Daily Archives

June 16, 2023

ଅଘୋଷିତ ବିଦ୍ୟୁତ କାଟ । ଟାଟା ପାୱାର ବିରୋଧରେ ତେଜୁଛି ଅସନ୍ତୋଷ । ବିଦ୍ୟୁତ ବିଲ ପୈଠ କରିବାକୁ ନେଇ କର୍ମଚାରୀଙ୍କୁ…

କନକ ବ୍ୟୁରୋ: ବିଦ୍ୟୁଟ୍ କାଟିବାକୁ ଆସି ହଟହଟା ହେଲେ କର୍ମଚାରୀ । ବିଦ୍ୟୁତ୍ କାଟିବାକୁ ଆସିଥିବା ଦୁଇ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଟାଟା ପାୱାର ଏସଡିଓ ଆସି କ୍ଷମା ମାଗିବା ପରେ କର୍ମଚାରୀଙ୍କୁ ଛାଡିଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଲକ୍ଷ୍ମୀ ନୃସିହ ସାହିରେ…

ପୁଣି ଚର୍ଚ୍ଚାରେ ମାଉଣ୍ଟେନ ମ୍ୟାନ ସ୍ୱର୍ଗତଃ ଦଶରଥ ମାଞ୍ଝୀ, ଜେଡିୟୁରେ ସାମିଲ ହେଲେ ପୁଅ ଭଗିରଥ ମାଞ୍ଝୀ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀମାନଙ୍କୁ ମାନଙ୍କୁ ଏକାଠି କରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ନୀତିଶ କୁମାର । ଏନେଇ ଚଳିତମାସ ୨୩ ତାରିଖରେ ବିହାରର ପାଟନା ଠାରେ ବିରୋଧୀ ମେଣ୍ଟର ଏକ ବିଶାଳ ସଭା ହେବାକୁ ଯାଉଛି । ହେଲେ ବୈଠକର ଠିକ୍ ପୂର୍ବରୁ ବିହାରର…

୨୪ତାରିଖରେ ରଥଯାତ୍ରା ପାଳିବାକୁ ଇସ୍କନର ପ୍ରସ୍ତୁତି । ପ୍ରବଳ ବିରୋଧ କଲେ ଶ୍ରୀମନ୍ଦିର ସେବାୟତ । କହିଲେ, ଅଦିନିଆ…

କନକ ବ୍ୟୁରୋ: ଇସ୍କନ ପକ୍ଷରୁ ଆସନ୍ତା ୨୪ତାରିଖରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଜୁନ୍ ୨୪ତାରିଖରେ ଗ୍ୱାଲିୟରରେ ରଥଯାତ୍ରା ପାଳନ କରାଯିବ । ଇସ୍କନ ପକ୍ଷରୁ ଏହି ରଥଯାତ୍ରା ପାଳନ ନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ତେବେ ଅଦିନିଆ ରଥଯାତ୍ରାକୁ ପ୍ରବଳ ବିରୋଧ କରିଛନ୍ତି…

ପୁରୀରେ ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ । ଅଣବସର ତ୍ରୟୋଦଶୀ ତିଥିରେ ଅବଢ଼ା ବାହାରିବାରେ ବିଳମ୍ବର ନେଉଛନ୍ତି ଫାଇଦା

କନକ ବ୍ୟୁରୋ : ପୁରୀରେ ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ ହୋଇଛି । ଆଜି ଅଣବସର ତ୍ରୟୋଦଶୀ ତିଥିରେ ଅବଢ଼ା ବାହାରିବାରେ ବିଳମ୍ବର ହେଉଥିବାରୁ ଏହାର ଫାଇଦା ନେଉଛନ୍ତି ଅସାଧୁ ବ୍ୟକ୍ତି । ବାହାରେ ରୋଷେଇ କରି ମହାପ୍ରସାଦ ନାଁରେ ଠକେଇ କରୁଛନ୍ତି । ଅଭିଯୋଗ ଅନୁସାରେ, ବାହାରେ ରୋଷେଇ କରାଯାଇ…

ରାସ୍ତାରେ ୫୦୦ ଟଙ୍କିଆ ନୋଟ୍ ଉଡାଇଲେ ମହିଳା । କାରଣ ପଚାରିବାରୁ କହିଲେ…

କନକ ବ୍ୟୁରୋ: ପୁଲିସ ଥାନା ସାମ୍ନା ଭିଡ ରାସ୍ତାରେ ୫୦୦ ଟଙ୍କିଆ ବିଡା ବିଡା ନୋଟ୍ ଉଡାଇଲେ ମହିଳା । ଏହାକୁ ଦେଖିବାକୁ ରାସ୍ତା ଜାମ୍ ହୋଇଗଲା । ପୁଲିସ ଆସି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ପଚାରିବାରୁ ମହିଳା ଜଣକ ଯାହା କହିଲେ ସେଥିରେ ବାଟୋଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ଘଟଣା ହେଉଛି…

ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରିବାର ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର । ଜାଣନ୍ତୁ କେବେ ପର୍ଯ୍ୟନ୍ତ…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ରାସନକାର୍ଡଧାରୀମାନଙ୍କୁ ସେମାନଙ୍କ ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରିବାର ସମୟ ସୀମା ବୃଦ୍ଧି କରିଛନ୍ତି । ସୂଚନା ମୁତାବକ ରାସନକାର୍ଡଧାରୀମାନେ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାସନକାର୍ଡ ସହ ଆଧାର କାର୍ଡ ଲିଙ୍କ କରିପାରିବେ ।…