Browsing Category

ମନୋରଞ୍ଜନ

ବାହୁବଲୀଙ୍କ ଫୋନ୍ ଚେକ୍ କରୁଛନ୍ତି ଅନୁଷ୍କା ! ସାଧାରଣ ପ୍ରେମିକା ପରି ରଖୁଛନ୍ତି ପ୍ରଭାସଙ୍କ ଟିକିନିକି ଖବର

‘ବାହୁବଲୀ ୨’ ସିନେମାର ସଫଳତା ପରେ ପ୍ରଭାସ ଓ ଅନୁଷ୍କାଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରୁଛନ୍ତି । ରିଲ ଲାଇଫ ବ୍ୟତୀତ ରିୟଲ ଲାଇଫରେ ବି ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ତେବେ ପ୍ରଭାସ ଏବଂ ଅନୁଷ୍କା ସବୁବେଳେ ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ…
Read More...

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ‘ଫିରଙ୍ଗୀ’ ! ସିନେମା ଦେଖିବାକୁ ମିଳିବ ବ୍ରିଟିଶ ଶାସନ ସମୟର କାହାଣୀ

ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ‘ଫିରଙ୍ଗୀ’ । ଏଥିରେ ଲିଡ୍ ରୋଲରେ ଅଛନ୍ତି କମେଡି କିଙ୍ଗ କପିଲ ଶର୍ମା । ୧୯୨୦ ମସିହାର କାହାଣୀକୁ ନେଇ ପର୍ଯ୍ୟବେଶିତ ହୋଇଛି ଫିଲ୍ମ ‘ଫିରଙ୍ଗୀ’ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜିବ ଧିଂଗ୍ରା । ଫିରଙ୍ଗୀରେ କପିଲ ଜଣେ ପଂଜାବୀ ଗବରୁ ଯବାନଙ୍କ…
Read More...

ଓଡିଆ ନିର୍ଦ୍ଦେଶକଙ୍କ ବେଙ୍ଗଲି ଫିଲ୍ମ । ଇନସପେକ୍ଟର ନଟି.କେରେ ଯାଦୁ ଦେଖାଇବେ ଅଶୋକ

ଜାତୀୟସ୍ତରରେ ଓଡିଆ ନିର୍ଦ୍ଦେଶକଙ୍କ ଦବଦବା । ଅପକମିଂ ବେଙ୍ଗଲି ରୋମାଟିଂକ-କମେଡି ଫିଲ୍ମ ଇନସପେକ୍ଟର ନଟି.କେରେ ନିର୍ଦ୍ଦେଶନା ଦେବେ ଓଡିଆ ନିର୍ଦ୍ଦେଶକ ଅଶୋକ ପତି । ଏହାର କାହାଣୀ ସଂପୂର୍ଣ୍ଣ ନୂଆ ଏବଂ ଭିନ୍ନ । ଏହା କୌଣସି ଫିଲ୍ମର ରିମେକ ନୁହେଁ । ଫିଲ୍ମ ଇନସପେକ୍ଟର ନଟି.କେରେ ମସ୍ତି ଓ…
Read More...

ବଲିଉଡର ଏହି ଅଭିନେତ୍ରୀଙ୍କୁ ଖୁବଶୀଘ୍ର ବିବାହ କରିବେ ଆଦିତ୍ୟ ଚୋପ୍ରାଙ୍କ ସାନଭାଇ ଉଦୟ ଚୋପ୍ରା

ଏବେ ଚର୍ଚ୍ଚାରେ ବଲିଉଡ ଅଭିନେତା ଆଦିତ୍ୟ ଚୋପ୍ରାଙ୍କ ସାନଭାଇ ଉଦୟ ଚୋପ୍ରା । ସେ ଖୁବଶୀଘ୍ର ବଲିଉଡର ଜଣେ ନାୟିକାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ଅନେକ ସମୟରେ ଉଦୟଙ୍କ ସହିତ ଆଫେୟାର୍ସକୁ ନେଇ ଚର୍ଚ୍ଚାରେ ଆସିଥାନ୍ତି । ସେ ଆଉ କେହି ନୁହଁନ୍ତି ସେ…
Read More...

ଅନଲାଇନ୍ ଲିକ୍ ହୋଇଛି କି ଫିଲ୍ମ ‘ପଦ୍ମାବତୀ’ ! ୟୁ-ଟ୍ୟୁବରେ ଅପଲୋଡ୍ ହେଉଛି ଏମିତି ଭିଡ଼ିଓ

ଫିଲ୍ମ ‘ପଦ୍ମାବତୀ’ ବିବାଦ ଏକ ରାଷ୍ଟ୍ରୀୟ ବିବାଦ ପାଲଟିଯାଇଛି । ଏବେ ବି କୌଣସି ସମାଧାନର ସୂତ୍ର ବାହାରିପାରିନି । ଦିନକୁ ଦିନ ଏହି ବିବାଦ ତୀବ୍ର ହେବାରେ ଲାଗିଛି । ତେଣୁ ଡିସେମ୍ବର ୧କୁ ରିଲିଜ ହେବାକୁ ଥିଲେ ମଧ୍ୟ ଫିଲ୍ମର ରିଲିଜ ଡେଟକୁ ସ୍ଥଗିତ ରଖାଯାଇଛି । ରାଜସ୍ଥାନର କରଣୀ ସେନା…
Read More...

‘ପଦ୍ମାବତୀ’ର ଘୁମର ଗୀତର ତାଳେ ତାଳେ ନାଚିଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ! ଭିଡିଓ ହେଲା ଭାଇରାଲ

ଘୁମର ନୃତ୍ୟ କଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ । ବିବାଦୀୟ ସିନେମା ‘ପଦ୍ମାବତୀ’ର ଘୁମର ଗୀତର ତାଳେ ତାଳେ ଅପର୍ଣ୍ଣା ନାଚୁଥିବା ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି । ଅପର୍ଣ୍ଣାଙ୍କର ଏହି ଭିଡ଼ିଓ ଲକ୍ଷେ୍ନøର ଏକ କାର୍ଯ୍ୟକ୍ରମରେ ରେକର୍ଡ ହୋଇଥିବା ଜଣାପଡ଼ିଛି । ପଦ୍ମାବତୀ…
Read More...

ବିବାଦ ମଧ୍ୟରେ ଥିବା ସିନେମା ‘ପଦ୍ମାବତୀ’ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ ! ପାର୍ଲାମେଂଟର ଦୁଇ ଦୁଇଟି କମିଟି ଆଗରେ…

ବିବାଦ ମଧ୍ୟରେ ଥିବା ପଦ୍ମାବତୀ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ପାର୍ଲାମେଂଟର ଇନଫୋରମେସନ ଓ ଟେକ୍ନୋଲଜି କମିଟି ଆଗରେ ହାଜର ହେବେ ସିନେମାର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲି ଓ ସେନସର ବୋର୍ଡର ଅଧ୍ୟକ୍ଷ ପ୍ରସୂନ ଯୋଶୀ । ଏହି ଦୁଇଜଣ ସିନେମା ନେଇ କମିଟି ଆଗରେ ନିଜ ନିଜ ପକ୍ଷ ରଖିବେ…
Read More...

ପ୍ରଥମ ଥର ପାଇଁ ଲାଇଭ ଚାଟରେ ନଜର ଆସିଲେ ସପ୍ନା : କହିଲେ ପ୍ରଶଂସକ ଯାହା ଦେଇଛନ୍ତି କେବେ ବି ଫେରାଇ ପାରିବିନି

ବିଗବସ୍ -୧୧ ପୂର୍ବ ସିଜନ ମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ । ଏଠାରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ନୋମିନେସନ ଏବଂ ଏଲିମିନେସନର କେମେଷ୍ଟ୍ରି ମଧ୍ୟ ଦର୍ଶକଙ୍କ ମନୋରଂଜନ କରୁଥିବା ନଜର ଆସୁଛି । ବିଗବସ୍ -୧୧ରେ ନଜର ଆସିଥିବା ସପ୍ନା ଚୌଧରୀ ୮ ସପ୍ତାହ ଧରି ନୋମିନେଟ ହୋଇ…
Read More...

ନିଜକୁ ଫିଟ୍ ରଖିବାକୁ ଜଣେ ବଲିଉଡ ସୁପରଷ୍ଟାରଙ୍କୁ ଅନୁସରଣ କରନ୍ତି କରଣ ଜୋହର ! ଜାଣନ୍ତି କି ସେ କିଏ ?

ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ଅନୁସରଣ କରିଥାନ୍ତି ଏବଂ କାହାକୁ ମଧ୍ୟ ନିଜର ପ୍ରେରଣା ବୋଲି ଭାବିଥାନ୍ତି । ଏହା ପ୍ରତ୍ୟେକ ସ୍ତରରେ ହୋଇଥାଏ, ସେ ଘର ହେଉ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ । ଠିକ୍ ସେହିଭଳି ଏକ ଉଦାହରଣ ହେଉଛନ୍ତି କରଣ ଜୋହର । ଜଣେ ପ୍ରସିଦ୍ଧ ଫିଲ୍ମ…
Read More...

ପାକିସ୍ତାନକୁ କଡ଼ା ଜବାବ୍ ଦେଲେ ମାନୁଷୀ ଛିଲ୍ଲର ! କହିଲେ ସୁନ୍ଦରତା ଚେହେରାରୁ ନୁହେଁ ହୃଦୟରୁ ଜଣାପଡ଼େ

୨୦୧୭ର ମିସ୍ ୱାର୍ଲଡ ମାନୁଷୀ ଛିଲ୍ଲର ଭାରତ ଆସିବା ପରେ ମୁମ୍ବାଇରେ ତାଙ୍କୁ ଖୁବ୍ ଧୁମଧାମରେ ସ୍ୱାଗତ କରାଯାଇଥିଲା । ପ୍ରଥମ ପ୍ରେସ୍ କନଫରେନ୍ସରେ ସୁନ୍ଦରତା ଉପରେ କହୁଥିବା ଲୋକଙ୍କୁ ସେ କଡ଼ା ଜବାବ୍ ଦେଇଥିଲେ । ବାସ୍ତବରେ ମିସ୍ ୱାର୍ଲଡ ୨୦୧୭ର ତାଜ୍ ଜିତିସାରିବାପରେ ମାନୁଷୀ ପାକ୍ କୁ କଡ଼ା…
Read More...