ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ। ଅଧାବାଟରେ ଅଟକିଲା ଦର୍ପଦଳନ, ନନ୍ଦିଘୋଷ

339

କନକ ବ୍ୟୁରୋ: ରାତିରେ ଟଣାହେଲା ରଥ । ଗୁଣ୍ଡିଚା ମନ୍ଦିରରେ ପହଂଚିଲାନି ନନ୍ଦିଘୋଷ । ଶରଧାବାଲିରେ ତାଳଧ୍ୱଜ ରଥ ପହଂଚିଥିବା ବେଳେ ଅଧାବାଟରେ ନନ୍ଦିଘୋଷ ଅଟକି ରହିଛି । ସେହଭଳି ଦର୍ପଦଳନ ରଥ ଅଧାବାଟରେ ଅଟକି ରହିଛି ।