Daily Archives

June 25, 2023

ଘରେ ଘରେ ତିଆରି ହେଉଛି ଦେଶୀ ବନ୍ଧୁକ: ବନ୍ୟଜନ୍ତୁ ଶିକାରରେ ବ୍ୟବହାର ହେଉଥିବା ଦେଶୀ ବନ୍ଧୁକ ଖୋଜୁଛି ସନ୍ଧାନୀ କୁକୁର

କନକ ବ୍ୟୁରୋ: ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ବନକର୍ମଚାରୀଙ୍କ ମୃତ୍ୟୁ ପରେ ବନ ବିଭାଗର ଧରପଗଡ । ଘଂଚ ଜଙ୍ଗଲ ବାରମ୍ବାର ଚଢାଉ । ଶିକାରିଙ୍କୁ ସାବାଡ କରିବା ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତୁତି କରୁଛି ବନ ବିଭାଗ । ପୂର୍ବରୁ ଜୟପାଟଣାରେ ଚଢାଉ କରଥିବା ବନ ବିଭାଗ ଏଥର କୋକସରା ବ୍ଲକ…

ମେଘାଳୟ ହାଇକୋର୍ଟ ରଦ୍ଦ କଲେ ପୋକ୍ସୋ ମାମଲା । କହିଲେ, ୧୬ ବର୍ଷ ବୟସ ହୋଇଥିଲେ ନେଇପାରିବେ ଶାରୀରିକ ସଂପର୍କ…

କନକ ବ୍ୟୁରୋ : ମେଘାଳୟ ହାଇକୋର୍ଟ ଜଣେ ୧୬ବର୍ଷିୟ ନାବାଳକ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାରେ ବଡ ଯୁକ୍ତି ଦେଇ ନିଷ୍ପ୍ତି ଶୁଣାଇଛନ୍ତି । ହାଇକୋର୍ଟ ତରଫରୁ ନାବାଳକଙ୍କ ବିରୋଧରେ ଆସିଥିବା ଯୌନ ଅପରାଧ ଅପରାଧ ମାମଲାକୁ ପୋକ୍ସୋ ଅଧିନିୟମ ୨୦୧୨ର ଧାରା ୩ ଓ ୪ କ୍ରମରେ ମାମଲାକୁ ରଦ୍ଦ…

ଦୁବାଇରୁ ଅପରେଟ୍, ଓଡ଼ିଶାରେ ଠକେଇ: ଏନସିବି ଅଧିକାରୀ ନା କହି ଲଗାଇଦେଲେ ଚୁନା

କନକ ବ୍ୟୁରୋ: ମହିଳାଙ୍କୁ ଫସାଉଛନ୍ତି ଦୁବାଇରେ ବସିଥିବା ଠକ । ଏମିତି ଏକ ଠକେଇର ସାମ୍ନା କରିଛନ୍ତି ଭୁବନେଶ୍ୱର ନୟାପଲ୍ଲୀର ରତ୍ନା ତ୍ରିପାଠୀ । ଡ୍ରଗସ୍ କାରବାରରେ ଉକ୍ତ ମହିଳାଙ୍କ ସମ୍ପୁକ୍ତି ଥିବା କହି ଏନସିିବି ଅଧିକାରୀଙ୍କୁ ଜଣାଇବାର ଧମକ ଦେଇ ଲୁଟିଲେ ଦେଢ ଲକ୍ଷ ଟଙ୍କା । ସେହିପରି…

ଆଜ୍ଞାମାଳ ଆସିବା ପରେ ଦକ୍ଷିଣ ମୋଡ଼ ନେଉଛନ୍ତି ରଥ: ସୁଭଦ୍ରା ଓ ବଳଭଦ୍ରଙ୍କ ପରେ କାଳିଆ ଠାକୁରଙ୍କ ରଥର ହେବ ଦକ୍ଷିଣ ମୋଡ଼

କନକ ବ୍ୟୁରୋ: ଆଜ୍ଞାମାଳ ପରେ ଦକ୍ଷିଣ ମୋଡ଼ ହେଉଛି ରଥ । ପ୍ରଥମେ ମା ସୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ଼ କରୁଛନ୍ତି ସେବାୟତ । ପରେ ବଡ଼ ଭାଇ ବଳଭଦ୍ରଙ୍କ ରଥ, ଶେଷରେ କାଳିଆ ଠାକୁରଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯିବ । ହେରା ପଂଚମୀ ନୀତ ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି ।…

ଲଗାତର ବର୍ଷା କାରଣରୁ କେଦାରନାଥ ଯାତ୍ରୀଙ୍କ ପାଇଁ ବଢିଲା ଅଡୁଆ, ଖରାପ ପାଗ ପାଇଁ ସ୍ଥଗିତ ରଖାଗଲା କେଦାରନାଥ ଯାତ୍ରା

କନକ ବ୍ୟୁରୋ : କେଦାରନାଥକୁ ପାଦରେ ଚାଲି ଚାଲି ଯାଉଥିବା ଯାତ୍ରୀଙ୍କ ପାଇଁ ଲଗାଣ ବର୍ଷା ପ୍ରତିବନ୍ଧକ ସାଜିଛି । ଖରାପ ପାଗ ଓ ରାସ୍ତା ଖରାପକୁ ନଜରରେ ରଖି କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ରବିବାର ସକାଳରୁ କେଦାରନାଥ ଧାମ ସହିତ ପାଦଚଲା ରାସ୍ତା ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି ।…

ପରିଚୟ ଖୋଜୁଥିଲେ, ଏବେ ପରିବାର ପାଇଲେ । ଅନାଥରୁ ପାଲଟିଲେ ଅର୍ଦ୍ଧାଙ୍ଗିନୀ । ସ୍ୱଧାର ଗୃହରୁ ଶାଶୁଘର ଗଲେ ପୂଜାରାଣୀ ।…

କନକ ବ୍ୟୁରୋ: ଦିନେ ସେ ପରିଚୟ ଖୋଜୁଥିଲା ଆଉ ଏବେ ସେ ପରିବାର ପାଇବ । ଅନାଥରୁ ସେ ପାଲଟିବ ଅର୍ଦ୍ଧାଙ୍ଗିନୀ । ସ୍ୱଧାର ଗୃହରୁ ସେ ଯିବ ଶାଶୁଘର । ନାଲି ଶାଢୀ ପିନ୍ଧି, ସିନ୍ଥିରେ ସିନ୍ଦୂର ନାଇ ଆଜି ଶାଶୁଘର ଯିବ ଏ ଅନାଥ ଝିଅ । ହଁ, ଏ ସିନ୍ଥିର ସିନ୍ଦୂର ଆଉ ହାତର ଶଙ୍ଖା ପୂଜାରାଣୀଙ୍କୁୁ…