Browsing Category

ନିର୍ବାଚନ ଖବର

ବିଜୟୀ ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନ : ଗୁଜରାଟରେ ଅଧିକ, ଉତ୍ତର ପ୍ରଦେଶରେ କମ୍

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସି. ଆର୍. ପାଟିଲ ବିଜୟଲାଭ କରିଛନ୍ତି। ସେ ଗୁଜରାଟର ନବସାରି ଆସନରୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬ ଲକ୍ଷ ୮୯ ହଜାର ଭୋଟରେ ପରାଜିତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଦେଶରେ ଅନୁଷ୍ଠିତ ସମସ୍ତ…
Read More...

ସରିଲା ମହାଯୁଦ୍ଧ, ଆସିଲା ଫଳାଫଳ। ବଦଳିଗଲା ରାଜ୍ୟ ରାଜନୀତିର ଚିତ୍ର। କଂଗ୍ରେସ ମୂଳପୋଛ, ଲାଭରେ ବିଜେପି। ବିଜେଡିର ଦୁଇ…

କନକ ବ୍ୟୁରୋ: ସରିଲା ୨୦୧୯ ନିର୍ବାଚନ ମହାଯୁଦ୍ଧ । ସବୁ ଫଳାଫଳ ବି ପ୍ରକାଶ ପାଇ ସାରିଛି। ପୁରୀ ଜିଲ୍ଲାରେ ଲୋକଙ୍କଠାରୁ ଦୂରେଇ ଯାଇଥିବା କଂଗ୍ରେସ ଏକପ୍ରକାର ମୂଳପୋଛ ହୋଇଯାଇଛି। ବିଜେପି କିନ୍ତୁ ବେଶ ଅଭିବୃଦ୍ଧି କରିଛି। ବିଜେଡି ପାଇଁ ବି ସହଜ ସ୍ଥିତି ଆଉ ନାହିଁ। ବିଜେଡିର ଦୁଇ ବଡ଼…
Read More...

ଏଥର ବିଧାନସଭାରେ ପ୍ରତିନିଧିତ୍ବ କରିବେ ୧୩ ମହିଳା ସଦସ୍ୟ । ବିଜେଡିରୁ ୧୨ ଜଣ ଜିତିଥିଲା ବେଳେ ବିଜେପିରୁ ଜଣିଏ

କନକ ବ୍ୟୁରୋ: ଷୋଡ଼ଶ ବିଧାନସଭାରେ ୬୦ ଜଣ ନୂଆ ବିଧାୟକ ପ୍ରଥମ ଥର ପାଇଁ ଗୃହକୁ ପ୍ରବେଶ କରିବେ। ବିଜେଡିର ୧୧୨ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୪୧ ଜଣ ନୂଆ ମୁହଁ। ସେହିପରି ବିଜେପିର ୨୩ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ୯ ଜଣ ବିଧାୟକଙ୍କ ମଧ୍ୟରୁ…
Read More...

ଭାରତ ଇତିହାସରେ ପ୍ରଥମ: ପଞ୍ଚମ ଥରରେ ତିନି ଚତୁର୍ଥାଂଶ ଆସନ ପାଇବାରେ ନବୀନଙ୍କ ନୂଆ ରେକର୍ଡ, ୧୪୬ରୁ ୧୧୨ଟି ଆସନ…

କନକ ବ୍ୟୁରୋ: ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ସରକାର ଲଗାତର ପଞ୍ଚମ ଥର କ୍ଷମତାକୁ ଆସିବା ବେଳେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ଜିତିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ରେକର୍ଡ କରିଛନ୍ତି। ପଞ୍ଚମ ଥରରେ ବିଜେଡି ୧୪୬ ଆସନରୁ ୧୧୨ଟି ଦଖଲ କରିଛି। ସମସ୍ତ ୭ଟି…
Read More...

ହେବିୱେଟଙ୍କ ହାତରୁ ଖସିଲା ଗଡ । ଫିକା ପଡିଲା ଅନେକ ତୁଙ୍ଗ ନେତାଙ୍କୁ ଚମକ, ନିରାଶ କଲା ୧୯ ନିର୍ବାଚନର ଫଳାଫଳ ।

କନକ ବ୍ୟୁରୋ : ଶେଷ ହୋଇଛି ନିର୍ବାଚନ । ଏଥର ଫଳାଫଳ ଅନେକଙ୍କୁ ତାଜୁବ୍ କରିଛି । କାରଣ ରାଜନୀତିର ମୈଦାନରେ ଅନେକ ହେଭିୱେଟଙ୍କ ହାତରୁ ଖସି ଯାଇଛି ଗଡ । ବୈଜୟନ୍ତଙ୍କ ଠାରୁ ଆରମ୍ଭ କରି ଦାମ ରାଉତ, ଦାସବର୍ମାଙ୍କ ଠାରୁ କନକ ବର୍ଧନ ସଭିଏଁ ଭୋଗିଛନ୍ତି ପରାଜୟ । ସମସ୍ତଙ୍କୁ ଚମକାଇ ଦେବା ଭଳି…
Read More...

ବିଜେଡିର ରଥୀ ମହାରଥୀଙ୍କ ଚକ୍ରବ୍ୟୁହ ଭିତରୁ ବରଗଡରେ ବାଜି ମାରିଲା ବିଜେପି । ସୁରେଶ ପୂଜାରୀଙ୍କୁ ମିଳିଲା ବଡ ସଫଳତା ।

କନକ ବ୍ୟୁରୋ : କେନ୍ଦ୍ରରେ ମୋଦି, ଓଡ଼ିଶାରେ ନବୀନ । ଫଳାଫଳ ଆସିବା ପୂର୍ବରୁ ଯାହା ଆକଳନ କରାଯାଉଥିଲା ତାହା ଶତ ପ୍ରତିଶତ ସଠିକ୍ ହୋଇଛି । ଦେଶରେ ମୋଦି ମ୍ୟାଜିକ୍ କାମ କରିଥିବା ବେଳେ ରାଜ୍ୟରେ ଚାଲିଛି ନବୀନଙ୍କ ଯାଦୁ । କିନ୍ତୁ ଏସବୁ ଭିତରେ ଓଡ଼ିଶାର ୩ଟି ଲୋକସଭା ଆସନରେ ଏଭଳି ପରିଣାମ…
Read More...

ମୋଦି ସୁନାମିରେ ଦୋହଲିଗଲା କଂଗ୍ରେସ । ହାରିଲେ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୭ ଜଣ ମୁଖ୍ୟମନ୍ତ୍ରୀ ବି ଚିତପଟାଙ୍ଗ ।

କନକ ବ୍ୟୁରୋ : ମୋଦି ସୁନାମୀରେ ଦୋହଲିଗଲା କଂଗ୍ରେସ । ହାରିଲେ ଅଧ୍ୟକ୍ଷ, ୭ମୁଖ୍ୟମନ୍ତ୍ରୀ ଚିତପଟାଙ୍ଗ । ବର୍ଷ ବର୍ଷ ଧରି କଂଗ୍ରେସ ଜିତି ଆସୁଥିବା ପାରମ୍ପରିକ ଆସନ ଆମେଠିରେ ଏଥର ଦଳର ମଙ୍ଗୁଆଳଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବିପୁଳ ଭୋଟ୍…
Read More...

ନିର୍ବାଚନୀ ରଣାଙ୍ଗନରେ ସେଲିବ୍ରିଟିଙ୍କୁ ମିଳିଲା ମିଶ୍ରିତ ଫଳାଫଳ । ଜାଣନ୍ତୁ କିଏ ପିନ୍ଧିଲେ ବିଜୟ ମୁକୁଟ ଆଉ କାହାକୁ…

କନକ ବ୍ୟୁରୋ : ଫିଲ୍ମ ପରଦାରୁ ସଂସଦ । ସଂସଦ ଯିବେ ସନ୍ନି ଦେଓଲ । ଅଭିନେତାରୁ ରାଜନେତା ପାଲଟିଥିବା ଏହି ଆକ୍ସନ ହିରୋ ପଞ୍ଜାବ ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ବିଜୟୀ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ନିଜ ଅଭିନୟ ଜରିଆରେ ଲୋକଙ୍କ ମନ ଜିଣୁଥିବା ସନ୍ନି ଏଥର ଗୁରୁଦାସପୁର ଜନତାଙ୍କ ମନ…
Read More...

ହାରୁ ହାରୁ ଜିତିଗଲେ, ଜିତୁ ଜିତୁ ହାରିଗଲେ । ଜନାଦେଶ ୨୦୧୯ର ରୋଚକ ରେଜଲ୍ଟ, ଶେଷ ମୁହୂର୍ତ୍ତରେ ଜିତିଲେ ନେତା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ ଆସିସାରିଛି ଆଉ ଏହି ଫଳାଫଳରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କମ ଭୋଟ ବ୍ୟବଧାନରେ ପ୍ରାର୍ଥୀ ହାରିବା । ଅଳ୍ପ ଭୋଟ ବ୍ୟବଧାନରେ କିଏ ହାରିଛି ତ ଆଉ କିଏ ଜିତିଛି । ଲୋକସଭା ଓ ବିଧାନସଭାର କିଛି ଏମିତି ତଥ୍ୟ ଉପରେ ଆସନ୍ତୁ ନଜର ପକାଇ ନେବା । କୋରାପୁଟ…
Read More...

କେନ୍ଦ୍ରାପଡାରେ ଧରାଶାୟୀ ହେଲେ ବୈଜୟନ୍ତ । ପଲଟିଲା ବାଜି, ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ବିଜୟ ହେଲେ ବିଜେଡି ପ୍ରାର୍ଥୀ…

କନକ ବ୍ୟୁରୋ : କେନ୍ଦ୍ରାପଡାରେ ମାଟି କାମୁଡିଲେ ବୈଜୟନ୍ତ ପଣ୍ଡା । ସତ ହେଲା ଏକଜିଟ୍ ପୋଲର ରିପୋର୍ଟ । ବିପୁଳ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ହାରିଯାଇଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଫେଲ ମାରିଲା ବିଜେପିର ସବୁ ରଣନୀତି । ଅନୁଭବଙ୍କ…
Read More...