Browsing Category

ଜୀବନଚର୍ଯ୍ୟା

ଖରାଦିନ ପାଇଁ କାକୁଡି ଫେସପ୍ୟାକ୍ । ଚମକିବ ଚେହେରା

କନକ ବ୍ୟୁରୋ: କାକୁଡି ବ୍ୟବହାର କରି ତ୍ୱଚାର ପ୍ରାୟ ସବୁ ସମସ୍ୟା ସମାଧାନ କରିହେବ । ତେଣୁ ଖରାଦିନେ ଏହାର ଫେସପ୍ୟାକ୍ ତିଆରି କରି ଲଗାନ୍ତୁ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଏହାର ଉପକାରୀତା । କାକଡିକୁ ଛୋଟ ଛୋଟ କରି କାଟି ଭଲଭାବେ ପେଷ୍ଟ ତିଆରି କରନ୍ତୁ । ଯଦି ଏଥିରେ…
Read More...

ଆମ୍ବ କୋଇଲି ଔଷଧୀୟ ଗୁଣରେ ଭରପୁର । ଏହାର ସେବନ ଅନେକ ରୋଗ ଠାରୁ ଦୂରେଇ ରଖେ ।

କନକ ବ୍ୟୁରୋ: ଖରା ଦିନେ ଆମ୍ବ ଗୋଟିଏ ସୁଆଦିଆ ଫଳ ଭାବେ ଜଣା । ଆଉ  କିଛି ଦିନ ପରେ ହାଟ ବଜାର ସବୁଆଡେ ଆମ୍ବର ପସରା ଦେଖିବାକୁ ମିଳିବ ।ଆମେ ସାଧାରଣତଃ ଆମ୍ବ ଖାଇ ସାରିବା ପରେ ଏହାର କୋଇଲି ଓ ଟାକୁଆକୁ ଫୋପାଡିଦେଉ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆମ୍ବ କୋଇଲି ଔଷଧୀୟ ଗୁଣରେ ଭରପୁର…
Read More...

କ୍ୟାନ୍ସରର କାରଣ ଏସବୁ ତେଲ । ସତର୍କ ରୁହନ୍ତୁ ଗ୍ରାହକ ।

କନକ ବ୍ୟୁରୋ: ଖାଦ୍ୟ ରନ୍ଧିବା ପାଇଁ ପ୍ରତି ଘରେ ବିଭିନ୍ନ ପ୍ରକାରର ତେଲ ବ୍ୟବହାର ହେଉଛି । କିନ୍ତୁ ଆଜି କାଲି ଲୋକେ ରାନ୍ଧିବା ପାଇଁ ପୁରା ଧଳା ତେଲକୁ ଦେଖି ବିଶୁଦ୍ଧ ମନେ କରି ବହୁଳ ବ୍ୟବହାର କରୁଛନ୍ତି । ଆଜିକାଲି ଫ୍ରାଇଡ୍, ଏବଂ ଡିପ୍ ଫ୍ରାଇଫୁଡର ଚାହିଦା ଦ୍ରୁତ ଗତିରେ ବଢୁଛି । ତେଲ…
Read More...

ଆଧୁନିକ ଯୁଗର ଏସବୁ ଅଭ୍ୟାସ ମଣିଷ ମସ୍ତିଷ୍କକୁ କରୁଛି ରୋଗଗ୍ରସ୍ତ । ଚେତାଇଲେ ବିଶେଷଜ୍ଞ 

କନକ ବ୍ୟୁରୋ: ଆମେ ନିଜ ଶରୀର ସହିତ ମଧ୍ୟ ମସ୍ତିଷ୍କର ଧ୍ୟାନ ରଖିବା ଆବଶ୍ୟକ  । କାରଣ ଆମ ମସ୍ତିଷ୍କ ଶରୀରର ସମସ୍ତ ଗତିବିଧି କୁ ନିୟନ୍ତ୍ରିତ କରିଥାଏ  । ଗବେଷକଙ୍କ ମତରେ ଆମର କିଛିଟା ଭୁଲ ଅଭ୍ୟାସ କାରଣରୁ ଆମର ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗିଥାଏ । ତେଣୁ ମସ୍ତିଷ୍କ ଓ ଶରୀର ଉଭୟର ଯତ୍ନ…
Read More...

ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ କୋଲଡ୍ରିଙ୍କ୍ସ, ଜାଣନ୍ତୁ କେମିତି ପକାଇଥାଏ ଶରୀର ଉପରେ ପ୍ରଭାବ

କନକ ବ୍ୟୁରୋ : ଏବେ ଗ୍ରୀଷ୍ମଋତୁ ଆରମ୍ଭ ହୋଇସାରିଛି । ଗରମରୁ ମୁକ୍ତି ଓ ଶରୀରକୁ ଟିକେ ଥଣ୍ଡା ରଖିବାକୁ ଅଧିକାଂଶ ଲୋକେ ଏବେ କୋଲଡିଙ୍କସ ପିଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ସ୍ୱାଦ ଲାଗିବା ସହ କିଛି ସମୟ ପାଇଁ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ତେଣୁ ଲୋକମାନେ ଗୋଟିଏ…
Read More...

ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ, ନଚେତ ବଢିପାରେ ରକ୍ତ ସର୍କରା

କନକ ବ୍ୟୁରୋ : ବଦଳୁଥିବା ଜୀବନଶୈଳୀ, ବିଷାକ୍ତ ଖାଦ୍ୟ ପାଇଁ ଏବେ ଦେଶରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଧୁମେହ ରୋଗୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଦ୍ୟ ପାନୀୟରେ ଅନେକ ପରିବର୍ତ୍ତନ ଆଣୁଥିଲେ ବି ସେମାନଙ୍କୁ ରକ୍ତ ସର୍କରାର ମାତ୍ରା କଣ୍ଟ୍ରୋଲ…
Read More...

ବେଲ ଦ୍ୱାରା ରୋଗର ଚିକିତ୍ସା । ଏହାର ସବୁ ଉପାଦନରେ ରହିଛି ମହୌଷଧି

କନକ ବ୍ୟୁରୋ: ବେଲରେ ଭିଟାମିନ୍ ସି, ଟେନିନ, କ୍ୟାଲସିୟମ୍, ଫସଫରସ୍, ଫାଇବର, ପ୍ରଟିନ୍ ଓ ଆଇରନ୍ ପରି ପୋଷକ ତତ୍ତ୍ୱ ରହିଛି ।ଏହାର ପ୍ରତିଟି ଅଂଶ ବିଭିନ୍ନ ପ୍ରକାର ଶରୀରିକ ସମସ୍ୟାରୁ ଉପଶମ ଦିଏ । ବେଲ ପତ୍ର- ଅଗ୍ନି ବଦ୍ଧକ , ପାଚକ, ମଳରୋଧକ, କଫବାତ ନାଶକ । ମଧୁମେହ ରୋଗରେ ଦୁଇତୋଳା…
Read More...

ଆୟୁର୍ବେଦରେ ପାନମଧୁରୀ ଓ ମହୁ…ଏସବୁ ରୋଗ ପାଇଁ ଅଟେ ରାମବାଣ

କନକ ବ୍ୟୁରୋ: ଭାରତୀୟ ଆୟୁର୍ବେଦ ହେଉଛି ପୁରାତନ ପଦ୍ଧତି । ଏହା ମଣିଷକୁ ସୁସ୍ଥ ରଖିବା ପାଇଁ ଖୁବ ଉପକାରୀ ଓ ଉପଯୋଗୀ ଅଟେ । ପୂର୍ବ ସମୟରେ କେବଳ ଆୟୁର୍ବେଦ ଚିକିତ୍ସା ଦ୍ୱାରା ମଣିଷମାନେ ଚିକିିତ୍ସିତ ହେଉଥିଲେ । ତେଣୁ ଆୟୁର୍ବେଦ ଅନୁସାରେ ଏପରି କିଛି ରୋଗ ରହିଛି ଯାହା ପାନମଧୁରୀ ଓ ମହୁ…
Read More...

ଅଳେଇଚକୁ ଏପରି ସେବନ କରନ୍ତୁ । ଦୂରେଇ ଯିବ ଅନେକ ସ୍ୱାସ୍ଥ୍ୟ ସମସ୍ୟା

କନକ ବ୍ୟୁରୋ: ଅଳେଇଚର ଅନେକ ଫାଇଦା ରହିଛି । ଆପଣ ଥଣ୍ଡାହେଲେ ଅଳେଇଚରେ ପ୍ରସ୍ତୁତ ଚା’ ପିଇଥିବେ ଏବଂ ଏହା ସହିତ ହାଲୁଆ ହେଉ କି ଖିରି ଏହାର ସ୍ୱାଦ ବଢାଇବାକୁ ବ୍ୟବହାର କରୁଥିବେ । ଅଳେଇଚ ଖାଇବାରେ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟପ୍ରଦ ମଧ୍ୟ । ଆପଣ ଜାଣନ୍ତି, ରାତିରେ ଶୋଇବା…
Read More...

ଭେଣ୍ଡି ଖାଆନ୍ତୁ, ଘାତକ ରୋଗରୁ ଦୂରେଇ ରୁହନ୍ତୁ

କନକ ବ୍ୟୁରୋ:ଖରାଦିନେ ବଜାରରେ ପରିବା ଦର ନିଆଁ ହୋଉଥିବାବେଳେ ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ଏହାକୁ ଏକ ଲାଳଯୁକ୍ତ ପରିବା ହୋଇଥିବା ଯୋଗୁଁ ଏହାକୁ ଖାଇବାକୁ କିଛି ଲୋକ ନାପସନ୍ଦ କରୁଥିବାବେଳେ ଏହାକୁ ଅନେକ ଲୋକ ପସନ୍ଦ ମଧ୍ୟ କରିଥାନ୍ତି । ଆପଣ ଜାଣିଛନ୍ତି ଭେଣ୍ଡି ଏପରି ଏକ…
Read More...