Browsing Category

କନକ ଏକ୍ସକ୍ଲୁସିଭ୍

ନବୀନ ନିବାସରେ ଗଂଜାମର ମୋଷ୍ଟ ୱାଂଟେଡ୍ ଅପରାଧୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନ ନିବାସରେ ଗଂଜାମର ମୋଷ୍ଟ ୱାଂଟେଡ୍ ଅପରାଧୀ । ଦଳବଦଳ ବେଳେ ଥାନାରେ ଡଜନେରୁ ଅଧିକ ଅପରାଧିକ ମାମଲା ଥିବା ଜଣେ ଅପରାଧୀ, ନବୀନ ନିବାସ ଯିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । କିଛିଦିନ ପୁର୍ବରୁ ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ ଜିଲ୍ଲାର…
Read More...

ପ୍ରେମରେ ଲାଗିଲା ରକ୍ତର ଛିଟା

ନୟାଗଡ : ପ୍ରେମରେ ଲାଗିଲା ରକ୍ତର ଛିଟା । ପ୍ରେମିକା ଫୋନ୍ ନଉଠାଇବାରୁ ରକ୍ତମୁଖା ହୋଇଉଠିଲା ପ୍ରେମିକ । ଆଉ ପ୍ରେମିକାର ଗଳାକାଟିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି ଅଭିଯୁକ୍ତ ଜଣକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡରେ । ଏକପାଖିଆ ପ୍ରେମରେ ପାଗଳ ହୋଇ ପ୍ରେମିକ…
Read More...

ନବୀନ ନେବେନି ମୋଦୀଙ୍କ ପାଣି

ଓଡିଶା ସରକାର ସ୍ପଷ୍ଟ କଲେ ଯେ କେନ୍ଦ୍ରର ପାଣି ଆବଶ୍ୟକତା ନାହିଁ ରାଜ୍ୟରେ , ଓଡିଶାରେ ଲାଟୁର ଭଳି ପରିସ୍ଥିତି ଉପୁଜିନାହିଁ । ଗତକିଛି ଦିନରେ ବିଭିନ୍ନ ଜାଗାରେ ଲୋକମାନେ କିପରି ପାନୀୟ ଜଳ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏହାରି ଭିତରେ ଗତକାଲି ପାର୍ଲାମେଂଟ୍ ରେ କେନ୍ଦ୍ରସରକାର…
Read More...

ବରଗଡରେ କ୍ଷୀର ସାଗର : ହଜାର ହଜାର ଲିଟର କ୍ଷୀର ଢାଳିଲେ ଉତ୍ୟକ୍ତ ଦୁଗ୍ଧଚାଷୀ

ବରଗଡ : ଗାନ୍ଧି ଛଳରେ ଦାଦାଗିରି । ବରଗଡରେ ଆନ୍ଦୋଳନକାରୀଙ୍କ ଦୁଗ୍ଧ ସ୍ନାନ । ରାସ୍ତାରେ କ୍ଷୀର ବନ୍ୟା ।ସାରା ରାଜ୍ୟବାସୀଙ୍କ ମନରେ ରାଗ ସୃଷ୍ଟି କରିଥିବା ଏଭଳି ଏକ ଘଟଣା ଘଟିଛି ଏଠାରେ । ଓମଫେଡ୍ ଟ୍ୟାଙ୍କରର ଭାଲଭ ଖୋଲି ଦେଇଛନ୍ତି ଆନ୍ଦୋଳନକାରୀ । ଫଳରେ ରାଜରାସ୍ତାରେ ସୃଷ୍ଟି ହୋଇଛି…
Read More...

ଏସସିବି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନରେ ନୂଆ ମୋଡ : ଜୁନିଅର ଛାତ୍ରୀଙ୍କ ବିରୋଧରେ ସିନିଅର ଛାତ୍ରୀଙ୍କ ଏତଲା

କଟକ ବ୍ୟୁରୋ, କନକ ନ୍ୟୁଜ୍ : ତେଜୁଛି କଟକ ଏସସିବି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ । ସମାଧାନ ବାଟ ଖୋଜିବା ନେଇ ବସିଥିବା ତଦନ୍ତ କମିଟି ବୈଠକରେ ବାହାରି ପାରିଲାନି କୌଣସି ନିଷ୍କର୍ସ । ବୈଠକରେ ଏସସିବି ଅଧିକ୍ଷକ, ଅଧ୍ୟକ୍ଷ ଓ ନର୍ସିଂ ନିର୍ଦେଶକ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ବିଭାଗର…
Read More...

ନବ ନିର୍ମାଣ କୃଷକ ସଂଗଠନର ଆଇନ୍ ଆମାନ୍ୟ ଆନ୍ଦୋଳନ : ୪ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ତାଲା

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଜୋର୍ ଧରିଲା ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବି । ପୁଣି ରାସ୍ତାକୁ ଓହ୍ଲାଇଲା ନବ ନିର୍ମାଣ କୃଷକ ସଂଗଠନ । ଚାଷୀଙ୍କ ହକ୍ ଦାବିରେ ତେଜିଲା ଆଇନ୍ ଆମାନ୍ୟ ଆନ୍ଦୋଳନ । ଏଥର ବ୍ୟାପକ ହେଲା ପ୍ରତିବାଦ । ଚାରି ଚାରିଟି ଜିଲ୍ଲାରେ ଏକାଠି ହେଲେ ଶହ ଶହ ସଂଖ୍ୟାରେ…
Read More...

ପୁରୁଷଙ୍କୁ ଲଜ୍ଜା

ଗତ ଚାରିବର୍ଷ ଭିତରେ ରାଜ୍ୟରେ ଧର୍ଷଣର ସଂଖ୍ୟା ଓ ଏ ସଂକ୍ରାନ୍ତ ମାମଲା ଦୁଇଗୁଣରୁ ଅଧିକ ହୋଇଛି । ଅର୍ଥାତ ୨୦୧୧ ବେଳକୁ ମାମଲା ଥିଲା ୧୧୧୨ ଏବଂ ୨୦୧୫ ବେଳକୁ ମାମଲା ବଢି ପଂହଚିଗଲା ୨୨୮୬ ରେ । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଗଣନା ଦେଖିଲାବେଳକୁ ପ୍ରକୃତରେ ଲାଗୁଛି ନାରୀ ସତରେ…
Read More...

ମନେ ପଡିଲେ ମନ୍ଦୋଦରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାତ୍ମା ଗାନ୍ଧୀଙ୍କ ହତ୍ୟା ସମୟରେ ଦିଲ୍ଲୀର ବିରଲା ହାଉସରେ ମାଳି ଭାବେ କାମ କରୁଥିବା ରଘୁ ନାୟକଙ୍କ ପତ୍ନୀଙ୍କୁ ମିଳିଛି ସହାୟତା । ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସଚିବାଳୟରେ ନବୀନ ପଟ୍ଟନାୟକ,…
Read More...

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ: ଝରକା କାଚ ଭାଙ୍ଗି ଶିଶୁ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ମେଡିକାଲରେ ଝରକା କାଚ ଭାଙ୍ଗି ଅଢେଇ ବର୍ଷର ଶିଶୁ ଗୁରୁତର ଭାବେ ଆହତ ହୋଇଛି । ରାସୋଳ ଥାନା ବାବନ୍ଧ ଗାଁର ସବିତା ନାଏକ ତାକଂ ଅଢେଇ ବର୍ଷର ପୁଅ ସହ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ସଂପର୍କୀୟଙ୍କୁ ଦେଖିବାକୁ ଆସିଥିଲେ । କିନ୍ତୁ…
Read More...

ଚାଷ ରାଜନୀତି

ଆଜି ଦିନ ତମାମ୍ ରାଜ୍ୟ ରାଜନୀତି ସରଗରମ ରହିଥିଲା । ପ୍ରସଙ୍ଗ ରହିଥିଲା ଚାଷୀ ଏବଂ ଚାଷର କଥା । ଅକ୍ଷୟ ତୃତୀୟା ରେ ଅଖିମୁଠି ଅନୁକୂଳ କରି ଚାଷ ଆରମ୍ଭ କରିଥାଏ ଚଷାପୁଅ , ହେଲେ ଏଠି ତିନି ପ୍ରମୁଖ ଦଳ ବିଜେପି, ବିଜେଡି, ଏବଂ କଂଗ୍ରେସ ରାଜନୀତି ର ବିହନ ବୁଣିଥିଲେ । ଆଶାକରିଥିଲେ ଏହି…
Read More...