Browsing Category

ବିଜେପି

୬ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଦୀର୍ଘ ୨୮ବର୍ଷପରେ ସୋନପୁର ଆସିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ୨୮ ବର୍ଷ ତଳେ ସୋନପୁରକୁ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର। ଏହା ପରେ ଆସନ୍ତା ୬ ତାରିଖ ଦିନ ଜିଲ୍ଲା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଦିନ ସୁନ୍ଦରଗଡରେ ଦଳୀୟ ସଭା ସାରି ମଧ୍ୟାହ୍ନ ୧୨ଟାରେ ସୋନପୁରରେ ପହଞ୍ଚିବେ। ଜିଲ୍ଲା ସଦର ମହକୁମା…
Read More...

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ବସ୍ତାରୁ ରଘୁନାଥଙ୍କୁ ପ୍ରାର୍ଥୀ କଲା ଦଳ, ଜାଣନ୍ତୁ ବାକି ଆସନରୁ କାହାକୁ ମିଳିଲା…

କନକ ବ୍ୟୁରୋ : ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଚମ୍ପୁଆରୁ ମୁରଲୀ ଶର୍ମା, ବସ୍ତାରୁ ରଘୁନାଥ ମହାନ୍ତି, ଭୋଗରାଇରୁ ମାନସ ମହାନ୍ତି ଓ ନିଆଳିରୁ ଛବି ମଲ୍ଲିକଙ୍କୁ…
Read More...

ନବୀନ ନିବାସରେ ବିଜେପି ପ୍ରତିନିଧି ଦଳ । ଦଳୀୟ ପ୍ରାର୍ଥୀଙ୍କ ସରକାରୀ ଚାକିରିରୁ ଇସ୍ତଫା ପତ୍ରକୁ ଗ୍ରହଣ କରାଯିବା ନେଇ…

କନକ ବ୍ୟୁରୋ : ନବୀନ ନିବାସରେ ବିଜେଡି ପ୍ରତିନିଧି ଦଳ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛି ବିଜେପି ଟିମ ।ବାରିପଦା ସାରସକଣା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ବୁଦାନ ମୁର୍ମୁ୍ଙ୍କୁ ଚାକିରିରୁ ଅବ୍ୟାହତି ଦେବା ପାଇଁ ନବୀନଙ୍କୁ ଭେଟିବାକୁ ଚାହୁଁଛି ଦଳ । ବିଜେପି ଉପସଭାପତି ସମୀର…
Read More...

ତାତିଲେ ବିଜେପି କର୍ମୀ, ଜାଳିଲେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା । କହିଲେ, କେନ୍ଦ୍ରାପଡାରେ ଦଳଡିଆଁଙ୍କୁ ସୁଯୋଗ…

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ନେଇ କେନ୍ଦ୍ରାପଡା ବିଜେପିରେ ଆରମ୍ଭ ହେଲାଣି ବିଦ୍ରୋହ । ପୁରୁଣା ବିଜେପି କର୍ମୀ ବୈଜୟନ୍ତଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ଆସନରେ ପ୍ରାର୍ଥୀ ଚୟନରେ ବୈଜୟନ୍ତଙ୍କ ଭୂମିକାକୁ ନେଇ ବିଦ୍ରୋହର…
Read More...

ଭବାନୀପାଟଣାରେ ମୋଦିଙ୍କ ନିର୍ବାଚନୀ ସଭା । ନବୀନଙ୍କ ନାଁ ନନେଇ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ, କହିଲେ ରାଜ୍ୟର…

କନକ ବ୍ୟୁରୋ : କଂଗ୍ରେସ ଓ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭବାନୀପାଟଣାଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ସ୍ଥାଣୁତା ଯୋଗୁଁ…
Read More...

ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିରେ ବିଦ୍ରୋହ । ଏକାସଙ୍ଗରେ ଦଳରୁ ଇସ୍ତଫା ଦେଲେ ୫ ଶହ କର୍ମୀ

କନକ ବ୍ୟୁରୋ : ଟିକି ଅପା (ଅପରାଜିତା)ଙ୍କୁ ପ୍ରାର୍ଥୀ ଘୋଷଣା କଲା ପରେ ଏବେ ବିଜେପିର ଟେନସନ ବଢିଛି । ଭୁବନେଶ୍ୱର ଉତ୍ତର ଆସନ ପାଇଁ ଗତକାଲି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ । ଦଳର ପୁରୁଣା କର୍ମୀ ମାନେ…
Read More...

ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ ! ଟିକେଟ ମିଳିବା ପରେ ବି ସବୁଜ ଶିବିରରେ ଯୋଗ ଦେଉଛନ୍ତି ଗେରୁଆ ଦଳର…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ରୋଚକ ହେଉଛି । ଦଳବଦଳ ରାଜନୀତି ପାଇଁ ଚର୍ଚ୍ଚାରେ ରାଜ୍ୟ ରାଜନୀତି । ନିର୍ବାଚନ ପୂର୍ବରୁ ନେତାଙ୍କ ଦଳଡିଆଁ ଅତି ସାଧାରଣ କଥା । ଟିକେଟ ନମିଳିବା ପରେ ଦଳ ଛାଡ଼ିବା ନିଷ୍ପତ୍ତି ସ୍ୱଭାବିକ । କିନ୍ତୁ ରାଜ୍ୟ…
Read More...

ଭବାନୀପାଟଣାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି ! କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବା ସହ ଭୋଟ ମାଗିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କୃଷ୍ଣନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଆଉ ତା’ପୂର୍ବରୁ ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ ଜୁହାର ବୋଲି କହିଥିଲେ । ‘ଆପଣମାନେ କେନ୍ତା ଅଛନ୍’ କହି ଭବାନୀପାଟଣାରେ…
Read More...

ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ବିଜୟ ସଂକଳ୍ପ ସମାବେଶରେ ଜନତାଙ୍କୁ ସମ୍ବୋଧିତ କରିବେ ମୋଦି

କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭବାନୀପାଟଣାରେ ପହଞ୍ଚିଛନ୍ତି ମୋଦି । ଆଜି ଦିନିକିଆ ଭବାନୀପାଟଣା ଗସ୍ତରେ ଆସିଛନ୍ତି ମୋଦି । କ୍ରିଷ୍ଣା ନଗର ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଜନତାଙ୍କ ସମ୍ବୋଧିତ କରିବେ…
Read More...

ଓଡିଶା ଗସ୍ତ ପୂର୍ବରୁ ମୋଦିଙ୍କ ଟୁଇଟ୍ । ଓଡିଆ ଭାଷାରେ ଲେଖିଲେ, ‘ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ…

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ଟୁଇଟ୍ କରିଛନ୍ତି । ସେ ନିଜର ଟୁଇଟରରେ ଓଡ଼ିଆ ଭାଷାରେ ଲେଖିଛନ୍ତି ‘ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି । ଆଜି କଳାହାଣ୍ଡି ଜିଲ୍ଲାରେ ଏକ ପ୍ରଚାର…
Read More...