Daily Archives

May 22, 2024

ଘଷିପୁରାରେ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଅଭିଯୋଗ । ଆକ୍ରମଣରେ ସୌମ୍ୟଙ୍କ ସମର୍ଥକ ଗୁରୁତର ।

କନକ ବ୍ୟୁରୋ: ଘଷିପୁରାରେ ବଦ୍ରି ପାତ୍ରଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଅଭିଯୋଗ । ଆକ୍ରମଣରେ ଆହତ ହେଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ । ତେବେ ଏହି ଆକ୍ରମଣରେ ସୌମ୍ୟଙ୍କ ସମର୍ଥକ ଗୁରୁତର ହେଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ…

କିଏ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ? ରେସରେ ଅନେକ ଚେହେରା । ସବୁଠୁ ଆଗରେ ଗୌତମ ଗମ୍ଭୀର ।

କନକ ବ୍ୟୁରୋ: ଆସନ୍ତା ଜୁନରେ ସରୁଛି ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଟି-୨୦ ବିଶ୍ୱକପ ପରେ ଟିମକୁ ସମ୍ଭାଳିବେ ନୂଆ କୋଚ୍ । ଏଥିପାଇଁ ବିସିସିଆଇ କୋଚ୍ ଚୟନ ପକ୍ରିୟା ଆରମ୍ଭ କରିଦେଇଛି । ମେ ୨୭ ହେଉଛି ଆବେଦନର ଶେଷ ଦିନ । ଆଉ ଏହା ପୂର୍ବରୁ ଚର୍ଚ୍ଚାକୁ…

ୟୁକ୍ରେନ ସୀମାରେ କ୍ରେମଲିନର ନ୍ୟୁକ୍ଲିୟର ଟେଷ୍ଟ । ଇସ୍କନ୍ଦର,କିଞ୍ଜଲ ପରି ଘାତକ ମିସାଇଲ ସାମିଲ ।

କନକ ବ୍ୟୁରୋ: ଦୀର୍ଘ ଦିନର ନିରବତା ପରେ ପୁଣି ଫେରିଛି ରୁଷ-ୟୁକ୍ରେନ୍ ଟେନସନ୍ । ୫ମ ଥର ପାଇଁ ରାଷ୍ଟ୍ରପତି ହେବା ପରେ ପୁଣି ଆକ୍ସନ ମୋଡକୁ ଆସିଛନ୍ତି ଭ୍ଲାଦିମିର୍ ପୁଟିନ୍ । ୟୁକ୍ରେନ ସହ ଚାଲିଥିବା ବିବାଦ ଭିତରେ ପୁଟିନ ଆପଣେଇଛନ୍ତି ନୂଆ ରଣନୀତି । ୟୁକ୍ରେନ୍ ଓ ନାଟୋରୁ ଘେରିବାରୁ…

ପୁଣେ ହିଟ ଆଣ୍ଡ ରନ ମାମଲାର ନାବାଳକ ଅଭିଯୁକ୍ତ ନାଁରେ ପୂର୍ବରୁ ରହିଛି ଅପରାଧର ଲମ୍ବା ତାଲିକା । ସହପାଠୀଙ୍କ ମା’ଙ୍କ…

କନକ ବ୍ୟୁରୋ: ପୁଣେର ବହୁଚର୍ଚ୍ଚିତ ହିଟ୍ ଆଣ୍ଡ ରନ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହା ଭିତରେ ନାବାଳକ ଅଭିଯୁକ୍ତକୁ ନେଇ ନୂଆ ଖୁଲ୍ଲାସା କରିଛନ୍ତି ସହପାଠୀଙ୍କ ମା’ ତଥା ଏନସିପି ନେତା ଜୟନ୍ତ ପାଟିଲଙ୍କ ସର୍ମ୍ପକୀୟ ସୋନାଲି ତନପୁରେ । ନାବାଳକ ନାଁରେ ସ୍କୁଲ ପ୍ରଶାସନ…

ସ୍ୱାତୀ ମାଲିୱାଲ ମାମଲାରେ ନୂଆ ମୋଡ । ସୋସିଆଲ ମିଡିଆ ପୋଷ୍ଟ କରି ଆପ ଉପରେ ସାଂସଦ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

କନକ ବ୍ୟୁରୋ: ପ୍ରଥମେ କେଜ୍ରିୱାଲଙ୍କ ସହଯୋଗୀ ଉପରେ ମାରପିଟର ଅଭିଯୋଗ । ଆଉ ଏବେ ଆପ ଉପରେ ନୂଆ ଅଭିଯୋଗ ଆଣିଛନ୍ତି ସ୍ୱାତୀ ମାଲିୱାଲ । ମୁହଁ ବନ୍ଦ ରଖିବାକୁ ଚାପ ପକାଯାଉଛି. ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଆପ୍ ସାଂସଦ । ସ୍ୱାତୀ ମାଲିୱାଲଙ୍କ ନୂଆ ଅଭିଯୋଗ…

ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ । ଦେଶରେ ୩୨୪ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : କିଛି ବର୍ଷର ନିରବତା ପରେ ପୁଣି ଦେଶରେ କୋଭିଡ ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଛି । ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ୩୨୪ ଜଣ ଚିହ୍ନଟ ହୋଇଛନ୍ତି । ଭାରତରେ କୋଭିଡର ନୂଆ ଭାରିଆଣ୍ଟ କେପି-୧ ଓ କେପି-୨ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏହି ୩୨୪…