Browsing Category

ମନୋରଞ୍ଜନ

ବାପା ସୁନୀଲ ସେଟ୍ଟୀଙ୍କ ପରି ଦେଖାଯାଆନ୍ତି ଅହାନ୍ ! ବଲିଉଡ଼୍ ଦୁନିଆରେ ପ୍ରବେଶ କରିବେ ଆସନ୍ତା ବର୍ଷ

ବଲିଉଡ୍ ଦୁନିଆରେ ପ୍ରବେଶ କରିବା ସମସ୍ତଙ୍କ ପାଇଁ ସମ୍ଭବପର ହୁଏନି । ଏଥିପାଇଁ କଠିନ ପରିଶ୍ରମ କରିବା ପାଇଁ ପଡ଼େ । କଠିନ ପରିଶ୍ରମ ପରେ କିଛି ସଫଳ ହୁଅନ୍ତି ଆଉ କିଛି ବିଫଳ । ତେବ ଆସନ୍ତା ବର୍ଷ ଅନେକ ସେଲିବ୍ରିଟି ଦାୟାଦ ବଲିଉଡ୍ ଦୁନିଆରେ ପ୍ରବେଶ କରୁଛନ୍ତି ବୋଲି ଶୁଣାଯାଉଛି । ଏଥିରେ…
Read More...

ଡିସେମ୍ବର ପହିଲାରେ ପରଦାକୁ ଆସିବ ବିବାଦୀୟ ଫିଲ୍ମ ‘ପଦ୍ମାବତୀ’ ! ବ୍ରିଟେନରେ ରିଲିଜ ପାଇଁ ଅନୁମତି ଦେଲେ ବ୍ରିଟିସ୍…

ପଦ୍ମାବତୀ ଫିଲ୍ମର ରିଲିଜ ଡିସେମ୍ବର ୧ ତାରିଖରେ ହେବ । ଫିଲ୍ମର ସିଙ୍ଗଲ ସଟଟିଏ ମଧ୍ୟ କଟାନଯାଇ ପରଦାରେ ପ୍ରଦର୍ଶିତ ହେବ । ହେଲେ ଏହା ଭାରତରେ ନୁହେଁ ବ୍ରିଟେନରେ ରିଲିଜ ହେବ । ଭାରତରେ ପଦ୍ମାବତୀକୁ ନେଇ ବିବାଦ ଲାଗି ରହିଛି । ହେଲେ ବ୍ରିଟେନ ସେନସର ବୋର୍ଡ ବିବିଏଫସି ପଦ୍ମାବତୀ ଫିଲ୍ମକୁ…
Read More...

ଆହତ ହେଲେ କଂଗନା ରାଣାୱତ । ‘ମଣିକର୍ଣିକା’ର ଷ୍ଟଂଟ ସିନ ସୁଟିଂ ଚାଲିଥିବା ବେଳେ ପାଦରେ ଲାଗିଲା ଆଘାତ

ସୁଟିଂ ବେଳେ ଆହତ ହେଲେ ଅଭିନେତ୍ରୀ କଂଗନା ରାଣାୱତ । ରାଜସ୍ଥାନର ଜୋଧପୁରରେ ‘ମଣିକର୍ଣିକା’ ଫିଲ୍ମର ସୁଟିଂ ଚାଲିଥିବାବେଳେ କଂଗନାଙ୍କ ପାଦରେ ଆଘାତ ଲାଗିଛି । କଂଗନାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଫିଲ୍ମ ମଣିକର୍ଣିକା -ଦି କ୍ୱିନ ଅଫ ଝାଂସୀର ଏକ ଷ୍ଟଂଟ ସିନବେଳେ…
Read More...

ଅବ୍ରାମଙ୍କୁ ଖୁସି କରିବାକୁ ବମ୍ବେଇ ମିଠେଇ ଷ୍ଟଲ୍‌ ପର୍ଯ୍ୟନ୍ତ ଗଲେ ବିଗ୍‌ ବି

ମୁମ୍ବାଇ: ଅଭି-ଐଶ୍ୱର୍ଯ୍ୟାଙ୍କ ସୁପୁତ୍ରୀ ଆରାଧ୍ୟାଙ୍କ ଜନ୍ମଦିନ ସିନା ସରିଯାଇଛି ମାତ୍ର ସେ ଦିନର ଘଟଣା ଆଜିଯାଏ ଲିଭିନି ମନରୁ। ଆରାଧ୍ୟାଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିଲେ ବଲିଉଡ୍‌ର ମହାରଥୀ। ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲେ ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନ୍‌। ଶାହାରୁଖଙ୍କ…
Read More...

ମଧ୍ୟପ୍ରଦେଶ ପରେ ଗୁଜରାଟରେ ପରଦାକୁ ଆସିବ ନାହିଁ ପଦ୍ମାବତୀ : କଟକଣା ଜାରିକଲେ ଗୁଜୁରାଟ ସରକାର

ଗୁଜରାଟରେ ରିଲିଜ ହେବନି ବଲିଉଡ ଚଳଚ୍ଚିତ୍ର ପଦ୍ମାବତୀ । ସଂଜୟ ଲୀଳା ଭଂସାଲିଙ୍କ ଏହି ବହୁଚର୍ଚ୍ଚିତ ସିନେମାକୁ ବ୍ୟାନ କରିଛି ଗୁଜରାଟର ବିଜେପି ସରକାର । ଇତିହାସକୁ ବିକୃତ କରାଯାଇଥିବା ଅଭିଯୋଗରେ ପ୍ରଥମେ ମଧ୍ୟପ୍ରଦେଶ ଏହା ଉପରେ ନିଷେଧାଦେଶ ଜାରି କରିବା ପରେ ଏବେ ଗୁଜରାଟ ସେହି ରାସ୍ତା…
Read More...

ଫିଲ୍ମ ‘ପଦ୍ମାବତୀ’କୁ ନେଇ ହଙ୍ଗାମା ! ପୁଲିସ୍ ସୁରକ୍ଷାରେ ଦୀପିକାଙ୍କ ପିତାମାତାଙ୍କ ଘର !

ଏହି ସମୟରେ ଫିଲ୍ମ ‘ପଦ୍ମାବତୀ’ ର ରିଲିଜକୁ ନେଇ ସାରା ଦେଶରେ ଯେମିତି ହଙ୍ଗାମା ଚାଲିଛି । ସେମିତି ଏଥିରେ ସଂପୃକ୍ତ କଳାକାରଙ୍କର ମଧ୍ୟ ସମସ୍ୟା ବଢିଯାଇଛି । ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଦୀପିକାଙ୍କ ପ୍ରତି ବିପଦ ଦେଖାଦେଇଛି । କରଣୀ ସେନା ଓ ଅନ୍ୟ କିଛି ସଂଗଠନ ତାଙ୍କୁ ବାରମ୍ବାର…
Read More...

ଗୋଆରେ ଛୁଟି କଟାଉଛନ୍ତି ବଲିଉଡ଼ର ହଟ୍ କପୁଲ୍ କରଣ-ବିପାଶା !

ବଲିଉଡ଼ର ହଟ୍ କପୁଲ ବିପାଶା ବସୁ ଓ କରଣ ସିଂ ଗ୍ରୋଭର ଗୋଆରେ ଛୁଟି କଟାଉଛନ୍ତି । ବିପାଶା ତାଙ୍କର କିଛି ରୋମାଞ୍ଚଭରା ମୁହୁର୍ତ୍ତର ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଫଟୋ ସହ ଏକ ସୁନ୍ଦର କ୍ୟାପସନ୍ ଦେଇଛନ୍ତି ବିପାଶା । କ୍ୟାପସନ ଜରିଆରେ ସେ କରଣଙ୍କୁ କେତେ ଭଲ ପାଆନ୍ତି ତାହା…
Read More...

ସଲମାନଙ୍କୁ ରିପ୍ଲେସ କଲେ ବରୁଣ ! ପୁଣି ଏକ ସିନେମାରେ ଆସିବେ ନଜର

ସଲମାନ ଖାନଙ୍କ ଅଭିନିତ ସିନେମା ‘ଜୁଡୱା’ର ସିକ୍ୱଲରେ ଧୂମ ମଚେଇଥିବା ବରୁଣ ଧାୱନ ବଲିଉଡର ‘ଭାଇଜାନ’ଙ୍କର ଆଉ ଏକ ସିନେମାକୁ ହାତେଇଛନ୍ତି । ଯଦି ସଲମାନ ଏହି ସିନେମାରେ ନଜର ଆସିଥାନ୍ତେ ତେବେ ଏହା ସଲମାନଙ୍କର ପ୍ରଥମ ଡ୍ୟାସିଙ୍ଗ ସିନେମା ହୋଇଥାନ୍ତା । ଏବେ ଏହି ସିନେମାର ନିର୍ଦ୍ଦେଶକ…
Read More...

ଚଳିତ ବର୍ଷ ଅତିଥି କଳାକାର ସାଜିଛନ୍ତି ସଲମାନ-ଶାହାରୁଖ

୨୦୧୭ରେ ବଲିଉଡର ଦୁଇ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ଗେଷ୍ଟ ଆପିଅରାନସ୍‌ ଦେଇ ଦର୍ଶକଙ୍କୁ ଚକିତ କରିଥିଲେ । ହେଲେ ଏମାନଙ୍କ ଭିତରୁ କେବଳ ସଲମାନ୍‌ ଯେଉଁ ସିନେମାରେ ଅତିଥି କଳାକାର ବନିଥିଲେ ତାହା ସୁପରହିଟ୍‌ ହୋଇଛି। କିନ୍ତୁ ଶାହରୁଖ୍‌ଙ୍କ କ୍ଷେତ୍ରରେ ସେଭଳି ଘଟି…
Read More...

ପୁଣି ଥରେ ସିନେମା ଘରେ ଦେଖିବାକୁ ମିଳିବ ସୁପରହିଟ୍ ହଲିଉଡ୍ ଫିଲ୍ମ ‘ଟାଇଟାନିକ୍’

ସତ୍ୟ ଘଟଣା ଉପରେ ଆଧାରିତ ହଲିଉଡ ଫିଲ୍ମ ‘ଟାଇଟାନିକ’ ପୁଣି ସିନାମାଘରେ ଦେଖିବାକୁ ପାଇବେ ଦର୍ଶକ । ସିନେମାଟି ୨୦ ବର୍ଷ ତଳେ ତଥା ୧୯୯୭ ରେ ରିଲିଜ୍ ହୋଇଥିଲା । ଯାହା ଦର୍ଶକଙ୍କ ବେଶ୍ ଆଦୃତି ଲାଭ କରିଥିଲା । ତେବେ ପୁଣି ଥରେ ୨୦ ବର୍ଷ ପରେ ଏହି ହଲିଉଡ଼ ଫିଲ୍ମ ‘ଟାଇଟନିକ’ର ନୁଆ ଟ୍ରେଲର ଲଂଚ…
Read More...