Browsing Category

ବିଜେଡି

ବିଜେଡି ଟିକେଟ ପାଇଁ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ! ବାଲିକୁଦା ବିଧାୟକଙ୍କୁ ଲୁଟେରା, ଭଷ୍ଟ୍ରାଚାରୀର ଟ୍ୟାଗ୍ ଦେଲେ…

କନକ ବ୍ୟୁରୋ : ନିର୍ବାଚନ ଘୋଷଣା ତାରିଖ ପାଖେଇ ଆସିବା ସହ ଟିକେଟ ଆଶାୟୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି । ପରସ୍ପରର ଦୋଷ ବାହାର କରିବା ସହ କଭଳି ଦଳୀୟ ଟିକେଟ ହାସଲ କରିହେବ ସେନେଇ ଆଶାୟୀ ପ୍ରାର୍ଥୀ କରୁଛନ୍ତି ରଣନୀତି । ଖାସକରି ବିଜେଡି ଟିକେଟ ହାତେଇବା ପାଇଁ ଅନେକ ଆଶାୟୀ…
Read More...

ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିବାକୁ ଇଚ୍ଛା ପ୍ରକାଶ କଲେ ପ୍ରତାପ ଜେନା ! କହିଲେ, ଦଳ ଯାହା ଦାୟିତ୍ୱ ଦେବ,…

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ମାହାଙ୍ଗାରୁ ଲଢିବାକୁ ଚାହୁଁଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା । ପୂର୍ବରୁ ମଧ୍ୟ କହିସାରିଛି ମାହାଙ୍ଗା ଛାଡି କୁଆଡେ ଯିବାର ନାହିଁ । ମାହାଙ୍ଗାରୁ ନିର୍ବାଚନ ଲଢିବାକୁ ଚାହେଁ । ମାହାଙ୍ଗା ଛାଡ଼ି ଆଉ କୁଆଡ଼େ ଯିବାକୁ ଚାହୁଁନି । କିନ୍ତୁ…
Read More...

କଣ କରିବେ ବିଜୟ-ଦିଲ୍ଲୀପ? ସମ୍ଭାବନା ଅନେକ, ହେଲେ ମିଳୁନି ଗ୍ରୀନ ସିଗନାଲ । ୨୦୧୯ ଦୃଶ୍ୟପଟ୍ଟରେ ଫରକ ପକାଇବକି…

କନକ ବ୍ୟୁରୋ : ବିଜେପିକୁ ବାଏବାଏ କରିଥିବା ଦିଲ୍ଲୀପ ଓ ବିଜୟଙ୍କ କ’ଣ ହେବ ଆଗାମୀ ରଣନୀତି? ପୁଣି ବିଜେଡିକୁ ଫେରିବେ କି ଦୁଇ ବରିଷ୍ଠ ନେତା? ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନିଭାଇଥିବା ଏହି ଦୁଇ ତୁଙ୍ଗ ନେତାଙ୍କୁ ନେଇ ରାଜ୍ୟ ରାଜନୀତିରେ କିଛି ଏହିଭଳି ସମ୍ଭାବନା ଚାରିପାଖେ…
Read More...

ନିର୍ବାଚନକୁ ବାଏ ବାଏ କଲେ ତଥାଗତ ସତପଥୀ। ନିଷ୍ପତ୍ତି ପଛର ଆଭିମୁଖ୍ୟ ଦେଉଛି କି ଭିନ୍ନ ସଂକେତ?

ଆଉ ନିର୍ବାଚନ ଲଢିବେନି ତଥାଗତ । ରାଜନୀତିରୁ ସନ୍ୟାସ ନେବେ ସାଂସଦ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା, ବିଜେଡି ସାଂସଦ ତଥାଗତ ସତପଥୀଙ୍କ ଏଭଳି ଆକସ୍ମିକ ନିଷ୍ପତି ରାଜନୈତିକ ମହଲରେ ବଡ ହଟଚମଟ ସୃଷ୍ଟି କରିଛି । କାରଣ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ଢେଙ୍କାନାଳ…
Read More...

ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ମାଷ୍ଟରଷ୍ଟ୍ରୋକ୍ ! ଦୁରୁଆ ଜନଜାତିଙ୍କୁ ଦେବେ ଆଦିବାସୀ ମାନ୍ୟତା, ପୂରଣ…

କନକ ବ୍ୟୁରୋ : ଆଦିବାସୀ ମାନ୍ୟତା ନ ମିଳିଲେ ଭୋଟ ଦେବୁନି । ଏମିତି ଚେତାଇ ଦେଇଛନ୍ତି କୋରାପୁଟର ଦୁରୁଆ ଜନଜାତି । ସେମାନେ ଭୋଟ ବର୍ଜନ କଲେ ପ୍ରଭାବିତ ହେବ ଗୋଟିଏ ଲୋକସଭା ଓ ୩ ଟି ବିଧାନସଭା ଆସନ । ଦୁରୁଆ ଜନଜାତିକୁ ନେଇ ବିଜେପି ଓ କଂଗ୍ରେସ ରାଜନୀତି କରୁଥିବା ବେଳେ ମାଷ୍ଟର ଷ୍ଟ୍ରୋକ…
Read More...

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଂଟନ କଲେ ମୁଖ୍ୟମନ୍ତ୍ରୀ ! କହିଲେ, ଗରିବ ଲୋକଙ୍କ ଖୁସି ମୋ ପାଇଁ ସବୁଠାରୁ ବଡ଼…

କନକ ବ୍ୟୁରୋ : ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଜନତା ମଇଦାନରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ମହାନଗର ନିଗମ ଅଂଚଳରେ ୧୦,୦୦୦ ବସ୍ତିବାସିନ୍ଦାଙ୍କୁ ଆବାସ ମିଶନ ଯୋଜନାରେ ବାସଗୃହ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସଭାରେ…
Read More...

ବଲାଙ୍ଗୀର ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ! ବ୍ଲକ ସ୍ତରୀୟ ମହାସଂଘ ପାଇଁ ସହାୟତା, ମିଶନ ଶକ୍ତି ଭବନ ପାଇଁ ୧…

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ପଥରଚେପା ଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ବଲାଙ୍ଗୀର ଗସ୍ତ କରିଛନ୍ତି । ମହାସମାବେଶରେ ମିଶନ ଶକ୍ତି ମା ମାନଙ୍କୁ ସମ୍ବୋଧିତ କରିଛନ୍ତି ନବୀନ । …
Read More...

ବିଜେପିରେ ସାମିଲ ପରେ ବୈଜୟନ୍ତଙ୍କୁ ଅତନୁଙ୍କ ସମାଲୋଚନା ! କହିଲେ, କେନ୍ଦ୍ରାପଡାରେ ପଡିବନି କୌଣସି ପ୍ରଭାବ ।

କନକ ବ୍ୟୁରୋ : କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଏହା ରାଜ୍ୟ ରାଜନୀତିକୁ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି । କିନ୍ତୁ ଏପଟେ ଉଭୟ କଂଗ୍ରେସ ଓ ବିଜେଡି ବୈଜୟନ୍ତଙ୍କ ବିଜେପିରେ ସାମିଲ ହେବା, କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହୁଛନ୍ତି ।…
Read More...

ଇସ୍ତାହାର ପାଇଁ ବିଜେଡିର କସରତ: ବିଜୁ ପଟ୍ଟନାୟକ ଜୟନ୍ତୀରେ ଆରମ୍ଭ ହେଲା ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

କନକ ବ୍ୟୁରୋ: ରାଜ୍ୟରେ ନୂଆ ଅଭିଯାନ ଆରମ୍ଭ କରିଛି ବିଜେଡି । ଏହି ଯୋଜନାର ନାଁ ରହିଛି ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି…
Read More...

ଇସ୍ତାହାର କସରତ ଆରମ୍ଭ କଲା ବିଜେଡି ! ଆଜି ବିଜୁ ପଟ୍ଟନାୟକ ଜୟନ୍ତୀରେ ଆରମ୍ଭ ହେବ ‘ଘରେ ଘରେ ଶଂଖ’ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଆଜି ଠାରୁ ରାଜ୍ୟରେ ନୂଆ ଅଭିଯାନ ଆରମ୍ଭ କରିବ ବିଜେଡି । ଏହି ଅଭିଯାନର ନାଁ ରହିଛି ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ…
Read More...