Browsing Category

ନିର୍ବାଚନ ୨୦୨୪

ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ଦାଶ । ଆଜି ବିଜେଡିରୁ ଦେଇଥିଲେ ଇସ୍ତଫା ।

କନକ ବ୍ୟୁରୋ: ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଆଜି ବିଜେଡି ଛାଡିଥିଲେ ସମୀର ଦାଶ । ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ସଭାପତିଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା । ଟିକେଟ ନମିଳିବା ନେଇ ଥିଲେ ଅସନ୍ତୁଷ୍ଟ । ଦଳ ଛାଡିବାର…
Read More...

ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ହେବ…

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗତକାଲିଠୁ ବିଭିନ୍ନ ବୁଥକୁ ଇଭିଏମ, ଭିଭିପାଟ ଧରି ମତଦାନ କେନ୍ଦ୍ରକୁ ଯାଉଛନ୍ତି ପୋଲିଂ ଅଧିକାରୀ । ଶୃଙ୍ଖଳାର ସହ ମତଦାନ ପାଇଁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ଓ ୩୫…
Read More...

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ । ୩ଟି ଜିଲ୍ଲାରେ କରିବେ ପ୍ରଚାର । କେନ୍ଦୁଝର, ଭଦ୍ରକ, ସମ୍ବଲପୁରରେ…

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ୩ଟି ଜିଲ୍ଲାରେ ପ୍ରଚାର କରିବେ । କେନ୍ଦୁଝର, ଭଦ୍ରକ ଓ ସମ୍ବଲପୁରରେ ପ୍ରଚାର କରିବେ ନବୀନ । ପୂର୍ବାହ୍ନରେ କେନ୍ଦୁଝର ଯାଇ ସେଠାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଗୋପୀନଥପୁରରେ ଜନସଭା କରିବେ ନବୀନ । ଏହାପରେ ଆନନ୍ଦପୁରରେ ମଧ୍ୟ ପ୍ରଚାର କରିବାର…
Read More...

ବିଜେଡିରୁ ଇସ୍ତଫା ଦେଲେ ନିମାପଡା ବିଧାୟକ ସମୀର ଦାଶ । କହିଲେ ଦଳ ଛାଡିବାର କାରଣ

କନକ ବ୍ୟୁରୋ: ବିଜେଡି ଛାଡିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଦଳ ସଭାପତିଙ୍କୁ ଦେଲେ ଇସ୍ତଫା ପତ୍ର । ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଟିକେଟ ନମିଳିବା ନେଇ ଥିଲେ ଅସନ୍ତୁଷ୍ଟ । ଦଳ ଛାଡିବାର କାରଣ କହିବା ସହ ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ର ବାବଦରେ ସୂଚନା ଦେଇଛନ୍ତି…
Read More...

ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଜଭବନରେ କରିବେ ରାତ୍ରୀଯାପନ । ଆସନ୍ତାକାଲି ପୁରୀରେ ରୋଡ ସୋ,…

କନକ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ସେଠାରେ ରାଜଭବନ ଯିବେ । ସେଠାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହାପରେ ପୁରୀ ବଡ଼ଦାଣ୍ଡରେ ରୋଡ ସୋ…
Read More...

ସୁନ୍ଦରଗଡ ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ ପାଇଁ ବଢିଲା ଅଡୁଆ । ବିଜେପି ନେତାଙ୍କ ଠାରୁ ଟଙ୍କା ଜବତ ନେଇ…

କନକ ବ୍ୟୁରୋ :  ଟଙ୍କା ସହ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ବିଜେପି ନେତା । ବିଜେପି ନେତା ଭୀମସେନ ନାୟକ ଓ କୃପାସିନ୍ଧୁ ଦୁବେ ଟଙ୍କା ବାଂଟିବା ବେଳେ ଗିରଫ ହୋଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ଭଷ୍ମା ଥାନା…
Read More...

ଘଷିପୁରାରେ ଶକ୍ତି ଦେଖାଇଲେ ସୌମ୍ୟରଞ୍ଜନ । ୨ଶହ ଅଟୋ, ୫୦୦ ବାଇକ ସହ ୫ ହଜାର ଲୋକଙ୍କୁ ନେଇ ରାଲି

କନକ ବ୍ୟୁରୋ : ନିର୍ବାଚନ ପାଖଉଥିବା ବେଳେ ଘଷିିପୁରାରେ ପ୍ରଚାର ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ଘଟଗାଁ ବ୍ଲକର ବିଭିନ୍ନ ପଂଚାୟତରେ ରାଲି ସହ ପଦଯାତ୍ରା କରିଛନ୍ତି । ଏହି ଶୋଭାଯାତ୍ରାରେ ୨୦୦ ଅଟୋ, ୫୦୦ରୁ ଅଧିକ ବାଇକ୍ ଏବଂ ୫ ହଜାରରୁ ଅଧିକ…
Read More...

ମେ ୨୦ରେ ୪୯ ଆସନରେ ପଡିବ ଭୋଟ । ରାହୁଲ ଗାନ୍ଧୀ, ସ୍ମୃତି ଇରାନୀ, ରାଜନାଥ ସିଂହ, ପୀୟୁଷ ଗୋଏଲଙ୍କ ଭଳି ପ୍ରମୁଖ…

କନକ ବ୍ୟୁରୋ : ଦେଶରେ ପଂଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ସୋମବାରଦିନ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ । ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୩ଟି ଲୋକସଭା ଆସନରେ ଭୋଟ ପଡିବ । ଏହାସହ ରାଜ୍ୟରେ ମତଦାନ…
Read More...

ରାଜ୍ୟ ବିଜେପିର ବଡ଼ ନେତାଙ୍କ ଶକ୍ତି ପ୍ରଦର୍ଶନ । ବାଲେଶ୍ୱର ଓ କେନ୍ଦ୍ରପଡାରେ ରୋଡ ସୋ । ବୈଜୟନ୍ତ ପଣ୍ଡା ଓ ପ୍ରତାପ…

କନକ ବ୍ୟୁରୋ: ବାଲେଶ୍ୱର ଓ କେନ୍ଦ୍ରାପଡାରେ ଏକାଠି ହୋଇଛନ୍ତି ବିଜେପିର ବଡ ନେତା । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ ଓ ପ୍ରତାପ ଷଡଙ୍ଗୀ ବାଲେଶ୍ୱରେ ରୋଡ ସୋ କରି ଦମ୍ ଦେଖାଇଛନ୍ତି । ସେହିଭଳି କେନ୍ଦ୍ରାପଡାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି…
Read More...

କାଲି ପୁଣି ଓଡ଼ିଶା ଆସୁଛନ୍ତି ମୋଦୀ, ସୋମବାର ପୁରୀରେ ରୋଡ୍ ସୋ’ । ଏପଟେ ମଇଦାନକୁ ଓହ୍ଲାଇବେ ନବୀନ ।

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । କିନ୍ତୁ ଅନ୍ୟପଟେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜନୈତିକ ଦଳ । ବିଜେଡି, ବିଜେପି ଓ କଂଗ୍ରେସ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର…
Read More...