୬ମାସ ପାଇଁ ମଣିପୁରରେ ନିର୍ଦ୍ଧାରିତ ହେଲା ଅଶାନ୍ତ କ୍ଷେତ୍ର । ୧୯ଟି ଥାନା କ୍ଷେତ୍ର ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ…

କନକ ବ୍ୟୁରୋ : କିଛି ଦିନର ସ୍ଥିରତା ପରେ ପୁଣି ଅଶାନ୍ତ ହୋଇଛି ମଣିପୁର । ଅକ୍ଟୋବର ୧ରୁ ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଂଚଳଭାବେ ଘୋଷଣା କରାଯିବା ସହ ଆଫସା ବଳବତର ରହିବ । ଏଥିରୁ କେବଳ ୧୯ଟି ଥାନା ଅଂଚଳକୁ ବାଦ ଦିଆଯାଇଛି । ନିକଟରେ ଦୁଇଜଣ ସ୍କୁଲ ପିଲା ନିଖୋଜ ଓ ପରେ…

ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ଘଟଣା । କାନାଡାକୁ ପାଠ ପଢାଇଲେ ଏସ୍. ଜୟଶଙ୍କର, ‘ଫାଇବ୍ ଆଇଜ୍ ଆଲାଆନ୍ସ’ଙ୍କୁ…

କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ପରଠାରୁ ଭାରତ-କାନାଡା ଭିତରେ ସୃଷ୍ଟି ହୋଇଥିବା ତିକ୍ତତା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଏହାରି ଭିତରେ ମିଳିତ ଜାତିସଂଘରୁ କାନାଡା ଓ ଫାଇବ୍ ଆଇଜ୍ ଆଲାଆନ୍ସକୁ ଜୋରଦାର ଟାର୍ଗେଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ସେ…

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନକୁ ନେଇ ମୋଦୀଙ୍କ ମାରାଥନ ପ୍ରଚାର, ସଭାରେ କହିଲେ, କଂଗ୍ରେସ ଶାସନ ବେଳେ…

କନକ ବ୍ୟୁରୋ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି । ଆଉ ପ୍ରଚାର ପ୍ରସାରର ମଙ୍ଗ ଧରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାରି ଭିତରେ ପ୍ରଥମେ ମଧ୍ୟପ୍ରଦେଶ ପରେ ରାଜସ୍ଥାନା ଓ ଗୁଜୁରାଟରେ ପହଁଚି ରାଲି ଓ…

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମୋଦୀଙ୍କ ନୂଆ ରଣନୀତି । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢ଼ିବ ବିଜେପି , ରଣନୀତିକୁ…

କନକ ବ୍ୟୁରୋ : ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଦୁଇ ଦଶନ୍ଦି ପରେ ପ୍ରଥମ ଥର ଏହି ସବୁ ରାଜ୍ୟରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ମଇଦାନକୁ…

ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପ ଜେନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ପାଇଁ ବଢିଲା ଅଡୁଆ । ପ୍ରତାପଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ ହେବା ପରେ ଅକ୍ଟୋବର ୬ ତାରିଖରେ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ସୂଚନା ଥାଉକି, ୨୦୨୧ ଜାନୁଆରୀ ୨ ତାରିଖ…

ଆଜି ବି ଚାଲିଛି ନିଆଁ, ପାଣି ବାସନ୍ଦ । ଜାତିଗତ ଭେଦଭାବରୁ ବର୍ଷ ବର୍ଷ ଧରି ବାସନ୍ଦ ଦୁଃଖ ଭୋଗୁଛନ୍ତି ୪ଟି ପରିବାର

କନକ ବ୍ୟୁରୋ : ଭୁଲ ହୋଇଗଲା ନିଚ ଜାତିରେ ଜନ୍ମ ହୋଇ, ଅଛୁଆଁ କହି ପାଖ ମାଡି ଦେଉନାହାନ୍ତି ଗ୍ରାମବାସୀ । ଗାଁ ପର୍ବ ପର୍ବାଣି ମେଳା ମହୋତ୍ସବରେ ଏକାଠି ବସି ଖାଇବାର ଅଧିକାର ନାହିଁ । ବର୍ଷ ବର୍ଷ ଧରି ବାସନ୍ଦ ଯନ୍ତ୍ରଣା ସହି ନପାରି ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି ପୀଡିତ…