Browsing Category

କନକ ଏକ୍ସକ୍ଲୁସିଭ୍

ପାର୍ଟି ପାଣ୍ଠି

ନିର୍ବାଚନ ପାଇଁ ଦଳୀୟ ଚାନ୍ଦା ଏବେ ଆଣିଛି ରାଜ୍ୟ ରାଜନୀତିରେ ଝଡ, କୋଟିକୋଟି ଟଙ୍କା ପାଉଛନ୍ତି ଏବଂ ଭୋଟ୍ ବେଳେ ଖର୍ଚ୍ଚ ବି କରୁଛନ୍ତି । ବ୍ୟବସ୍ଥା ଅନୁସାରେ ନିର୍ବାଚନ କମିଶନଙ୍କ ନିକଟରେ ପଂଜୀକୃତ ବିଭିନ୍ନ ଟ୍ରଷ୍ଟ ରାଜନୈତିକ ଦଳଗୁଡିକୁ ଫଣ୍ଡିଙ୍ଗ କରନ୍ତି , ଆଉ ଗତ ନିର୍ବାଚନରେ ଏମିତି…
Read More...

ସହଯୋଗର ହାତ ବଢ଼ାଇଲେ ସରକାର : ଅନୁପମାଙ୍କୁ ମିଳିବ ଷ୍ଟଡି ଲୋନ୍

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ସହଯୋଗର ହାତ ବଢ଼ାଇଲେ ସରକାର । ମେଧାବୀ ଛାତ୍ରୀ ଅନୁପମାଙ୍କୁ ମିଳିବ ଷ୍ଟଡି ଲୋନ୍ । ମହକାଶ ବିଜ୍ଞାନି ହେବାର ଲକ୍ଷ୍ୟ ରଖିଥିବା ଅନୁପମା କରଙ୍କୁ ୫ ଦିନ ଭିତରେ ଲୋନ୍ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ । ଦଶମ ଓ ଦ୍ୱାଦଶରେ ୯୦…
Read More...

ପ୍ରହସନ ପାଲଟିଲା ପ୍ରକଳ୍ପ : କାଗଜ କଲମରେ ଚାଲିଛି ମାଲକାନଗିରିରେ ପାଇପ ୱାଟର ପ୍ରୋଜେକ୍ଟ

ମାଲକାନଗିରି : କାଗଜ କଲମରେ ଚାଲିଛି ପାନୀୟ ଜଳ ପ୍ରକଳ୍ପ । ରାଜ୍ୟରେ ପାନୀୟ ଜଳ ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହୁଛନ୍ତି, ସ୍ଥିତି ସନ୍ତୋଷ ଜନକ । ତେବେ ମାଲକାନଗିରିରେ କିନ୍ତୁ ସ୍ଥିତି ଅଲଗା । ଜିଲ୍ଲାରେ ୩ ଶହରୁ ଅଧିକ ଜଳ ଯୋଗାଣ ପ୍ରକଳ୍ପ ରହିଥିବା ବେଳେ ସେଗୁଡିକ ଚାଲିଛି କେବଳ…
Read More...

ଲିଭୁନି ରହସ୍ୟମୟ ନିଆଁ

ଅସ୍ତରଙ୍ଗ :ଘରେ ଅଚାନକ୍ ଲାଗୁଛି ନିଆଁ । ଥରେ କି ଦୁଇ ଥର ନୁହେଁ । ଦେଢ଼ ମାସ ମଧ୍ୟରେ ଲାଗିଲାଣି ୨ଶହ ଥର ନିଆଁ । କିଏ ଲଗାଉଛି, କେମିତି ଲାଗୁଛି । ତାର ଉତର ମିଳିପାରୁନାହିଁ । ଅସ୍ତରଙ୍ଗ ଗଙ୍ଗପୁର ଗାଁର ରସହ୍ୟମୟ ନିଆଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ସକାଳ ୬ଟାରୁ ସନ୍ଧ୍ୟା ସାଢ଼େ ୬ଟା…
Read More...

ବିଧାନସଭାରେ ଚିଟଫଣ୍ଡ ନିଆଁ

ବିଧାନସଭା ଅଚଳ , ବିଧାନସଭା ଚାଲିପାରୁ ନାହିଁ । ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଯୋଡିହେଉଛି ଆଉ ତାତି ସ୍ପଷ୍ଟ ବାରିହୋଇପଡୁଛି ବିଧାନସଭା ଗୃହ ଭିତରୁ । ପ୍ରଥମେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପ୍ରସଙ୍ଗ ଏବଂ ତାପରେ ସେଥିରେ ଯୋଡିହୋଇଗଲା ଜଷ୍ଟିସ୍ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗ ଏବଂ ତା ସହିତ…
Read More...

ମିଶନ୍ ଆଶ୍ରା

ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ସ୍ୱାମୀ ସ୍ତ୍ରୀକୁ ପ୍ରତିଶ୍ରୁତି ଦେଇଥାଏ ସାରା ଜୀବନ ତାର ସୁରକ୍ଷା ଓ ଦାୟିତ୍ୱ ନେବା ପାଇଁ । ମା ହେଲାପରେ ଶ୍ରଦ୍ଧାରେ ନିଜ ପିଲାର ମୁଣ୍ଡକୁ ଆଉଁସି ଭାବିଥାଏ ଧନରେ ବଡ ହେଲେ ମୋର ସାହାରା ହେବୁ । ରାକ୍ଷୀପୁର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧିବା…
Read More...

ଅନ୍ତ ହେଲା ଆଫ୍ରୋଜାଙ୍କ ପ୍ରତୀକ୍ଷା

ଅନ୍ତ ହେଲା ପ୍ରତୀକ୍ଷା । ଆଉ ୧୩ ମାସ ପରେ ନିଜ ଘରକୁ ବାହୁଡିଛନ୍ତି ବାଂଲାଦେଶର ଝିଅ ଆଫ୍ରୋଜା ö ଗତବର୍ଷ ବାଂଲାଦେଶର ଏହି ନାବାଳିକାକୁ ରାଉରକେଲାରେ ଉଦ୍ଧାର କରାଯାଇଥିଲା । ତେବେ ଆଫ୍ରୋଜାର କାହାଣୀ ବଲିଉଡ କାହାଣୀ ଭଳି ଥିଲା ରୋମାଂଚକର ଓ ହୃଦୟ ବିଦାରକ ବି । ଭାକୁରା ଜିଲ୍ଲା ଆନନ୍ଦ…
Read More...

ଜଳୁଛି ଜଙ୍ଗଲ : ନିଶ୍ଚିନ୍ତ ପ୍ରଶାସନ

କନ୍ଧମାଳ : ଜଳୁଛି ଜଙ୍ଗଲ । ଆଉ ବଢିବାରେ ଲାଗିଛି ନିଆଁର ଦାଉ। ହେଲେ ନିଶ୍ଚିନ୍ତ ପ୍ରଶାସନ । ଏଭଳି ଏକ ଘଟଣା ଘଟିଛି ବାଲିଗୁଡା ବନଖଣ୍ଡ ଅଧିନରେ ଥିବା ହାତୀ ଅଭୟାରଣ୍ୟ ବେଲଘର ଜଂଗଲର । ଦୁଇ ଦିନ ହେବ ଏଠାରେ ନିଆଁ ଲାଗିଛି । ହେଲେ ନିଆଁ ଲିଭାକୁ ନେଇ ବନବିଭାଗର ଚିନ୍ତା ନାହିଁ । ଦିନକୁ ଦିନ…
Read More...

ଦାମଙ୍କ ମୁହଁରୁ ପୁଣି ଖୋଲିଗଲା ନବୀନଙ୍କ ତୁଣ୍ଡି : ପାଣ୍ଡିୟାନଙ୍କୁ କଲେ ସମାଲୋଚନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅବସର ଥିଲା କନକ ନ୍ୟୁଜ ପକ୍ଷରୁ ଆୟୋଜିତ ପାୱାରଲିଷ୍ଟ ୨୦୧୬ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ରାଜ୍ୟର ସବୁଠାରୁ କ୍ଷମତାଶାଳୀ ତାଲିକାର ତୃତୀୟ ସ୍ଥାନରେ ପାଣ୍ଡିଆନ ରହିବା ପରେ ଲୋଡାଯାଇଥିଲା ଦାମଙ୍କ ମତ । ଆଉ ଏହି ସମୟରେ ଦାମ ଦେଇଥିଲେ ବିବାଦୀୟ ମନ୍ତବ୍ୟ ।…
Read More...

ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ : ଯୁବକଙ୍କୁ ରାତିତମାମ ବାନ୍ଧି ରଖିଲେ ଗାଁଲୋକ

ଦେବଗଡ : ରାତିତମାମ ଗାଁ ମଣ୍ଡପରେ ହାତ, ଗୋଡ ବନ୍ଧା ହୋଇ ରହିଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ଦେବଗଡ ଜିଲ୍ଲା ଗୋହିଡା ଗାଁ ରେ । ଅଭିଯୋଗ ଅନୁସାରେ, ପୂର୍ବରୁ ଗାଁର ମାଧବ ନାୟକଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ଅଭିଯୁକ୍ତ ପ୍ରଦୀପ କିଶାନ। ତେବେ ତାଙ୍କୁ…
Read More...