ବିହାର ବକ୍ସରରେ ବଡ଼ ରେଳ ଦୁର୍ଘଟଣା । ଟ୍ରାକରୁ ଖସିଲା ୨୧ବଗି, ବଢ଼ୁଛି ମୃତ୍ୟୁ ସଂଖ୍ୟା
କନକ ବ୍ୟୁରୋ : ବୁଧବାର ବିହାରର ବକ୍ସର ଦେଖିଛି ବଡ ରେଳ ଦୁର୍ଘଟଣା । ଶହ ଶହ ଯାତ୍ରୀଙ୍କୁ ନେଇ ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ମଝି ରାସ୍ତାରେ ହଠାତ ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହେଲା ଓ ବଡ ଦୁର୍ଘଟଣାର ଶିକାର ହୋଇଥିଲା । ନିଜ ନିଜ…