Browsing Category

ନିର୍ବାଚନ ୨୦୨୪

ଓଡିଶାରେ ନିର୍ବାଚନ କିପରି ଚାଲିଛି ଦଳୀୟ କାର୍ଯ୍ୟାଳୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ । ୱାର ରୁମ୍, ପ୍ରଚାର ଏବଂ…

କନକ ବ୍ୟୁରୋ : ନିର୍ବାଚନ ୱାର ରୁମରେ ମୋଦୀଙ୍କ ସମୀକ୍ଷା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ନିର୍ବାଚନ ପରିଚାଳନା ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧ ଘଂଟାଏ ଧରି ମୋଦୀ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ ୱାର ରୁମ୍, ପ୍ରଚାର ଏବଂ ବୁଥ…
Read More...

ରାତି ପାହିଲେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ର ପାଇଁ ନେତା ବାଛିବେ ଜନତା

କନକ ବ୍ୟୁରୋ : ରାତି ପାହିଲେ ନିର୍ବାଚନ । ବୁଥ୍ ଅଭିମୁଖେ ପୁଲିଂ ଅଧିକାରୀ । କିଛି କର୍ମଚାରୀ ପହଂଚି ସାରିଛନ୍ତି । ଆଉ କିଛି ଲକ୍ଷ୍ୟ ସ୍ଥଳ ଅଭିମୁଖେ । ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୫ ଲୋକସଭା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ସମେତ ଏହା ଅଧିନରେ ଥିବା ସମସ୍ତ…
Read More...

ଶଂଖ ଛାଡି ପଦ୍ମ ଶିବିରରେ ସମୀର । ବଦଳିଯିବ କି ନିମାପଡା ବିଜେଡିର ସମୀକରଣ, ବିଜେଡି କହିଲା ପଡିବନି ପ୍ରଭାବ

କନକ ବ୍ୟୁରୋ : ଟିକେଟ୍ କଟିବା ପରେ ଅସନ୍ତୁଷ୍ଟ ଥିଲେ ୩-୩ ଥର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାଶ । ପ୍ରାର୍ଥୀ ଚୟନ ନିଷ୍ପତିରେ ପୁନର୍ବିଚାର କରିବାକୁ ଦାବି କରି ଶକ୍ତି ପ୍ରଦର୍ଶନ ସହ ସମର୍ଥକଙ୍କୁ ଆଗକୁ ଆଣି ରଖିଥିଲେ ଦାବି । କିନ୍ତୁ ଶୁଣିଲାନି ଦଳ । ବିଜେଡି…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରଚାର କଲେ ପ୍ରତିରକ୍ଷା ମନ୍ତ୍ରୀ । ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍…

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏହି ବୟାନ ଅନେକ ଉକ୍ରଣ୍ଠା ସୃଷ୍ଟି କରିଛି । କାରଣ ଏହି ବୟାନ ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ମୋଦୀ କ୍ୟାବିନେଟର ଅନ୍ୟତମ ପାୱାରଫୁଲ ନେତା ଧର୍ମେନ୍ଦ୍ରଙ୍କ ସମ୍ପର୍କରେ ରାଜନାଥଙ୍କ ଏହି ବୟାନ, କେଉଁ ଦିଗକୁ ଇସାରା କରୁଛି, ତାକୁ…
Read More...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନଙ୍କ ମାରାଥନ ପ୍ରଚାର । କେନ୍ଦୁଝର ଆନନ୍ଦପୁର, ଭଦ୍ରକ ନିର୍ବାଚନୀ ସଭାରେ ଦଳୀୟ…

କନକ ବ୍ୟୁରୋ : ଭଦ୍ରକ ଓ କେନ୍ଦୁଝର ଲୋକସଭା ଆସନର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝର ଓ ଆନନ୍ଦପୁରରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରି ସରକାରଙ୍କ ବିଭିନ୍ନ ବିକାଶମୂଳକ କାମ ଉପରେ ଲୋକଙ୍କ ମତାମତ…
Read More...

ଓଡ଼ିଶାରେ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବେ…

କନକ ବ୍ୟୁରୋ : ଓଡ଼ିଶାରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁନେଶ୍ୱରରେ ପହଂଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ପହଂଚିଛନ୍ତି । ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ କର୍ମକର୍ତାଙ୍କ ସହ ସମୀକ୍ଷା ବୈଠକରେ ସାମିଲ…
Read More...

ଭୁବନେଶ୍ୱର ପାର୍ଟି ଅଫିସରେ ପ୍ରଧାନମନ୍ତ୍ରୀ ମୋଦି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ମନ୍ତ୍ର ।

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚି ସିଧା ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସିଧା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।…
Read More...

‘୨ ବର୍ଷ ଭିତରେ ସବୁ ହିତାଧିକାରୀଙ୍କୁ ଘର ମିଳିବ’: ରେଢାଖୋଲ ଜନସଭାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରତିଶ୍ରୁତି…

କନକ ବ୍ୟୁରୋ: ‘ଓଡିଶାରେ କଂଗ୍ରେସ ୫୦ ବର୍ଷ ଶାସନ କଲା, ବିଜେଡି ସରକାର ୨୫ ବର୍ଷ ଶାସନ କଲେ । ଏ ୭୫ ବର୍ଷ ଭିତରେ ଓଡିଶା ଯେତିକି ଉନ୍ନତି କରିବା କଥା କାହା ହୋଇପାରିଲା ନାହିଁ । ଏଯାଏଁ ଏଠିକାର ଦାରିଦ୍ର୍ୟ ଶେଷ ହୋଇଯିବା କଥା, ତାହା ବି ହୋଇପାରିନାହିଁ । ପରିସ୍ଥିତି ସୀମା ଟପିଯାଇଛି ।…
Read More...

‘ଜୁନ୍ ୯ରେ ଶପଥ ନେବା ପରେ… ପ୍ରଥମେ ୩ଟି ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ’: କେନ୍ଦୁଝରରେ ପାଣ୍ଡିଆନଙ୍କ ଭୋଟ ଅପିଲ…

କନକ ବ୍ୟୁରୋ: କେନ୍ଦୁଝରର ଆଦିବାସୀ ଭାଇଭଉଣୀମାନେ ମୁଖ୍ୟତଃ ଜଙ୍ଗଲଜାତ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି । ଏଥିରେ ସେମାନେ ପେଟପାଟଣା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ସୋମନଙ୍କ ପାଇଁ ଲାଭ ଯୋଜନା କରିଛନ୍ତି । ସେମାନଙ୍କ ଉତ୍ପାଦ ଉପରେ କେହି ବି ଠକିପାରିବେନି ।…
Read More...

‘ଆଦିବାସୀ ଭାଇଙ୍କ ଉପରୁ ୫୦ ହଜାର ପୋଲିସ କେସ୍ ରଦ୍ଦ କରାଇଛନ୍ତି ମୁଖ୍ୟମନ୍ତ୍ରୀ’ : କେନ୍ଦୁଝର ପ୍ରଚାର ମଞ୍ଚରୁ…

କନକ ବ୍ୟୁରୋ: କେନ୍ଦୁଝରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି କେ ପାଣ୍ଡିଆନ୍ ଚହିଛନ୍ତି , କେନ୍ଦୁଝରରେ ମେଡିକାଲ କଲେଜଠାରୁ ଆରମ୍ଭ କରି କଞ୍ଜିନିୟରିଙ୍ଗ କଲେଜ, ବ୍ୟାରେଜ୍ , ମା’ ତାରିଣୀଙ୍କ ମନ୍ଦିର ଉନ୍ନତିକରଣ ସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଅନ୍ୟ ଜିଲ୍ଲାର…
Read More...