ବସ୍ ଗଡିବ ନା ପୁଣି ଧର୍ମଘଟ ? ମନ୍ତ୍ରୀ କହିଲେ ଆଲୋଚନା ସଫଳ, ଦ୍ୱନ୍ଦ୍ୱ ବଢ଼ାଇଲା ବସ୍ ମାଲିକ ସଂଘ

କନକ ବ୍ୟୁରୋ : ଘରୋଇ ବସ୍ ଧର୍ମଘଟ ଯୋଗୁଁ ହନ୍ତସନ୍ତ ହେବା ପରେ ଏବେ ସମସ୍ତଙ୍କ ନଜର ଅଟକିଛି ମାଲିକ ସଂଘ ଦେଇଥିବା ଡେଡଲାଇନ୍ ଉପରେ । ଆଉ ଏତିକିବେଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଜି ପରିବହନ ମନ୍ତ୍ରୀଙ୍କ ସହ ଘରୋଇ ବସ୍ ମାଲିକ ସଂଘ ଆଲୋଚନା କରିଛି । ହେଲେ, ଆଲୋଚନାରୁ…

ଉପ ଜିଲ୍ଲାପାଳ ଚାକିରି ଛାଡି ରାଜନୀତିରେ କଲେ ପ୍ରବେଶ । ହେଲେ ମିଳିଲା ନାହିଁ ବିଧାୟକ ଟିକେଟ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ପୂର୍ବ ଉପ ଜିଲ୍ଲାପାଳ ନିଶା ବାଙ୍ଗରେଙ୍କ ନିର୍ବାଚନ ଲଢିବା ନେଇ ଦେଖାଦେଇଥିବା ସମ୍ଭାବନା ଉପରେ ବିରାମ ଲାଗିଛି । କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍ ନାଥ ଏନେଇ ସ୍ପଷ୍ଟ କରିଛନ୍ତି । ସେ…

କତରରେ ଭାରତୀୟ ନୌସେନାର ୮ଜଣ ପୂର୍ବ ଯବାନଙ୍କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ । ବିଦେଶ ମନ୍ତ୍ରଣାଳୟ କହିଲା ଚକିତ…

କନକ ବ୍ୟୁରୋ : କତର ତରଫରୁ ଭାରତୀୟ ନୌସେନାର ୮ ଜଣ ପୂର୍ବ ଯବାନଙ୍କୁ କୋର୍ଟ ତରଫରୁ ଗୁରୁବାର ଦିନ ଗୁପ୍ତଚର ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହାକୁ ନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି କି, ମୃତ୍ୟୁଦଣ୍ଡ ନିଷ୍ପତ୍ତି ଆମ ସମସ୍ତଙ୍କୁ ଚକିତ କରିଛି ।…

ମହିଳାଙ୍କ ଉପରେ ପଡିଗଲା ଗରମ କଫି । ଏବେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଦେବାକୁ ପଡିବ ୨୪ କୋଟି ଟଙ୍କାର କ୍ଷତିପୂରଣ

କନକ ବ୍ୟୁରୋ : ଦୁର୍ଘଟଣା ସହ ଅନ୍ୟ କିଛି ଘଟଣା ପାଇଁ କୋର୍ଟଙ୍କ ତରଫରୁ ଦାୟୀ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ଆଦେଶ ଦିଆଯାଇଥାଏ । ହେଲେ ଏକ କଫି କପ ପଡିଯିବା କାରଣରୁ କେବେ କୌଣସି କୋର୍ଟ କାହା ଉପରେ କ୍ଷତିପୂରଣ ଆଦେଶ ଦେଇଥିବା ଆପଣ ଶୁଣି ନଥିବେ । ଡୋନଟ ଓ କଫି ବ୍ରାଣ୍ଡ ଡାଇକିନର ଏକ…

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢିଲା ଅଡୁଆ । ସଂସଦର ନୈତିକତା କମିଟି…

କନକ ବ୍ୟୁରୋ : ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ଏନେଇ ବିଜେପି ସାଂସଦ ଅଭିଯୋଗ କରିବା ପରେ ଏବେ ଏହି ମାମଲାର ଯାଂଚ ପାଇଁ ସଂସଦର ଏଥିକ୍ସ ବା ନୈତିକତା କମିଟି ମହୁଆ ମୋଇତ୍ରାଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନୋଟିସ…

ତେଲେଙ୍ଗାନାରେ ହେବ କି ବିଜେପି ଓ ଜନସେନା ପାର୍ଟି ମଧ୍ୟରେ ମେଣ୍ଟ । ଅମିତ୍ ଶାହାଙ୍କୁ ପବନ କଲ୍ୟାଣ ଭେଟିବା ପରେ ବଢିଲା…

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଅଭିନେତା ପବନ କଲ୍ୟାଣଙ୍କ ପାର୍ଟି ଜନସେନା ବିଜେପି ସହ ମେଣ୍ଟ କରିବ ବୋଲି ପୂର୍ବରୁ ଆଲୋଚନା ହେଉଥିଲା । ହେଲେ ଆଜି ପବନ କଲ୍ୟାଣ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମେଣ୍ଟ ଓ ଆସନ ଭାଗବଣ୍ଟା…