Browsing Category

ନିର୍ବାଚନ ଖବର

ଟିକେଟକୁ ନେଇ ବିଜେପିରେ ତେଜୁଛି ଅସନ୍ତୋଷ । ଆଜି ବି ରାଜ୍ୟ ବିଜେପି ଅଫିସରେ ପ୍ରତିବାଦ, ପ୍ରାର୍ଥୀ ପରିବର୍ତନ ଦାବି…

କନକ ବ୍ୟୁରୋ : ଟିକେଟ ବଣ୍ଟନକୁ ନେଇ ବିଜେପିରେ ଅସନ୍ତୋଷ । ଆଜି ରାଜ୍ୟ ବିଜେପି ଅଫିସରେ ପ୍ରତିବାଦ କରିଛନ୍ତି ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଛିବା ନେତା ଓ କର୍ମୀ । ହିଞ୍ଜିଳି, ବାଙ୍କୀ ଓ ଜୟଦେବ ନିର୍ବାଚନମଣ୍ଡଳୀରେ କର୍ମୀ ଭୁବନେଶ୍ୱର ଆସି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି…
Read More...

ଟିକେଟ୍ ପାଇଁ ଛକାପଞ୍ଝା । ୮ ଆସନରେ ଛିଡୁନି ଅଙ୍କ!

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ଭିତରେ ଚାଲିଛି ଟିକେଟ କସରତ । ବିଜେପି ୧୧୨ଟି ଆସନ ପାଇଁ ଟିକେଟ ଘୋଷଣା କରିସାରିଥିବା ବେଳେ ବିଜେଡି ୯୯ ଆସନରେ ନାଁ ଚୂଡାନ୍ତ କରିଛି । କିନ୍ତୁ କିଛି ଆସନ ଏଭଳି ଅଛି ଯେଉଁ ଆସରେ ଟିକେଟକୁ ନେଇ ଦ୍ୱନ୍ଦ୍ୱ ଲାଗିଛି । ରାଜ୍ୟର ଏଭଳି ୮ଟି…
Read More...

ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ । ଦଳ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି ନେତା । ସନ୍ତୋଷ ସିଂ ସାଲୁଜା ବିଜେଡିରେ…

କନକ ବ୍ୟୁରୋ : ବିଜେଡି-ବିଜେପି ଭଳି ନିର୍ବାଚନ ପୂର୍ବରୁ କଂଗ୍ରେସର ବି ଚାଲିଛି ମିଶ୍ରଣ ପର୍ବ । ନେତାଙ୍କ ଚାଲିଛି ଦଳଡିଆଁ ପର୍ବ ବିଜେପି ଛାଡି ପୁଣି ଘରବାହୁଡା କରିଛନ୍ତି ସୋନାଲି ସାହୁ । ୫ ବର୍ଷ ତଳେ କଂଗ୍ରେସ ଛାଡି ସେ ବିଜେପି ଯାଇଥିଲେ । କିନ୍ତୁ ଠିକ ନିର୍ବାଚନ ପୂର୍ବରୁ କଂଗ୍ରେସରେ…
Read More...

ଚର୍ଚ୍ଚାରେ କଟକ ବାରବାଟୀ ଆସନ । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଜାରି ରହିଛି ଦ୍ୱନ୍ଦ

କନକ ବ୍ୟୁରୋ : କଟକ ବାରବାଟୀ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି ଉଭୟ ବିଜେଡି ଓ ବିଜେପି । କୁହାଯାଉଛି, ଦୁଇ ପ୍ରମୁଖ ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ହରାଇ କଂଗ୍ରେସର ମହମ୍ମଦ ମୋକିମ ବିଧାୟକ ହୋଇଥିଲେ । ବିଜେପିର…
Read More...

୪୮ ଆସନରେ କାହାକୁ ପ୍ରାର୍ଥୀ କରିବ ବିଜେଡି ? ଆଶାୟୀଙ୍କୁ ନେଇ ଅଙ୍କ କଷୁଛି ଦଳ । କାହା ଉପରେ ଭରସା କରିବ ଦଳ, କିଏ…

କନକ ବ୍ୟୁରୋ : ବଜେଡି ୯୯ ବିଧାନସଭା ଓ ୨୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ସାରାରାଜ୍ୟର ନଜର ଅଟକିଛି ଅବଶିଷ୍ଟ ୪୮ ଆସନରୁ କାହାକୁ ପ୍ରାର୍ଥୀ କରିବ ଦଳ । ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରୁ ଶଂଖ ଭବନ ପର୍ଯ୍ୟନ୍ତ ତୁହାକୁ ତୁହା ବୈଠକ ବସୁଛି । କାହାକୁ ଟିକେଟ ଦେଲେ…
Read More...

ରାଜନୀତିରେ ନିର୍ବାଚନୀ ଋତୁ: ପଲିଟିକ୍ସର ପାରଦ ୪୦ ଡିଗ୍ରୀ ପାର୍ । ଖରାକୁ ଖାତିର୍ ନକରି ନେତା କରୁଛନ୍ତି ଝାଳବୁହା…

କନକ ବ୍ୟୁରୋ: ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ଦିନର ବୟସ ଟିକେ ବଢିଲେ ଖରା ଏତେ ଟାଣ କରୁଛି ଯେ, ଆକାଶରୁ ନିଆଁହୁଳା ବର୍ଷିଲା ପରିକା ଲାଗୁଛି । ଦେହମୁହଁ ଝାଞ୍ଜିରେ ପୋଡି ଯାଉଛି, ମୁଣ୍ଡରୁ ଗମଗମ ଝାଳ ବୋହୁଛି । ତଥାପି ରୁମାଲରେ ଝାଳ ଟିକେ ପୋଛି ଦେଇ ପୁଣି ଉଦୁଉଦିଆ ଖରାବେଳଟାରେ ପ୍ରଚାର…
Read More...

ବଲାଙ୍ଗୀର ଲୋକସଭା ଲଢେଇ: ମନୋଜ ମିଶ୍ରଙ୍କୁ ଯୋଦ୍ଧା ସଜାଇଲା କଂଗ୍ରେସ

କନକ ବ୍ୟୁରୋ: ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ବ୍ରହ୍ମପୁର, କୋରାପୁଟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବଲାଙ୍ଗୀର ଆସନ ସବୁଠୁ ଚର୍ଚ୍ଚାରେ ରହିଛି । କାରଣ ଏଥର ବଲାଙ୍ଗୀର ଲୋକସଭା ପାଇଁ…
Read More...

ନୂଆପଡାରୁ ପିସିସି ସଭାପତି କଂଗ୍ରେସ ପ୍ରାର୍ଥୀ । ଶରତ ପଟ୍ଟନାୟକଙ୍କୁ ସିପାହୀ କଲା କଂଗ୍ରେସ ।

କନକ ବ୍ୟୁରୋ: ଘୋଷଣା ହେଲା କଂଗ୍ରେସର ପ୍ରାର୍ଥୀ ତାଲିକା । ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ କଂଗ୍ରେସ ଘୋଷଣା କରିଛି ତାର ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ଲୋକସଭା ପାଇଁ ୮ଟି ଆସନ ଏବଂ ବିଧାନସଭା ପାଇଁ ୪୯ଟି ଆସନରୁ ୪୭ ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ବାକି ୨…
Read More...

ବିଜେଡି ଛାଡି ବିଜେପିରେ ହୋଇଥିଲେ ସାମିଲ: ସମସ୍ତଙ୍କୁ ବିଧାନସଭା ଟିକେଟ ଦେଲା ବିଜେପି

କନକ ବ୍ୟୁରୋ: ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ନିର୍ବାଚନ ପୂର୍ବରୁ ନେତାମାନଙ୍କର ଦଳ ଡିଆଁ ବି ଚାଲିଛି । ଅନେକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲା ବେଳେ ବିଜେପି ନେତା ବି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ହେଲେ ସବୁଠାରୁ ବଡ କଥା…
Read More...

ବ୍ରହ୍ମଗିରିରୁ ଉପାସନା ମହାପାତ୍ରଙ୍କୁ ପ୍ରାର୍ଥୀ କଲା ବିଜେପି: ଉମା-ଉପାସନା ମଧ୍ୟରେ ହେବ ଲଢେଇ 

କନକ ବ୍ୟୁରୋ: ବ୍ରହ୍ମଗିିରିରୁ ବିଧାନସଭା ପ୍ରାର୍ଥୀ ରହିଛନ୍ତି ଉପାସନ ମହାପାତ୍ର । ଏଥର ଲୁଲୁ ଲିଗାସିକୁ ଆଗକୁ ନେଇ ନିର୍ବାଚନ ଲଢିବେ ଉପାସନା । ବ୍ରହ୍ମଗିରି ବିଧାନସଭା ଆସନରେ ବିଧାୟକ ଥିଲେ ଉପାସନଙ୍କ ବାପା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର…
Read More...