Browsing Category

ନିର୍ବାଚନ ଖବର

କୌଣସି ମୁହୂର୍ତରେ ଆସିପାରେ ବିଜେଡିର ବାକି ଟିକେଟ୍ । ବାଲେଶ୍ୱର ଲୋକସଭା ଆସନ ପାଇଁ କିଏ ହେବ ପ୍ରାର୍ଥୀ, ରହିଛି ନଜର

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ୭ ଦିନ ସମୟ ରହିଲା । କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ ବିଜେଡି ତା’ର ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ବାକି ଥିବା ଆସନର ଟିକେଟ ଆଶାୟୀଙ୍କ ଟେନସନ…
Read More...

ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ ପଚାରିଲେ ପ୍ରଣବ: NH-55ରେ ୪୦୦ରୁ ଅଧିକ ଜୀବନ ଯାଇଛି କାହା ପାଇଁ…? ୧୦ ବର୍ଷ…

କନକ ବ୍ୟୁରୋ: ନିର୍ବାଚନୀ ମାହୋଲ ଭିତରେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି ପ୍ରଣବଙ୍କ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି ପୋଷ୍ଟ କରିଛନ୍ତି ପ୍ରଣବ । ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଣବ-ଧର୍ମେନ୍ଦ୍ର ଦୁଇ ପ୍ରମୁଖ ଦଳ ବିଜେଡି- ବିଜେପିର…
Read More...

ନିର୍ବାଚନ ମୈଦାନକୁ ଓହ୍ଲାଇଲେ କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକ । ମାଆ ବିରଜାଙ୍କ ପୂଜାର୍ଚ୍ଚନ ପରେ…

କନକ ବ୍ୟୁରୋ : ମା’ ବିରଜାଙ୍କ ଦର୍ଶନ କରି ପ୍ରଚାର ମୈଦାନକୁ ଓହ୍ଲାଇଲେ ଆକାଶ ଦାସ ନାୟକ । ନିର୍ବାଚନ ତାରିଖ ଘୋଷଣା ସହ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଜୋର ଧରିଛି । ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଓ କଂଗ୍ରେସର ଅଙ୍କ…
Read More...

ଅନୁଗୁଳରେ କାହାକୁ ମିଳିବ ବିଜେଡି ଟିକେଟ? ଟେନସନରେ ପୂର୍ବତନ ଉପବାଚସ୍ପତି ରାଜନୀକାନ୍ତ ସିଂ

କନକ ବ୍ୟୁରୋ : ଅନୁଗୁଳରୁ କିଏ ପାଇବ ବିଜେଡି ଟିକେଟ୍ । ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ ନାଁ ଆଉ କାହାକୁ ମିଳିବ ଟିକେଟ୍ । ଏହାକୁ ନେଇ ଟେନସନରେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ । ଆଜି ଭୁବନେଶ୍ୱରରେ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱରରେ ଥିବା…
Read More...

କଂଗ୍ରେସ ଭବନରେ ଜଟଣି କଳି । ସୁର ରାଉତରାୟ ଏବଂ ତାଙ୍କ ପୁଅ ସିଦ୍ଧାର୍ଥଙ୍କୁ ବିରୋଧ କରି ନାରାବାଜି

କନକ ବୁରୋ : କଂଗ୍ରେସ ଭବନରେ ଜଟଣି କଳି । ଟିକେଟ୍ ହାତେଇବାକୁ ନେଇ କଂଗ୍ରେସ ଭବନରେ ଦଳୀୟ କର୍ମୀଙ୍କ ନାରାବାଜି । ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଚଳିତଥର ନିର୍ବାଚନ ଲଢିବେ ନାହିଁ । ତେଣୁ ଏହି ଆସନର ଟିକେଟ୍ କିଏ ହାତେଇବ ତାକୁ ନେଇ ଚର୍ଚ୍ଚା ଚାଲିଛି । ସୁରଙ୍କ ବଡ ପୁଅ ସିଦ୍ଧାର୍ଥ…
Read More...

ହେବ କି ଦିଲ୍ଲୀପ ରାୟଙ୍କ ଘର ବାହୁଡା ? ନିର୍ବାଚନ ଲଢିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ପରେ ବିଜେପିରେ ସାମିଲ…

କନକ ବ୍ୟୁରୋ : ନିର୍ବାଚନ ଲଢିବା ନେଇ କୋର୍ଟଙ୍କ ଅନୁମତି ପରେ ରାଜ୍ୟର ବରିଷ୍ଠ ନେତା ଦିଲ୍ଲୀପ ରାୟ ବିଜେପିରେ ସାମିଲ ହୋଇପାରନ୍ତି । ରାଉରକେଲା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନି । ଏପରି ସ୍ଥିତିରେ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଦଳରେ ସାମିଲ…
Read More...

ନିର୍ବାଚନୀ ସଭାରେ ମହିଳା ଏବଂ ଚାଷୀଙ୍କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି । ଡବଲ ଇଞ୍ଜିନ ସରକାର ହେଲେ ମାସକୁ…

କନକ ବ୍ୟୁରୋ : ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତା । ଦେବଗଡ ନିର୍ବାଚନୀ ସଭାରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ । ପଡୋଶୀ ରାଜ୍ୟରେ ଏହି ଦର…
Read More...

କୋରାପୁଟ ଲୋକସଭା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ ବିରୋଧ । ବିଷମ କଟକରୁ ନୀଳମାଧବ ହିକକାଙ୍କୁ ପ୍ରାର୍ଥୀ…

କନକ ବ୍ୟୁରୋ : କୋରାପୁଟ ଲୋକସଭା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ ବିରୋଧ । ପ୍ରଥମେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ଓ ଏବେ ବିଷମ କଟକ ନିର୍ବାଚନ ମଣ୍ଡଳୀରେ ବିରୋଧର ସ୍ୱର ତେଜିଛି । ମୁକୁନ୍ଦପୁରଠାରେ ସପ୍ତଗିରି ଉଲାକାଙ୍କ ଫଟୋ ଓ ବ୍ୟାଗ ପୋଡ଼ା ଯାଇଥିବା ବେଳେ ଓ କାନ୍ଥ ଘଣ୍ଟାକୁ ତଳେ…
Read More...

ପ୍ରାର୍ଥୀ ଘୋଷଣା ପରେ ଜମୁଛି ପ୍ରଚାର । ରାଜଗାଙ୍ଗପୁରରେ ବାବା ଘୋଘଡେଶ୍ୱରଙ୍କ ଆଶୀର୍ବାଦ ନେଲେ ସୁନ୍ଦରଗଡ଼ ବିଜେଡି…

କନକ ବ୍ୟୁରୋ : ନିର୍ବାଚନ ପାଇଁ ଜୋରଦାର ପ୍ରଚାର । ରାଜଗାଙ୍ଗପୁରରେ ବିଜେଡିର ଘନଘନ ପ୍ରଚାର । ସୁନ୍ଦରଗଡ଼ ସାଂସଦ ପାର୍ôଥ ଦିଲୀପ ତିର୍କୀ ଏବଂ ବିଧାନସଭା ପାର୍ଥୀ ଅନୀଲ ବରୁଆ, ଶତାଧିକ କର୍ମୀଙ୍କ ସହ ରାଜଗାଙ୍ଗପୁର ଘୋଘରସ୍ଥିତ ପ୍ରସିଦ୍ଧ ବାବା ଘୋଘଡେଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା…
Read More...

ପ୍ରଚାର ପାଇଁ ନେତାଙ୍କ ନିଆରା ଅନ୍ଦାଜ । କିଏ ଖରାରେ ସିଝୁଛି, କିଏ ବର୍ଷାରେ ଭିଜୁଛି, କିଏ ପୁଣି ନାଚୁଛି…

କନକ ବ୍ୟୁରୋ: ନିର୍ବାଚନ ପାଖଉଛି, ନେତାଙ୍କ ପ୍ରଚାର ଜୋରଦାର ଚାଲିଛି । ଆଜିଠୁ ଆଉ ଠିକ୍ ୩୫ ଦିନ ପରେ ଓଡିଶାରେ ଆରମ୍ଭ ହେବ ଗଣତନ୍ତ୍ରର ସବୁଠାରୁ ମହାନପର୍ବ ନିର୍ବାଚନ । ଯେଉଁ ପର୍ବରେ ସାମିଲ ହୋଇ ୫ ବର୍ଷ ପାଇଁ ନେତା ବାଛିବେ ଜନତା । ନେତାଙ୍କ ଭାଗ୍ୟ ତିଆରିବେ ଜନତା । ଆଉ ୫ ବର୍ଷ ପାଇଁ ବି…
Read More...