ଋଷ-ୟୁକ୍ରେନ୍ ଯୁଦ୍ଧ ଆଶଙ୍କା ଭିତରେ ଜାତିସଂଘରେ ଭାରତର ପକ୍ଷ । କହିଲା ଆଲୋଚନା ମାଧ୍ୟମରେ ସମସ୍ୟାର କରାଯାଉ ସମାଧାନ

କନକ ବ୍ୟୁରୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ ୟୁକ୍ରେନ୍ର ଦୁଇଟି ଅଞ୍ଚଳ ଲୁହାନସ୍କ ଓ ଡୋନେସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଛି ରୁଷ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପୁତିନ ସରକାର ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କରିଥିବା ୟୁରୋପୀୟ ସଂଘ ଅଭିଯୋଗ…

ମୁହାଁମୁହିଁ ହେଲେ ସନା ମହାକୁଡ ଓ ମିନାକ୍ଷୀ ମହାନ୍ତ ସମର୍ଥକ । ଆକ୍ରମଣ ନେଇ ଅଭିଯୋଗ ଭିତରେ କାଲି ବଡ ନେତାଙ୍କ ଭାଗ୍ୟ…

କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ ପୂର୍ବରୁ କେନ୍ଦୁଝର ଚମ୍ପୁଆରେ ହିଂସା । କୁହାଯାଉଛି ଚମ୍ପୁଆ ରାଜନୀତିର ଦୁଇ ପ୍ରଭାବଶାଳୀ ଗୋଷ୍ଠୀ ଏବେ ପ୍ରତିଶୋଧ ପରାୟଣ ହୋଇ ପଡିଛନ୍ତି । ପୂର୍ବତନ ବିଧାୟକ ସନା ମହାକୁଡ଼ ଓ ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହନ୍ତଙ୍କ ସମର୍ଥକଙ୍କ ମଧ୍ୟରେ…

ଆସନ୍ତାକାଲି ଚତୁର୍ଥ ପର୍ଯାୟ ପାଇଁ ପଡିବ ଭୋଟ୍ । ପଢନ୍ତୁ, କେତୋଟି ସ୍ଥାନରେ ପଡିବ ଭୋଟ୍?

କନକ ବ୍ୟୁରୋ: ଆସନ୍ତାକାଲି ଚତୁର୍ଥ ପର୍ଯାୟ ପାଇଁ ପଡିବ ଭୋଟ୍ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ପଡିବ ଭୋଟ୍ । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରିବେ । ମୋଟ୍ ବୁଥ ମଧ୍ୟରୁ ୨୫ ଶହ ୬୩ଟି ବୁଥ ସମ୍ବେଦନଶୀଳ ରହିଛି । ଏହି ବୁଥ ଉପରେ…

ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସର କଡା ଆଭିମୁଖ୍ୟ । ୬ ମହିଳାଙ୍କ ସମେତ ୧୧ ଜଣ ଗିରଫ 

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିଞ୍ଝାରପୁର ବାଛୋଳ ସାମ୍ବାଦିକ ଆକ୍ରମଣ ଘଟଣାରେ କଡ଼ା ଅଭାମୁଖ୍ୟ ଦେଖାଇଛି ପୋଲିସ । ୬ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି ଆଉ ସେମାନଙ୍କ ବିରୋଧରେ ଲାଗିଛି, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ଆଇପିସିର ୧୦ଟି ସଂଗୀନ ଦଫା ।…

ତୃତୀୟ ଟି-୨୦; ଟସ୍ ଜିତିଲା ୱେଷ୍ଟଇଣ୍ଡିଜ୍ , ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଇର୍ଡେନ୍ ଗାର୍ଡେନରେ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି…

ନୂଆ ଲୋଗୋ ଜାରି କଲା ଆଇପିଏଲ୍ ଟିମ୍ ଗୁଜୁରାଟ ଟାଇଟନ୍ସ । ଦେଖନ୍ତୁ, ଫଟୋ…

କନକ ବ୍ୟୁରୋ: ଏଥର ୧୦ ଟିମ୍ ସହ ଖେଳାଯିବ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥିପାଇଁ ଖେଳାଳିମାନଙ୍କର ମେଗା ନିଲାମୀ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ଆଉ ଏବେ ଅହମ୍ମଦାବାଦ ବେସଡ୍ ଫ୍ରାଞ୍ଚାଇଜ୍ ଗୁଜୁରାଟ ଟାଇଟନ୍ସ ନିଜର ନୂଆ ଲୋଗୋ ଜାରି କରିଛି । ରବିବାର ସନ୍ଧ୍ୟାରେ…