Browsing Category

ବିଜେଡି

ବିଜେଡିକୁ ବାବୁଙ୍କ ବାଏ ବାଏ ! ଦଳ ଛାଡିଲେ ବିଜେଡି ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ବିଜେପିରେ ଯୋଗ…

ବିଜୁ ଜନତା ଦଳର ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳୀୟ ପଦବି ସହ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି ।…
Read More...

ନବୀନଙ୍କ ଫୋକସରେ କେନ୍ଦ୍ରାପଡା: ମିଶନ ଶକ୍ତି ସମାବେଶରେ ମହିଳାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ନବୀନଙ୍କ ଫୋକସରେ କେନ୍ଦ୍ରାପଡା । ମାତ୍ର ୩୦ଦିନ ନପୁରୁଣୁ ଆଜି ପୁଣି ଥରେ କେନ୍ଦ୍ରାପଡା ଗସ୍ତ କରିବେ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରାପଡାରେ ବିଶାଳ ମିଶନ ଶକ୍ତି ମହାସମାବେଶ କରିବେ । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ବାରୋଠାରେ ହଜାର ହଜାର ମହିଳାଙ୍କୁ ସମ୍ବୋଧିତ କରିବେ…
Read More...

କଂଗ୍ରେସରେ ବାପା, ବିଜେଡିରେ ଝିଅ ! ଶଙ୍ଖ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା…

କନକ ବ୍ୟୁରୋ : ବାପା କଂଗ୍ରେସରେ, ଝିଅ ବିଜେଡିରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନ କଂଗ୍ରେସର ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଥିବା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ, ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ବିକାଶ ଯୋଜନାରେ…
Read More...

ପ୍ରତିବର୍ଷ ଏପ୍ରିଲ ଓ ସେପ୍ଟେମ୍ବର ପହିଲାରେ ମିଳିବ କାଳିଆ ଟଙ୍କା ! ନବୀନ କହିଲେ, ସାରା ଦେଶକୁ ବାଟ ଦେଖାଉଛି ‘କାଳିଆ…

କନକ ବ୍ୟୁରୋ : ଗରିବ ଓ ଚାଷୀଙ୍କ ପାଖରେ ସବୁ ବେଳେ ଠିଆ ହୋଇ ଆସିଛି ବିଜେଡି ସରକାର । ସେମାନଙ୍କ ବିକାଶ ପାଇଁ ସେ ସବୁ ବେଳେ ଉଦ୍ୟମ କରି ଆସିଛନ୍ତି । କନ୍ଧମାଳ ଗସ୍ତ ଅବସରରେ ଚାଷୀ ଓ ମିଶନ ଶକ୍ତି ମହିଳା ସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

କାହାକୁ ମିଳିବ ସମ୍ବଲପୁରର ଲୋକସଭା ଟିକେଟ୍? ନଳିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଚର୍ଚ୍ଚା ପରେ ଚିହିଁକି ଉଠିଲେ…

କନକ ବ୍ୟୁରୋ: ସମ୍ବଲପୁର ଲୋକସଭା ଆସନ ଛାଡିବାକୁ ନାରାଜ ନଗେନ୍ଦ୍ର ପ୍ରଧାନ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନଗେନ୍ଦ୍ର କହିଛନ୍ତି, ୨୦୧୯ରେ ସେ କେବଳ ଲୋକସଭା ଆସନରୁ ଲଢିବାକୁ ଚାହୁଁଛନ୍ତି । କାହାକୁ , କୌଣସି ମତେ ସେ ସମ୍ବଲପୁର ଲୋକସଭା ସିଟ୍ ଛାଡିବେ ନାହିଁ । ପ୍ରଶାସକରୁ ରାଜନେତା…
Read More...

ନଳିନୀ ଆସିଲେ ନଛୋଡବନ୍ଧା ନଗେନ୍ଦ୍ର ପ୍ରଧାନ । କହିଲେ, ୨୦୧୯ରେ କେବଳ ଲୋକସଭା ଆସନରୁ ଲଢିବାକୁ ଇଚ୍ଛୁକ

କନକ ବ୍ୟୁରୋ: ବିଜେଡିରେ ନଳିନୀ ପ୍ରଧାନ ଯୋଗ ଦେବା ପରେ ରୋଚକ ହୋଇଛି ସମ୍ବଲପୁର ରାଜନୀତି । ନଳିନୀ ଆସିବା ପରେ ନଛୋଡବନ୍ଧା ହୋଇପଡିଛନ୍ତି ନଗେନ୍ଦ୍ର ପ୍ରଧାନ । ନଗେନ୍ଦ୍ର କହିଛନ୍ତି କି , ୨୦୧୯ରେ କେବଳ ଲୋକସଭା ଆସନରୁ ଲଢିବାକୁ ସେ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏନେଇ ରୋକଠୋକ…
Read More...

ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ! ବିଜେଡ଼ି ସୁପ୍ରିମୋଙ୍କ ଉପସ୍ଥିତିରେ…

କନକ ବ୍ୟୁରୋ : ବିଜେଡିରେ ଯୋଗଦେଲେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ନବୀନ ନିବାସରେ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ସୁନୀତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନୀତା ଦାସଙ୍କୁ ସ୍ୱାଗତ କରିଛନ୍ତି । କଂଗ୍ରେସ ଛାଡି ସୁନୀତା…
Read More...

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ବିଜେଡିରେ ଯୋଗ ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ଝିଅ

କନକ ବ୍ୟୁରୋ : ଝାରସୁଗୁଡ଼ା ଓ ସୁନ୍ଦରଗଡ଼ କଂଗ୍ରେସକୁ ପୁଣି ଏକ ଶକ୍ତ ଝଟକା ଲାଗିଛି। ଶନିବାର କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ। ସୁନିତା ବିଶ୍ବାଳ ସଂପ୍ରତି ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟିର…
Read More...

ନିର୍ବାଚନୀ କୁରୁକ୍ଷେତ୍ର ସାଜିବ ତୁଳସୀକ୍ଷେତ୍ର! ଜିତିବା ପାଇଁ ନବୀନଙ୍କ ସ୍ୱତନ୍ତ୍ର ରଣନୀତି, ସମ୍ମାନର ଲଢେଇ ପାଇଁ…

କନକ ବ୍ୟୁରୋ : ନବୀନଙ୍କ ଫୋକସରେ କେନ୍ଦ୍ରାପଡା । ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ଗୁରୁତ୍ୱ ରହି ଆସିଥିବା ବେଳେ ଏବେ ନିର୍ବାଚନ ପୂର୍ବରୁ ୩ ଦଳର ଫୋକସରେ ରହିଛି ଏହି ଜିଲ୍ଲା । ତେବେ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଶାସକ ବିଜେଡି । ଆଉ ଖାସ୍ ଏଥିପାଇଁ ବିଜେଡି…
Read More...

‘ଶଙ୍ଖ’ ଧରିଲେ ନଳିନୀକାନ୍ତ । ପାୱାର କରିଡ଼ରରୁ ରାଜନୀତି ମୈଦାନକୁ ଏଣ୍ଟ୍ରି କଲେ ପୂର୍ବତନ ପୂର୍ତ୍ତ ସଚିବ ।

କନକ ବ୍ୟୁରୋ: ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଲେ ନଳିନୀ । ଗତ ୨୮ ତାରିଖରେ ନଳିନୀକାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ…
Read More...