Browsing Category

ବ୍ୟବସାୟ

ମହିଳାଙ୍କୁ ସଶକ୍ତ କରୁଛି ମିଶନ ଶକ୍ତି , ତେଲ ଉତ୍ପାଦନ ୟୁନିଟ୍ ବସାଇ ଚଳାଉଛନ୍ତି ପରିବାର

କନକ ବ୍ୟୁରୋ : ମହିଳାଙ୍କୁ ସଶକ୍ତ କରୁଛି ମିଶନ ଶକ୍ତି । ଓଏଲଏମ ଓ ମିଶନ ଶକ୍ତି ସହଯୋଗରେ ଖଲ୍ଲିକୋଟ୍ ଘୋଡ଼ାପଡ଼ା ଗାଁରେ ଆରମ୍ଭ ହୋଇଛି ତେଲ ଉତ୍ପାଦନ ୟୁନିଟ୍ । ମେସିନ ସାହାଯ୍ୟରେ ଚିନାବାଦାମ, ନଡ଼ିଆ ଓ ସୋରିଷରୁ ତେଲ ବାହାର କରି ବଜାରରେ ବିକ୍ରି କରୁଛନ୍ତି ମହିଳା । ଏଥିପାଇଁ ୨୫ ଜଣ ମହିଳା…
Read More...

ଗୌତମଙ୍କ ସଂଘର୍ଷର କାହାଣୀ, ଝାଡୁ ପ୍ରସ୍ତୁତ କରି ନିଜ ସହ ଅନ୍ୟ ୨୦ ଜଣଙ୍କୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ : କୁହାଯାଏ କଠିନ ପରିଶ୍ରମ ଏବଂ ଦୃଢ ମନବଳ ମଣିଷକୁ ସଫଳତା ଆଣିଦିଏ । ଆଉ ଏହାକୁ ପ୍ରମାଣିତ କରିଛନ୍ତି ବାଲେଶ୍ୱରର ଝାଡ଼ୁ ବ୍ୟବସାୟୀ ଗୌତମ । ପିଲାଟି ଦିନରୁ ବାପା ମା’ଙ୍କୁ ହରାଇବା ପରେ ଜୀବନ ଯୁଦ୍ଧରେ ହାରିନଯାଇ ସଂଘର୍ଷ କରିଚାଲିଥିଲେ । ଆଉ ଏବେ ନିଜେ ସ୍ୱାବଲମ୍ବୀ ହେବା ସହ…
Read More...

କେନ୍ଦ୍ରୀୟ କର୍ମଚାରୀଙ୍କୁ ଶୀଘ୍ର ମିଳିପାରେ ଖୁସି ଖବର। ଡିଏ ଏରିଅର ନେଇ ଶୀଘ୍ର ବଡ ଘୋଷଣା!

କନକ ବ୍ୟୁରୋ: କେନ୍ଦ୍ର ସରକାର ଗତ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି କରିଥିଲେ । ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିବା ପରେ ଏହା ୩୮ ପ୍ରତିଶତରେ ପହଞ୍ଚିଛି । ସରକାରଙ୍କ ଏହି ପଦକ୍ଷେପରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୨ ଲକ୍ଷ ପେନସନଧାରୀ ଉପକୃତ ହେବେ । ଜୁଲାଇରୁ…
Read More...

କାଲିମେଳା ବ୍ଲକରେ ଖୋଲିଛି ଟସର ତାଲିମ କେନ୍ଦ୍ର, ତାଲିମ ନେଇ ସ୍ୱାବଲମ୍ବୀ ହେବେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା

କନକ ବ୍ୟୁରୋ : ଟସର ତାଲିମ ନେଇ ସ୍ୱାବଲମ୍ବୀ ହେବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ପ୍ରଥମଥର ପାଇଁ ଉପାନ୍ତ ଅଂଚଳ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ଖୋଲିଛି ଟସର ତାଲିମ କେନ୍ଦ୍ର । ଟସର କୋଷାରୁ କିପରି ରେଶମ ସୂତା ପ୍ରସ୍ତୁତ କରାଯିବ ସେନେଇ ଏକ ତାଲିମ କେନ୍ଦ୍ର ସ୍ଥାପନ କରି ୩୦ ଜଣ…
Read More...

ଗାଈ ପାଳନ କରି ମହିଳା ସାଜିଛନ୍ତି ସ୍ୱାବଲମ୍ବୀ, ନିଜେ ରୋଜଗାର କରିବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ : ଗୋ ପାଳନ ଉପରୁ ଲୋକମାନେ ମନ ଫେରାଇ ନେଉଥିବା ବେଳେ ୧୦ଟି ଜର୍ସି ଗାଈ ରଖି ଭଲ ରୋଜଗାର କରୁଛନ୍ତି ଯାଜପୁରର ବିଦ୍ୟୁତ୍ପ୍ରଭା କର । ନିଜ ପରିବାର ଚଳାଇବା ସହ ପିଲାଙ୍କୁ ମଧ୍ୟ ଉଚ୍ଚ ଶିକ୍ଷିତ କରାଇଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ କିଛି ଲୋକଙ୍କୁ ରୋଜଗାର ଯୋଗାଇବାରେ…
Read More...

ଚାକିରିରୁ ଅବସର ପରେ ହୋଇପାରିଛନ୍ତି ସଫଳ ଚାଷୀ, ୨୦ ଟି ପରିବାରକୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ : ଚାକିରିରୁ ଅବସର ପରେ ସରି ଯାଏ ନାହିଁ ବୟସ । ଚାକିରି ଜୀବନରେ ମିଳିଥିବା ଅନୁଭୁତି ଅନ୍ୟଙ୍କ ପାଇଁ ପାଲଟିଛି ପ୍ରେରଣା । ନିଜେ ଏକ ସଫଳ ଚାଷୀ ହେବା ସହ ୨୦ରୁ ଅଧିକା ପରିବାରରକୁ ରୋଜଗାର ଦେଇଛନ୍ତି ବୋରିଗୁମ୍ମା ଅଚଂଳର ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ପ୍ରଦିପ ପଟ୍ଟନାୟକ ।…
Read More...

ମିସୋରେ ଅର୍ଡର କରିଥିଲେ ଡ୍ରୋନ୍, ପ୍ୟାକେଟରୁ ବାହାରିଲା ଆଳୁ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ।

କନକ ବ୍ୟୁରୋ: ପାର୍ବଣ ଋତୁରେ ବିଭିନ୍ନ ଇ-କମର୍ସ କମ୍ପାନୀ ଅନେକ ଅଫର ପ୍ରଦାନ କରୁଛନ୍ତି । ବିଭିନ୍ନ ସାମଗ୍ରୀ ଉପରେ ରିହାତି ଦେଖି ଗ୍ରାହକ ବି ବେସ ଖୁସ । ତେବେ ଏହାରି ଭିତରେ ଗୋଟିଏ ଖବର ଆସିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଜଣେ ବ୍ୟକ୍ତି ଅର୍ଡର କରିଥିଲେ କିଛି, ଆଉ ତାଙ୍କ ପାଖରେ…
Read More...

ବ୍ୟାଙ୍କ ଖାତାଧାରକଙ୍କ ପାଇଁ ବଡ ଖବର… ଘରେ ବସି ଆଧାର ନଂରେ ପାଆନ୍ତୁ ବ୍ୟାଙ୍କ ତଥ୍ୟ।

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଆଧାରକାର୍ଡ ଆମ ପରିଚୟକୁ ସ୍ପଷ୍ଟ କରିବାର ଗୋଟିଏ ଜରୁରୀ ଦସ୍ତାବିଜ । ଆଧାରକାର୍ଡକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ୟୁଆଇଡିଏଆଇ ଜାରି କରିଥାଏ । ଏଥିରେ ପ୍ରତ୍ୟେକ ନାଗରିକଙ୍କ ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା, ଏବଂ ବୟୋମେଟ୍ରିକ ତଥ୍ୟ ରହିଥାଏ । ଏହା ଏକ…
Read More...

ଗୌତମ ଆଦାନୀ ତାଙ୍କ ବଡପୁଅଙ୍କୁ ଦେଲେ ଗୁରୁଦାୟିତ୍ୱ, ଜାଣନ୍ତୁ କେଉଁ ବ୍ୟବସାୟ ସମ୍ଭାଳିବେ କରଣ

କନକ ବ୍ୟୁରୋ : ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି । ସାରା ବିଶ୍ୱର ଧନୀ ତାଲିକାର ଦ୍ୱିତୀୟ ସ୍ତାନରେ ରହିଛି ତାଙ୍କର ନାମ । ଏହାରି ମଧ୍ୟରେ ତାଙ୍କ ବଡପୁଅ କରଣଙ୍କ ନାମକୁ ବି ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଦାନୀ ଗ୍ରୁପ ଏବେ ଅମ୍ବୁଜା ଓ ଏସିସି…
Read More...

ଶିଳ୍ପୀଙ୍କ ନିଖୁଣ କାମରେ ଜୀବନ୍ତ ହୋଇଛି କଳାକୃତି । ଅନେକ ବେକାର ଯୁବକଙ୍କୁ ଦେଇଛନ୍ତି ରୋଜଗାରର ସୁଯୋଗ

କନକ ବ୍ୟୁରୋ : ଶିଳ୍ପୀଙ୍କ ନିଖୁଣ କାମରେ ଜୀବନ୍ତ ହୋଇଛି କଳାକୃତି । ଦେଖିବାକୁ ଯେତିକି ମନୋଲୋଭା ଗ୍ରାହକଙ୍କୁ ମଧ୍ୟ ସେତିକି ଆକୃଷ୍ଟ କରୁଛି । ପୁରୀ ନିମାପଡ଼ା ଅଂଚଳର ନିରଞ୍ଜନ ମହାରଣା । ଏବେ କାଠ କାମ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଖାଇଛନ୍ତି ରୋଜଗାରର ରାସ୍ତା । ମାତ୍ର…
Read More...