Daily Archives

June 26, 2023

ଭାରତର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦେଶରେ ଅନେକ ସ୍ଥାନରେ ବର୍ଷା ଜାରି

କନକ ବ୍ୟୁରୋ: ଚଳିତ ବର୍ଷ ମୌସୁମୀବାୟୁ ଭାରତର ୮୦ ପ୍ରତିଶତ ଅଞ୍ଚଳରେ ପହଞ୍ଚି ସାରିଲାଣି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡ. ନରେଶ କୁମାର । ରବିବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ମୌସୁମୀ ଦ୍ରୁତ ଗତିରେ ଦେଶର ବିଭିନ୍ନ ସ୍ଥାନରେ…

ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍, ୨ ଲକ୍ଷ ଲୁଟିନେଲେ ଲୁଟେରା

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । ଇଣ୍ଡିଆ ଗେଟକୁ ରିଂ ରୋଡ ସହ ଯୋଡିଥିବା ପ୍ରଗତି ମଇଦାନ ଟନେଲରୁ ଏଭଳି ଏକ ଘଟଣା ଦିଲ୍ଲୀରେ ଚର୍ଚା ସୃଷ୍ଟି କରିଛି । ବନ୍ଧୁକ ମୁନରେ ଡେଲିଭରି ଏଜେଣ୍ଟଙ୍କଠାରୁ ୨ ଲକ୍ଷ ଲୁଟିନେଲେ ଲୁଟେରା । ଡେଲିଭରି ଏଜେଣ୍ଟ ଜଣଙ୍କ ପଇସା ଭର୍ତି…

ଉତ୍ତରାଖଣ୍ଡରେ ଗୋପିନାଥ ମନ୍ଦିରର ଢାଞ୍ଚାରେ ଦେଖିବାକୁ ମିଳୁଛି ପରିବର୍ତ୍ତନ, ଗତ କିଛି ବର୍ଷ ମଧ୍ୟରେ ମନ୍ଦିର କିଛି…

କନକ ବ୍ୟୁରୋ : ଉତ୍ତରାଖଣ୍ଡକୁ ମାଡି ଆସୁଛି କି ବଡ ସଙ୍କଟ? କାରଣ ଉତ୍ତରାଖଣ୍ଡରେ ଥିବା ଗୋପିନାଥ ମନ୍ଦିର କିଛି ମାତ୍ରାରେ ଢଳିପଡିଛି । ସେଭଳି ଗର୍ଭଗୃହକୁ ପାଣି ପଶିବା ହେଉ କି ମନ୍ଦିର ଆଖପାଖ ଅଞ୍ଚଳରେ ଫାଟ ସୃଷ୍ଟି ହେବା କିଛି ଏଭଳି ସଂକେତ ଦେଉଛି । ସ୍ଥାନୀୟ ଲୋକ ଓ ମନ୍ଦିରର ପୂଜାରୀଙ୍କ…

ସାଂସଦ ହରଦ୍ୱାର ଦୁବେଙ୍କର ଦେହାନ୍ତ, ଆଗ୍ରାରେ ହେବ ଅନ୍ତିମ ସଂସ୍କାର

କନକ ବ୍ୟୁରୋ: ‘ବିଜେପି’ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କର ଦେହାନ୍ତ । ୭୪ ବର୍ଷିୟ ହରଦ୍ବାର ଦୁବେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଦୁବେଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଅଣାଯାଇଥିଲା ବେଳେ ତାଙ୍କର ଆଜି ଦେହାନ୍ତ ହୋଇଛି । ଡାକ୍ତରଖାନାରୁ ତାଙ୍କ ଶବ ଆଗ୍ରା ନିଆଯିବ । ରାଜ୍ୟସଭା ସାଂସଦ…

ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ, ଅଟକି ରହିଛି ଶହ ଶହ ସଂଖ୍ୟାରେ ଗାଡି

କନକ ବ୍ୟୁରୋ: ହିମାଚଳପ୍ରଦେଶରେ ଭୂସ୍ଖଳନ। ଲଗାତାର ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ଆରମ୍ଭ ହେବା ସହ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ ରାସ୍ତାରେ ଫସି ରହିଛନ୍ତି । ମଣ୍ଡି ଏବଂ…

ବିଜୁଳି ବିଲ ବିଭ୍ରାଟ: ଟାଟା ପାୱାର ଅଫିସରେ ତାଲା ପକାଇଲା ବିଜେପି

କନକ ବ୍ୟୁରୋ: ଟାଟା ପାୱାର ଅଫିସରେ ତାଲା । ବିଜୁଳି ବିଲ ବିଭ୍ରାଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି । ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ବିକ୍ଷୋଭ । ୩୦ ଦିନ ବଦଳରେ ୪୦ ଦିନର ବିଲ୍ କରି ଲୁଟ କରୁଥିବା ଅଭିଯୋଗ ।