ଅସ୍ଥାୟୀ କର୍ମଚାରୀଙ୍କ ହାତରେ ରାଜ୍ୟର ଏକମାତ୍ର ବ୍ରେଲି ପ୍ରେସ୍ । ୩୭ ବର୍ଷ ହେବ ସଂସ୍ଥା ଚଳାଉଛନ୍ତି ୨ଜଣ ଅସ୍ଥାୟୀ…

କନକ ବ୍ୟୁରୋ : ଦୃଷ୍ଟିବାଧିତ ପିଲାଙ୍କ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ୧୯୮୬ରେ ବ୍ରହ୍ମପୁରରେ ସ୍ଥାପନ ହୋଇଥିଲା ବ୍ରେଲି ପ୍ରେସ୍ । ୧୦ ହଜାରରୁ ଅଧିକ ଦୃଷ୍ଟିବାଧିତଙ୍କ ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ଦୃଷ୍ଟିବାଧିତ ଭୋଟରଙ୍କ ପାଇଁ ବ୍ରେଲି ଡମି ବେଲଟ୍ ସିଟ୍ ଏଠାରେ ଛାପା ଯାଏ । କେବଳ…

ଅବହେଳିତ ଉପାନ୍ତ ଅଂଚଳ, ଚିତ୍ରକୋଣ୍ଡା ଧୋନାପୁଟରେ ଗମନାଗମନର ଏକମାତ୍ର ମାଧ୍ୟମ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ…

କନକ ବ୍ୟୁରୋ : ନାହିଁ ନାହିଁର ଗାଁ ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ଧୋନାପୁଟ ଗାଁ । କାରଣ ଉପାନ୍ତ ଦୁର୍ଗମ ଗାଁକୁ ଯିବାକୁ ହେଲେ କାଠପୋଲରେ ନଦୀ ପାରି ହେବାକୁ ପଡିବ । ପୁଣି ଗ୍ରାମବାସୀଙ୍କ ଦ୍ୱାରା କେଇ ଖଣ୍ଡ କାଠରେ ତିଆରି ହୋଇଥିବା ପୋଲ ଉପରେ । ବର୍ଷ ବର୍ଷ ଧରି ବିପଦ ସଂକୁଳ ଅବସ୍ଥାରେ…

ଯୁବକ ସହି ପାରିଲେ ନାହିଁ ଭସାଣି ଉତ୍ସବରେ ବିକଟାଳ ଶବ୍ଦ । ଗଣେଶ ଭସାଣି ବେଳେ ଗରଦପୁରରେ ଯୁବକଙ୍କୁ ହାର୍ଟଆର୍ଟାକ

କନକ ବ୍ୟୁରୋ : ଡିଜେର ବିକଟାଳ ସବ୍ଦରେ ହାର୍ଟ ଆଟାକର ଶିକାର ହେଲେ ଯୁବକ। ଗଣେଷ ଭସାଣିରେ କାନଫଟା ଶବ୍ଦରେ ହାର୍ଟଆଟାକର ଶିକାରହେଲେ ଜଣେବ୍ୟକ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ। ଗତ ତିନିଦିନ ତଳେ…

ଆସିଲା ନାହିଁ ଆମ୍ବୁଲାନ୍ସ । ଟିଟିଲାଗଡ ଡାକ୍ତରଖାନାରେ ପହଂଚିବା ଆଗରୁ ରାସ୍ତାକଡରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ…

କନକ ବ୍ୟୁରୋ : ରାସ୍ତା କଡରେ ଲୁଗା ଢଙ୍କା ଯାଇଛି । ଦୁଇ ଜଣ ମହିଳା ଲୁଗା ଧରି ଠିଆ ହୋଇଛନ୍ତି । ଆଉ ଆପଣମାନେ ଜାଣିଛନ୍ତି ଏହି ଲୁଗା ଆଢୁଅ।।ଳରେ ଜଣେ ମହିଳା ଗର୍ଭ ଯନ୍ତ୍ରଣା ଭୋଗୁଛନ୍ତି । ବେହାଲ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲା ଟିଟଲାଗଡରୁ । ଘର ଠାରୁ ମାତ୍ର ୨…

ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ୍ । କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ, ୩୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ଓଲିଟିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ । ଦୁର୍ଘଟଣାରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ୬ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତ ଶିକ୍ଷକ…

ଭାରତରେ ପର୍ଯ୍ୟଟକଙ୍କ ପାଇଁ ବେଶ ନିଆରା ଏହିସବୁ ସ୍ଥାନ, ବୁଲିଆସିଲେ ହୃଦୟକୁ ମିଳିଥାଏ ଅପାର ଶାନ୍ତି

କନକ ବ୍ୟୁରୋ : ଜୀବନ ବାସ୍ତବରେ ବ୍ୟସ୍ତତା ଭିତରେ କଟିଥାଏ । ସେ ଯେଉଁ ବୃତ୍ତିର ମଣିଷ ହୋଇଥାନ୍ତୁ ନା କାହିଁକି ଜୀବନରେ ଜଞ୍ଜାଳ ହିଁ ଦୁଖର ଏକ ପ୍ରମୁଖ କାରଣ ହୋଇଥାଏ । ଏହାକୁ କମ୍ କରିବା ପାଇଁ ମଣିଷ ଅନେକ ସମୟରେ ବୁଲାବୁଲି କରିବାକୁ ପସନ୍ଦ କରିଥାଏ । ଆଜି ବିଶ୍ୱ ପର୍ଯ୍ୟଟନ ଦିବସ…