Browsing Category

ମନୋରଞ୍ଜନ

ବିଗ୍ ବସ ହାଉସରୁ କାହିଁକି ବାହାରିଗଲେ ସପନା ? ଜାଣନ୍ତୁ ଏହା ପଛର କାରଣ

ହରିୟାଣା ପ୍ରସିଦ୍ଧ ଡ୍ୟାନ୍ସର ସପନା ଚୌଧୁରୀ ଟିଭିର ସବୁଠାରୁ ବଡ ବିବାଦୀୟ ସୋ’ ବିଗ୍ ବସ-୧୧ରୁ ବାହାରି ଯାଇଛନ୍ତି । ବିଗବସ ଗୃହରୁ ସପନା ଚୌଧୁରୀ ବାହାରିଯିବା ପ୍ରଶଂସକଙ୍କ ପାଇଁ କୌଣସି ଶୋକଠାରୁ ବି କମ ନୁହେଁ । ସପନାଙ୍କର ଏଲିମିନେଶନକୁ ନେଇ ଖୋଦ ସୋ’ର ହୋଷ୍ଟ ତଥା ସଲମାନ ଖାନଙ୍କ ମୁହଁରୁ…
Read More...

ଖୁବ୍ ଶୀଘ୍ର ପରଦାକୁ ଆସୁଛି ଖିଲାଡି କୁମାରଙ୍କ ଅପକମିଂ ସିନେମା ‘ପ୍ୟାଡ଼ମ୍ୟାନ’

ପରଦାକୁ ଆସିବ ଅକ୍ଷୟ କୁମାରଙ୍କ ଅପକମିଂ ସିନେମା ‘ପ୍ୟାଡ଼ମ୍ୟାନ’ । ସିନେମାର କାହାଣୀ ସାମାଜିକ ଘଟଣା ଉପରେ ଆଧାରିତ ହୋଇଛି । ସିନେମାଟି ୨୦୧୮ରେ ପରଦାକୁ ଆସିବ । ଅରୁଣାଚଳ ପ୍ରଦେଶର ମୁରୁଗନାଥମଙ୍କ ବାସ୍ତବିକ ଜୀବନର ସଫଳତା କାହଣୀ ଉପରେ ଏହି ସିନେମାଟି ଆଧାରିତ । ମୁରୁଗନାଥମ ଭାରତରେ ପ୍ରଥମ…
Read More...

ବିଦେଶରେ ବି ଭାରତୀୟ ଅଭିନେତ୍ରୀଙ୍କ ଜଲୱା । ସିଙ୍ଗାପୁରର ଏକ ରେଷ୍ଟୁରାଂଟରେ ନଜର ଆସିଲା ଶ୍ରୀଦେବୀଙ୍କ ନାଁର କଣ୍ଢେଇ

ଶ୍ରୀଦେବୀଙ୍କ ଫ୍ୟାନ୍ସ ଫଲୋଇଙ୍ଗ କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ବହୁ ସଂଖ୍ୟାରେ ଅଛନ୍ତି । ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ସିଙ୍ଗାପୁରର ଏକ ରେଷ୍ଟୁରାଂଟରେ । ସୂଚନା ମୁତାବକ, ସିଙ୍ଗାପୁରର ଏକ ରେଷ୍ଟୋରାଂଟରେ ଶ୍ରୀଦେବୀଙ୍କ ନାଁରେ ଏକ ସୁନ୍ଦର କଣ୍ଢେଇ ରଖା ଯାଇଛି ।…
Read More...

ସାମ୍ନାକୁ ଆସିଲା ବିରାଟଙ୍କ କୁକୁର ପ୍ରେମ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଭାରତ ଜିତିଥିଲା । ବିରାଟ କୋହଲିଙ୍କ ଡବଲ ସେଂଚୁରୀ ଏବଂ ରୋହିତ ଶର୍ମାଙ୍କ ଶତକ ପରେ ଇଣ୍ଡିଆ ଟିମର ସ୍ଥିତି ମଜଭୂତ ହୋଇଥିଲା । ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ କୋହଲିଙ୍କ ଚର୍ଚ୍ଚା ଚାରିଆଡେ ବ୍ୟାପିଛି ।…
Read More...

ସୁଟିଂ ସମୟରେ ଆହତ ହେଲେ କଙ୍ଗନା !

ଆପଣ ଜାଣିଥିବେ, ରାଣୀ ଲକ୍ଷ୍ମୀବାଈଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମଣିକର୍ଣ୍ଣିକା – ଦି କୁଇନ୍‌ ଅଫ୍‌ ଝାନ୍‌ସୀ’ରେ ଶୀର୍ଷକ ଭୂମିକାରେ ଅଭିନୟ କରୁଛନ୍ତି ସୁନ୍ଦରୀ କଙ୍ଗନା ରଣାଓ୍ଵତ୍‌। ଜାତୀୟ ପୁରସ୍କାରପ୍ରାପ୍ତ କ୍ରିଷ୍‌ ଏହାର ନିର୍ଦ୍ଦେଶକ। ନିକଟରେ ‘ମଣିକର୍ଣ୍ଣିକା – ଦି କୁଇନ୍‌ ଅଫ୍‌…
Read More...

ପୁଣି ଟିଭି ପରଦାକୁ ଫେରିବେ କପିଲ ଶର୍ମାଙ୍କ ଟିମ !

ଖୁବ ଶୀଘ୍ର ପରଦାକୁ ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗି’ । ଏହାର ପ୍ରମୋସନ ପାଇଁ କପିଲ ବର୍ତମାନ ବିଭିନ୍ନ ଟିଭି ସୋ ରେ ଆସୁଛନ୍ତି । ତାପରେ ବି କପିଲ ସୋନି ଟିଭିରେ ଫିଲ୍ମ ନାଁ ଅନୁସାରେ ‘ଓୟେ ଫିରଗି’ ନାମରେ ଗୋଟିଏ ସୋ କରୁଛନ୍ତି ଯେଉଁଥିରେ କପିଲ ଶର୍ମାଙ୍କ ପୁରା ଟିମ…
Read More...

ସଲମାନ ରାଗିଯାଇ ବିଗ୍‌ ବସ୍‌ ସେଟ୍‌ ଛାଡ଼ି ପଳାଇଥିଲେ ! ଜାଣନ୍ତୁ କାହିଁକି ରାଗିଲେ ଦବଙ୍ଗ ଷ୍ଟାର ?

ମୁମ୍ବାଇ: ବିଗ୍‌ବସ୍‌ ରିୟଲିଟି ସୋ’କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଦବଙ୍ଗ ଷ୍ଟାର ସଲ୍‌ମାନ ଖାନ୍‌ । ସପ୍ତାହ ଶେଷରେ ତାଙ୍କୁ ଲୋକ ଦେଖିବାକୁ ଅନାଇ ବସିଥାନ୍ତି । କିନ୍ତୁ ଏଥର ସପ୍ତାହ ଶେଷରେ କିଛି ଏମିତି ଘଟଣା ଘଟିଲା ଯାହା ଦ୍ୱାରା ସଲ୍‌ମାନ ରାଗିଯାଇ ବିଗ୍‌ ବସ୍‌ ସେଟ୍‌ ଛାଡ଼ି…
Read More...

‘ପଦ୍ମାବତୀ’ ସମର୍ଥନରେ ଫିଲ୍ମ ଇଣ୍ଡଷ୍ଟ୍ରୀ ! ରବିବାର ଦିନ ‘ବ୍ଲାକ ଆଉଟ’ ପାଳିବାକୁ ଯୋଜନା

ସଂଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ “ପଦ୍ମାବତୀ” ଚଳଚିତ୍ରର ରିଲିଜକୁ ନେଇ ହେଉଥିବା ବିରୋଧ ମଧ୍ୟରେ ‘ଇଣ୍ଡିଆନ ଫିଲ୍ମସ ଆଣ୍ଡ ଟିଭି ଡାଇରେକ୍ଟର୍ସ ଆସୋସିଏସନ’(ଆଇଏଫଟିଡିଏ) ଫିଲ୍ମ ଏବଂ ଟେଲଭିଜନ ଇଣ୍ଡଷ୍ଟ୍ରୀ ଆଗକୁ ବାହାରିଛି । ୨୦ଟି ଅନ୍ୟ ସଂସ୍ଥା ସହ ମିଶି ଚଳଚିତ୍ରକୁ ସମର୍ଥନ କରିବାଲାଗି…
Read More...

ପୁଣି ଥରେ ମୁହଁ ଖୋଲିଲେ କେଆରକେ ! ବଲିଉଡର ତିନି ଖାନକୁ ଦେଲେ ଧମକ

ବଲିଉଡ ତାରକାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ସେଲ୍ଫ କ୍ଲେମଡ ସମାଲୋଚକ କମାଲ ରସିଦ ଖାନ ଓରଫ କେଆରକେ ପୁଣିଥରେ ନିଜ ତୁଣ୍ଡ ଖୋଲିଛନ୍ତି । ଏଥର ବଲିଉଡର ତିନି ଖାନ ଅଥାର୍ତ ସଲମାନ ଖାନ, ଶାହାରୁଖ ଖାନ ଓ ଅମିର ଖାନଙ୍କୁ ଟାର୍ଗେଟ କରିଛନ୍ତି କେଆରକେ ।…
Read More...

‘ଦେବେଁ କେ ଦେବ ମହାଦେବ’ରେ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ପୀୟୁଷଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ! ଗିରଫ ହେଲେ…

ଲୋକପ୍ରିୟ ଟେଲିତାରକାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଲାଇଫ ଓକେ ଚ୍ୟାନେଲର ‘ଦେବେଁ କେ ଦେବ ମହାଦେବ’ ପୌରାଣିକ ସିରିଏଲରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଟିଭି ଷ୍ଟାର ପୀୟୁଷ ସହଦେବଙ୍କୁ ମୁମ୍ବାଇ ପୁଲିସ ଜଣେ ମହିଳା କଳାକାରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରିଛି ।…
Read More...