ଦିଲ୍ଲୀ ଅବକାରୀ ନୀତି ମାମଲା : ୨୭ ଅକ୍ଟୋବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ସଂଜୟ ସିଂଙ୍କୁ ପଠାଇଲେ କୋର୍ଟ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଅର୍ଥ ହେରଫେର ମାମଲାରେ ଆପର ରାଜ୍ୟସଭା ସାଂସଦ ସଂଜୟ ସିଂ କୋର୍ଟ ତରଫରୁ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । କୋର୍ଟରେ ଶୁଣାଣି ବେଳେ ସଂଜୟ ସିଂ ମଧୁମେହ ରୋଗୀ ହୋଇଥିବା କାରଣରୁ ଔଷଧ ପାଇଁ ଭିନ୍ନ ଭାବେ ଏକ…

ପି-୨୦ ସମ୍ମିଳନୀରେ ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଆତଙ୍କବାଦର ପରିଭାଷା ଉପରେ ସହମତି ନ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି କି, ବିଶ୍ୱ ଆଜି ଯେଉଁ ସଂଘର୍ଷର ସାମ୍ନା କରୁଛି ସେଥିରୁ କାହାକୁ କିଛି ଲାଭ ମିଳିବ ନାହିଁ । ମାତ୍ର ବିଶ୍ୱ ମାନବତା ଆଧାରରେ ଆଗକୁ ବଢିବାର ଆବଶ୍ୟକତା ରହିଛି । ପି-୨୦ ସମ୍ମିଳନୀରେ ଏଭଳି ବୟାନ ରଖିଛନ୍ତି…

୧୧ ଲକ୍ଷ ପାଲେଷ୍ଟାଇନଙ୍କୁ ଇସ୍ରାଏଲ ସେନାର ଚେତାବନୀ । କହିଲା, ୨୪ ଘଣ୍ଟା ଭିତରେ ଗାଜା ଖାଲିକର ନହେଲେ…

କନକ ବ୍ୟୁରୋ : ହମାସ ଚରମପନ୍ଥୀ ସଂଗଠନ ସହ ଲଢେଇ ମଧ୍ୟରେ ଇସ୍ରାଏଲ ସେନା ଗାଜାରେ ରହୁଥିବା ପାଲେଷ୍ଟାଇନମାନଙ୍କୁ ଚେତାବନୀ ଦେଇ କହିଛି କି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗାଜା ଖାଲିକର । ଗାଜାରେ ରହୁଥିବା ସାଧାରଣ ଲୋକଙ୍କୁ ଇସ୍ରାଏଲ ସେନା ଚେତାବନୀ ଦେଇଛି କି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେମାନେ…

ଆରମ୍ଭ ହୋଇଛି ଲାକମୀ ଫ୍ୟାଶନ ୱିକ । ଶୋର ୨ୟଦିନରେ ଶୋଷ୍ଟପର ହୋଇ ନାମୀଦାମୀ ଫ୍ୟାଶନ ଡିଜାଇନର ପୋଷାକ ପିନ୍ଧି ଷ୍ଟେଜକୁ…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହୋଇଯାଇଛି ଲାକମୀ ଫ୍ୟାଶନ ୱିକ୍ ୨୦୨୩ । ୫ ଦିନ ଧରି ଚାଲିବାକୁ ଥିବା ଏହି ଫ୍ୟାଶାନ ଶୋ ଅକ୍ଟୋବର ୧୧ରୁ ଆରମ୍ଭ ହୋଇ ୧୫ ଅକ୍ଟୋବର ଯାଏଁ ଚାଲିବ । ଏଥିପାଇଁ ଦିଲ୍ଲୀରେ ପହଂଚିଛନ୍ତି ବଲିଉଡର ବହୁ ନାମିଦାମୀ ତାରକା । ଫ୍ୟାଶନ ୱିକ୍ରେ…

ବିହାର ବକ୍ସରରେ ବଡ଼ ରେଳ ଦୁର୍ଘଟଣା । ଟ୍ରାକରୁ ଖସିଲା ୨୧ବଗି, ବଢ଼ୁଛି ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ବୁଧବାର ବିହାରର ବକ୍ସର ଦେଖିଛି ବଡ ରେଳ ଦୁର୍ଘଟଣା । ଶହ ଶହ ଯାତ୍ରୀଙ୍କୁ ନେଇ ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ମଝି ରାସ୍ତାରେ ହଠାତ ଟ୍ରେନର ୨୧ଟି ବଗି ଲାଇନଚ୍ୟୁତ ହେଲା ଓ ବଡ ଦୁର୍ଘଟଣାର ଶିକାର ହୋଇଥିଲା । ନିଜ ନିଜ…

ଗଙ୍ଗାଜଳରେ ୧୮ ପତିଶତ ଜିଏସଟି ଲାଗୁ କରିବା କେନ୍ଦ୍ରର ନିଷ୍ପତିକୁ କଂଗ୍ରେସ ବିରୋଧ ।ଖଡ଼ଗେ କହିଲେ ଶ୍ରଦ୍ଧାଳୁଙ୍କ ଉପରେ…

କନକ ବ୍ୟୁରୋ : ଗଙ୍ଗାଜଳ ଉପରେ ୧୮ ପତିଶତ ଜିଏସଟି ଲାଗୁ କରିବା ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜୁର୍ନ ଖଡ଼ଗେ ଆପତି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି ଖଡଗେ । ସେ କହିଛନ୍ତି, ଆମ…