ଉତ୍ତରପ୍ରଦେଶ ପରେ ମିଶନ୍ ଉତ୍ତରାଖଣ୍ଡ । ଦେବଭୂମିରେ ନେତାଙ୍କ ଡେରା

କନକ ବ୍ୟୁରୋ: ଦେଶର ୫ଟି ରାଜ୍ୟରେ ହେଉଛି ବିଧାନସଭା ନିର୍ବାଚନ । ବିଜୟ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଛନ୍ତି । ବିଜେପି ହେଉ କି କଂଗ୍ରେସ, ଆମ ଆଦମି ପାର୍ଟି ହେଉ କି ଶିବସେନା, ସମସ୍ତ ଦଳର ବଡ ବଡ ହେବିୱେଟ ନେତା ଜୋର ସୋରରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।…

ରମେଶ ମାଝୀଙ୍କ ପରେ ନିଜ ଗଡରେ ହଟହଟା ହେଲେ ବିଧାୟକ ମନୋହର ରନ୍ଧାରୀ । ପ୍ରଚାର ପାଇଁ ଯିବାବେଳେ ଅଟକାଇଲେ ଗ୍ରାମବାସୀ

କନକ ବ୍ୟୁରୋ: ସାଂସଦ ରମେଶ ମାଝୀଙ୍କ ପରେ ବିଧାୟକ ମନୋହର ରନ୍ଧାରୀ ନିଜ ଗଡରେ ହଟହଟା ହୋଇଛନ୍ତି । ମନୋହର ରନ୍ଧାରୀ ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଦୁଇ ନମ୍ବର ଜୋନର କଂଟାମାଳ ପଞ୍ଚାୟତ ଚଣ୍ଡାଗୁଡା ଗାଁକୁ ଯାଉଥିବାବେଳେ ତାଙ୍କ ଗାଡିକୁ ଅଟକାଇଛନ୍ତି ଗାଁ ଲୋକ । ରାତିରେ ପ୍ରଚାର ନକରିବାକୁ…

ମମିତା ମେହେର ହତ୍ୟା ମାମଲାରେ ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ । ଲାପଟପ, ପେନ୍ ଡ୍ରାଇଭ୍ ଓ ମନ୍ତ୍ରୀଙ୍କ ଲିଙ୍କ୍…

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି । ୨ ହଜାର ପୃଷ୍ଠାରେ ଏହି ଚାର୍ଜଶିଟ୍ ଦାଖଲ ହୋଇଥିବା ଡିଆଇଜି ଦୀପକ କୁମାର କହିଛନ୍ତି । ଦୁଇ ଜଣ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କ ଡ୍ରାଇଭର ରାଧେ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି ।…

ଓଡ଼ିଶା ମନ୍ତ୍ରୀ ବନାମ ଛତିଶଗଡ଼ ମନ୍ତ୍ରୀ । ରାୟଗଡ଼ାରେ ଜୋରଦାର ନିର୍ବାଚନ ପ୍ରଚାର

କନକ ବ୍ୟୁରୋ: ଆନ୍ଧ୍ରକୁ ଜବାବ ଦେବା ପାଇଁ କୋଟିଆ ନିର୍ବାଚନ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି ସର୍ବଦଳୀୟ ନେତା । ଅନ୍ୟପଟେ ସାରାଦିନ ନେତାଙ୍କ ସହ ସ୍ଥାନୀୟ ଅଧିବାସୀ ମଧ୍ୟ ପ୍ରଚାରରେ ସାମିଲ ହେଉଛନ୍ତି । ଦିନରେ ପ୍ରଚାର କରୁଥିବା ବେଳେ କ୍ଲାନ୍ତି ମେଣ୍ଟାଇବା ପାଇଁ ରାତିରେ…

ହୃଦଘାତ ଆଶଙ୍କା ବଢ଼ାଉଛି କରୋନା! ଦୀର୍ଘଦିନ ଧରି ରହିପାରେ ହାର୍ଟ ସମସ୍ୟା

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ବଢ଼ୁଛି ହୃଦଘାତ ଆଶଙ୍କା । ଏକ ଗବେଷଣାରୁ ଜଣାପଡିଛି, କରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହେବାର ବର୍ଷକ ପରେ ବି ଅନେକଙ୍କ କ୍ଷେତ୍ରରେ ହାର୍ଟ ଜନିତ ସମସ୍ୟା ଦେଖାଦେଉଛି । ଯଦି ଆଦୌ କରୋନାରେ ଆକ୍ରାନ୍ତ ହୋଇନାହିଁ ତାଙ୍କ ତୁଳନାରେ କରୋନା…

ପତ୍ନୀଙ୍କୁ ମାରି ପୁଲିସ ନଜରରୁ ବଞ୍ଚିବାକୁ ବନିଲେ ବାବା । ହେଲେ କାଳେ ଫିଟିଯିବ ଗୁମର, ସତ ଜାଣି ନେଇଥିବା ଶିଷ୍ୟକୁ…

କନକ ବ୍ୟୁରୋ: ବାବା ମାନଙ୍କୁ ଆମେ ବହୁ ବାଟରେ, ବହୁ ଭାବରେ ଦେଖି ଆସିଛୁ । ବହୁ ବାବା ନୀତିଶିକ୍ଷା ଦେଉଥିବାବେଳେ ଆଉ କିଛି ବାବା ଭଗବାନଙ୍କ ନାଁ କହି ମଠ ବନାଇ ନିଜ ବଳାକ୍ରାରୀ ହେବାର ଉଦାହରଣ ରହିଛି । ଜେଲ ବି ଯାଇଛନ୍ତି, ସେମାନଙ୍କ ସାମ୍ରାଜ୍ୟ ଧ୍ୱଂସ ହୋଇଯାଇଛି । ତଥାପି ଚେତି…