତ୍ରକୁ ଉଭୟ…
Read More...

ରହିବନି ଅଣ୍ଟା ଦରଜ । ଆପଣାନ୍ତୁ ଏହି ଘରୋଇ ଉପାୟ

କନକ ବ୍ୟୁରୋ: ବ୍ୟସ୍ତ ଲାଇଫଷ୍ଟାଇଲ , କମ୍ପ୍ୟୁଟର ଆଗରେ ଅଧିକ ସମୟ ବସିରହିବା କିମ୍ବା ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହି କିଛି କାମ କରିବା କାରଣରୁ ଆଜିକାଲି ଅନେକଙ୍କ ଠାରେ ଅଣ୍ଟା ଯନ୍ତ୍ରଣା ଜିନତ ସମସ୍ୟା ଦେଖାଦେଉଛି । ହେଲେ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଅଣ୍ଟା…
Read More...

ପରିସ୍ରାରେ ରକ୍ତ ପଡ଼ିବା କେତେ କ୍ଷତିକାରକ? କେଉଁ ରୋଗର ଲକ୍ଷଣ ଚିହ୍ନାଏ ଏବଂ ଖାମଖିଆଲ କଲେ ଏହା ଶରୀରକୁ କେତେ କ୍ଷତି…

ଯୌନାଙ୍ଗ ସମ୍ବନ୍ଧୀତ ସମସ୍ୟାକୁ ଲାଜ ଭାବି ଆମେ ଅନ୍ୟ ଆଗରେ ପ୍ରକାଶ କରିବାକୁ ବେଳେବେଳେ କୁଣ୍ଠାବୋଧ କରୁ । ଖାଲି ଏତିକି ନୁହେଁ ଡାକ୍ତରଙ୍କ ପରାମର୍ଶ ନେବାକୁ ଗଲା ବେଳେ ବି ଆଜି ଯିବି କାଲି ଯିବି କହି ସମୟ ଗଡ଼ାଉ । କିନ୍ତୁ ଏଭଳି କରିବା ଯେ ପରମୁହୂର୍ତ୍ତରେ ନିଜକୁ ଭାରି ପଡ଼ିବ ଏଥିରେ…
Read More...

ରୁଟି , ତରକାରୀ ଖାଇ ୧୯୪ କିଲୋ ଓଜନରୁ ୧୧୦ କିଲୋ କମାଇଲେ ଏହି ଡାକ୍ତର । ମାତ୍ର ୨ ବର୍ଷ ଭିତରେ ଫ୍ୟାଟରୁ ହେଲେ ଫିଟ୍

ବର୍ତ୍ତମାନର ଫାଷ୍ଟଫୁଡ଼୍ ସମୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଯେମିତି ସ୍ୱପ୍ନ ହୋଇପଡ଼ିଛି ଏବଂ ସମୟ ଅଭାବ ହେଉ କି ଅଳସୁଆମି ଯୋଗ , ବ୍ୟାୟାମ କରିବାରେ କିଛି ଲୋକ ଆଗ୍ରହ ଦେଖାଉଥିବା ବେଳେ ଅନେକ ଲୋକ କଷ୍ଟ ଅନୁଭବ କରନ୍ତି । ଯାହା ଫଳରେ ଶରୀରରେ ଓଜନ ବଢିବା ସାମାନ୍ୟ କଥା ପାଲଟିଯାଏ । କିନ୍ତୁ ଆଜି…
Read More...

କେଶ ପାଇଁ ଉପକାରୀ ସୋରିଷ ତେଲ । ଏପରି କରନ୍ତୁ ବ୍ୟବହାର, ମିଳିବ ଅନେକ ଫାଇଦା

କନକ ବ୍ୟୁରୋ: ବର୍ତ୍ତମାନ ପରିବେଶ ଯେପରି ଚର୍ମ ଏବଂ କେଶ ସମସ୍ୟା ଲୋକଙ୍କୁ ଅଧିକ ହଇରାଣ କରୁଛି । କେଶ ଝଡିବା, ଶୁଷ୍କ ହୋଇଯିବା, ଚର୍ମ ଶୁଷ୍କ ହେବା ଏଭଳି ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଲୋକେ  । ଏସବୁ ସମସ୍ୟାରୁ ଉପଶମ ପାଇବାକୁ ଗୋଟିଏ ପରେ ଗୋଟିଏ ଦାମୀ କସମେଟିକ୍ସ ବଜାରରେ ଉପଲବ୍ଧ…
Read More...

ଆଲୋକରେ ଶୋଇବା କ୍ଷତିକାରକ ! ଦେଖାଦେଇପାରେ ଏହି ସବୁ ସମସ୍ୟା

କନକ ବ୍ୟୁରୋ : ସମସ୍ତଙ୍କର ଶୋଇବା ଶୈଳି ଭିନ୍ନ ଭିନ୍ନ ଥାଏ । କେତେ ଜଣ ଅନ୍ଧାରରେ ତ ଆଉ କେତେ ଜଣ ଲାଇଟ୍ ଲଗାଇ ଶୋଇବାକୁ ପସନ୍ଦ କରନ୍ତି । ନିକଟରେ ‘ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟି ଫନବର୍ଗ ସ୍କୁଲ ଅଫ୍ ମେଡିସିନ’ ପକ୍ଷରୁ ହୋଇଥିବା ଏକ ନୂତନ ଗବେଷଣାରୁ ଜଣାପଡିଛି ଯେ ଲାଇଟ୍ ଲଗାଇ ଶୋଇବା…
Read More...

ଖରାଦିନିଆ ମେକଅପ୍ । ଜାଣନ୍ତୁ ବ୍ୟୁଟିସିଆନଙ୍କ ଖାସ୍ ଟିପ୍ସ

କନକ ବ୍ୟୁରୋ: ଖରାଦିନେ ତୈଳଗ୍ରନ୍ଥି ସବୁ ଅଧିକ ସକ୍ରିୟ ହୋଇ ଖୋଲି ଯାଆନ୍ତି । ଫଳରେ ତ୍ୱଚା ଅଧିକ ତୈଳାକ୍ତ ହୋଇଯାଏ । ଅନ୍ୟପଟେ ଅଧିକ ଝାଳ ବାହାରିବା ଦ୍ୱାରା ମେକଅପ୍ ଖରାପ ହୋଇଥାଏ । ଏଣୁ ତ୍ୱଚା କିଭଳି ସ୍ୱଚ୍ଛ ରହିବ ତା’ ଉପରେ ଆମକୁ ଦୃଷ୍ଟି ଦେବା ଆବଶ୍ୟକ । ଯାହାଦ୍ୱାରା ତ୍ୱଚା ଅଧିକ…
Read More...