Daily Archives

June 20, 2023

ଟିପିଏନଓଡିଏଲ ରିପୋର୍ଟ : ପରିଚାଳନା କ୍ଷେତ୍ରରେ ୨୦୨୩ ଜୁନ୍ ବିଦ୍ୟୁତ୍ ଚାହିଦା ୧୨୭୯ ମେଗାୱାଟ୍, ଗତବର୍ଷ ତୁଳନାରେ ୧୧%…

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହ ପ୍ରଭାବରେ ଚଳିତ ବର୍ଷ ଟିପିଏନଓଡିଏଲ୍ର ପରିଚାଳନା କ୍ଷେତ୍ରରେ ବିଦ୍ୟୁତ ଚାହିଦା ଅସ୍ୱାଭାବିକ ସ୍ତରକୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଜୁନରେ ବିଦ୍ୟୁତ ଚାହିଦା ୧୨୭୯ ମେଗାୱାଟକୁ ବୃଦ୍ଧି ପାଇଥିବା ଟିପିଏନଓଡିଏଲର ପରିଲକ୍ଷିତ…

ବାହାନଗା ପାଇଁ ୨କୋଟି ଟଙ୍କା ଦେବାକୁ ଘୋଷଣା କଲେ ରେଳମନ୍ତ୍ରୀ । ବାହାନଗାର ବିକାଶ ପାଇଁ ଖର୍ଚ୍ଚ ହେବ ୧କୋଟି,…

କନକ ବ୍ୟୁରୋ : ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କା ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମଙ୍ଗଳବାର ବାହାନଗା ଗସ୍ତ ଅବସରରେ ଏହି ଘୋଷଣା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହି ଅର୍ଥ ବାହାନଗା ମେଡିକାଲ ଓ ଗାଁର ବିକାଶରେ ବିନିଯୋଗ କରାଯିବ ବୋଲି ରେଳମନ୍ତ୍ରୀ…

ଭାରତୀୟ ‘ର’ ଏଜେନ୍ସିର ମୁଖ୍ୟ ହେବେ ରବି ସିହ୍ନା, ଜୁଲାଇ ପହିଲାରୁ ସମ୍ଭାଳିବେ କାର୍ଯ୍ୟଭାର

କନକ ବ୍ୟୁରୋ : ଭାରତର ଗୁଇନ୍ଦା ସଂସ୍ଥା ବା ‘ର’ ଏଜେନ୍ସିର ମୁଖ୍ୟଭାବେ ରବି ସିହ୍ନାଙ୍କ ନାମ ଚୟନ କରାଯାଇଛି । ବରିଷ୍ଠ ଆଇପିଏସ ଅଫିସର ରବି ସିହ୍ନା ଗୁଇନ୍ଦା ସଂସ୍ଥାର ମୁଖ୍ୟ ହେବେ । ରବି ସିହ୍ନା ଏବେ ଗୁଇନ୍ଦା ବିଭାଗର ଅପରେଶନ ୱିଙ୍ଗର ମୁଖ୍ୟ ଅଛନ୍ତି । ସେ ଜୁଲାଇ ପହିଲାରୁ ଗୁଇନ୍ଦା…

ଯୁକ୍ତ-୨ ପିଲାଙ୍କ ପାଇଁ ବଡ ଖବର, ଘୁଞ୍ଚିଲା ନାମଲେଖା ନିମନ୍ତେ ଆବେଦନ ତାରିଖ

କନକ ବ୍ୟୁରୋ : ଯୁକ୍ତ -୨ ନାମଲେଖା ନେଇ ବଡ ଖବର ଆସିଛି । ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମସ୍ ପୋର୍ଟାଲ www.samsodisha.in ଜରିଆରେ ଆବେଦନ ତାରିଖକୁ ୨୦/୦୬/୨୦୨୩ ପରିବର୍ତ୍ତେ ୨୬/୦୬/୨୦୨୩…

ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ। ଅଧାବାଟରେ ଅଟକିଲା ଦର୍ପଦଳନ, ନନ୍ଦିଘୋଷ

କନକ ବ୍ୟୁରୋ: ରାତିରେ ଟଣାହେଲା ରଥ । ଗୁଣ୍ଡିଚା ମନ୍ଦିରରେ ପହଂଚିଲାନି ନନ୍ଦିଘୋଷ । ଶରଧାବାଲିରେ ତାଳଧ୍ୱଜ ରଥ ପହଂଚିଥିବା ବେଳେ ଅଧାବାଟରେ ନନ୍ଦିଘୋଷ ଅଟକି ରହିଛି । ସେହଭଳି ଦର୍ପଦଳନ ରଥ ଅଧାବାଟରେ ଅଟକି ରହିଛି ।

ସୁସ୍ଥ ହୋଇ ଫେରିଲେ ପ୍ରଦୀପ୍ତ ନାୟକ। କହିଲେ, ସେ ସମୟର ସଂଘର୍ଷର କଥା

କନକ ବ୍ୟୁରୋ: ଦୀର୍ଘ ଦୁଇ ବର୍ଷର ସଂଘର୍ଷକୁ ଯଦି ପୁର୍ନଜନ୍ମ କୁହାଯିବ ହୁଏତ ଭୁଲ ହେବନି । ପ୍ରଦୀପ୍ତ ନାୟକଙ୍କୁ ଯଦି ବାଜିଗର କୁହାଯିବ ହୁଏତ ଭୁଲ ହେବନି । ଜୀବନ ସହ ଯେଉଁ ଯୁଦ୍ଧ ପ୍ରଦୀପ୍ତ ବାବୁ ଜିତିଛନ୍ତି, ତାହା ତାଙ୍କ ଭଳି ଯୋଦ୍ଧା ହିଁ ଜିତନ୍ତି । ଦୁଇ ବର୍ଷ ତଳକୁ ଫେରିଯାଆନ୍ତୁ,…