Daily Archives

June 16, 2023

କାରକୁ ପିଟିଲା ଆମ୍ବୁଲାନ୍ସ : ଘଟଣାସ୍ଥଳରେ କାର ଡ୍ରାଇଭରଙ୍କ ମୃତ୍ୟୁ; ନିଜ ପରିବାରକୁ ନେଇ ଚିକିତ୍ସା ପାଇଁ ଯାଉଥିଲେ…

କନକ ବ୍ୟୁରୋ : ପାଟଣାଗଡ ମାୟାବରାହ ଛକରେ କାରକୁ ପିଟିଲା ଆମ୍ବୁଲାନ୍ସ । ଘଟଣାସ୍ଥଳରେ ଭାଲୁଜୁରି ଗାଁର ଶୁଖିରାମ ମହାନନ୍ଦଙ୍କ ମୃତ୍ୟୁ । ପରିବାର ସଦସ୍ୟଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ସେମାନଙ୍କୁ ନେଇ ମେଡିକାଲ ଯାଉଥିଲେ । କୌଣସି କାରଣରୁ ମାୟାବରାହ ଛକରେ କିଛି ସମୟ ପାଇଁ ଗାଡିକୁ…

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି : ସକାଳ ୮ଟା ୩୦ ସୁଦ୍ଧା ପଶ୍ଚିମ ଓଡିଶାର ୩ ପ୍ରମୁଖ ସ୍ଥାନର ପାରା ଡେଇଁଲା ୩୫…

କନକ ବ୍ୟୁରୋ : ସକାଳୁ ସକାଳୁ ଅସହ୍ୟ ତାତି । ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ସକାଳ ୮ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୩୮.୬ ଡିଗ୍ରୀ ପାରଦ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରର ତାପମାତ୍ରା ରହିଛି ୩୬.୪…

ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି : ଜାଣନ୍ତୁ, କେଉଁଠି କାହାକୁ ମିଳିଲା ଦାୟିତ୍ୱ…

କନକ ବ୍ୟୁରୋ : ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକ ହୋଇଛନ୍ତି ମାନସ ମଙ୍ଗରାଜ । ସେହିପରି ଶ୍ରୀମୟୀ ମିଶ୍ର ହୋଇଛନ୍ତି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଦଳୀୟ ପର୍ଯ୍ୟବେକ୍ଷକ । ବିଜେଡି ସୁପିମୋ ନବୀନ ପଟ୍ଟନାୟକ, ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ହିନ୍ଦୋଳ ଓ…

ଅନ୍ଧାର ଘରୁ ଉଦ୍ଧାର ହେଲେ ଦିବ୍ୟାଙ୍ଗ ନାବାଳିକା : ତାଲା ପକାଇ ଅଢେଇ ବର୍ଷ ରଖିଥିଲେ ମାଉସୀ

କନକ ବ୍ୟୁରୋ : ଅନ୍ଧାର ଘରୁ ଉଦ୍ଧାର ହେଲେ ଭିନ୍ନକ୍ଷମ ନାବାଳିକା । ପାଖାପାଖି ଅଢେଇ ବର୍ଷ ହେବ ଏକ ଅନ୍ଧାର ଘରେ ରହିବା ପରେ ଏବେ ଉଦ୍ଧାର ହୋଇଛନ୍ତି ନାବାଳିକା । ନିଜ ମାଉସୀ ଓ ସାନ ଭଉଣୀ ଦ୍ୱାରା ବନ୍ଦୀ ହୋଇ ରହୁଥିଲେ । ଖବର ପାଇ ପୋଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।…

ଭିଜିଲାନ୍ସ ଜାଲରେ ପୂର୍ବତନ ଯୋଗାଣ ଅଧିକାରୀ : ଆୟଠୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ୱରର ଭିମଟାଙ୍ଗୀ ଓ ରାଜାରାଣୀ କଲୋନୀରେ ଥିବା ଘର,…

ବାତ୍ୟା ‘ବିପର୍ଯ୍ୟୟ’ର ତାଣ୍ଡବ : ଭାଙ୍ଗିଯାଇଛି ୫୨୪ ଗଛ, ଅନ୍ଧାର ଘେରରେ ୯୦୦ରୁ ଅଧିକ ଗାଁ; ବିଭିନ୍ନ ସ୍ଥାନରେ ଟ୍ରେନ…

କନକ ବ୍ୟୁରୋ : ମଝି ରାତିରେ ସ୍ଥଳଭାଗ ଛୁଇଁଲା ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ । ଗୁଜରାଟର ଜଖଉ ପୋର୍ଟ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁଛି । ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଜାରି ରହଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ପ୍ରଭାବରେ, ଗୁଜୁରାଟର ସୌରାଷ୍ଟ୍ର, କଚ୍ଛ,…