ଚାଷ ରାଜନୀତି

12

ଆଜି ଦିନ ତମାମ୍ ରାଜ୍ୟ ରାଜନୀତି ସରଗରମ ରହିଥିଲା । ପ୍ରସଙ୍ଗ ରହିଥିଲା ଚାଷୀ ଏବଂ ଚାଷର କଥା । ଅକ୍ଷୟ ତୃତୀୟା ରେ ଅଖିମୁଠି ଅନୁକୂଳ କରି ଚାଷ ଆରମ୍ଭ କରିଥାଏ ଚଷାପୁଅ , ହେଲେ ଏଠି ତିନି ପ୍ରମୁଖ ଦଳ ବିଜେପି, ବିଜେଡି, ଏବଂ କଂଗ୍ରେସ ରାଜନୀତି ର ବିହନ ବୁଣିଥିଲେ । ଆଶାକରିଥିଲେ ଏହି ରାଜନୈତିକ ବିହନ ତାଙ୍କର ଭୋଟ୍ ବ୍ୟାଙ୍କ ବଢାଇବ କି? ନା ପ୍ରକୃତରେ ଚାଷୀ ଏବଂ ଚାଷସମସ୍ୟା ପ୍ରତି ତାଙ୍କର ସମ୍ବେଦନଶୀଳତା ରହିଛି । ନା ପ୍ରକୃତରେ ଏମାନେ ଚାହୁଁଛନ୍ତି ରାଜ୍ୟରେ ଚାଷୀ ଏବଂ ଚାଷସମସ୍ୟା ଦୂର ହୋଇଯିବ । ଏହି ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ୍:-