Daily Archives

February 27, 2022

ଯୁଦ୍ଧ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ: ୟୁକ୍ରେନରୁ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା…

କନକ ବ୍ୟୁରୋ: ୟୁକ୍ରେନ-ରୁଷିଆ ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏଥିରେ ଅପରେସନ ଗଙ୍ଗା ଅଭିଯାନ ଜରିଆରେ ୟୁକ୍ରେନରେ ଫସିଥିବା ନାଗରିକଙ୍କ ଉଦ୍ଧାର ଉପରେ ଚର୍ଚ୍ଚା ହୋଇଛି । ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର,…

ଶ୍ରେୟାସଙ୍କ ଦମଦାର ଅର୍ଦ୍ଧଶତକ: ଶ୍ରୀଲଙ୍କା ବିପକ୍ଷରେ କ୍ଲିନ ସୁଇପ କଲା ଭାରତ

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ କ୍ଲିନ ସୁଇପ କଲା ଭାରତ । ଶେଷ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇ ୩-୦ରେ ସିରିଜ କବଜା କଲା ଭାରତ । ଏହି ମ୍ୟାଚରେ ଶ୍ରେୟାସ ଆୟର ଦମଦାର ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଫଳରେ ଏହି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ…

ୠଷ ସହିତ ଶାନ୍ତି ବାର୍ତ୍ତା ପାଇଁ ରାଜି ହେଲେ ୟୁକ୍ରେନ ରାଷ୍ଟ୍ରପତି: ବେଲାରୁସ ସୀମାରେ ଦୁଇ ଦେଶ ମଧ୍ୟରେ ହେବ ଆଲୋଚନା

କନକ ବ୍ୟୁରୋ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ହେବ ଶାନ୍ତି ବାର୍ତା । ବେଲାରୁସ ସୀମାରେ ହେବ ଆଲୋଚନା । ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶାନ୍ତି ବାର୍ତା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜୋଲେନସ୍କିଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ବେଲାରୁସରେ ବୈଠକ ପାଇଁ ସହମତି ପ୍ରକାଶ…

ପଞ୍ଚାୟତ ଫଇସଲା: ରାତି ୯ଟା ୪୦ ସୁଦ୍ଧାର ଟ୍ରେଣ୍ଡ, କିଏ କେଉଁଠି ଆଗରେ…

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୭ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି ଜୋନରୁ ବିଜେଡି ୫୫୫ଟି ଜୋନରେ ଆଗୁଆ…

ଦେଶ ଛାଡିବା ପାଇଁ ଆମେରିକାର ଅଫରକୁ ପ୍ରତ୍ୟାଖ୍ୟାନ କଲେ ୟୁକ୍ରେନ୍ ରାଷ୍ଟ୍ରପତି: କହିଲେ, ସାମନା କରିବେ ଯୁଦ୍ଧ 

କନକ ବ୍ୟୁରୋ: ମୁଁ ୟୁକ୍ରେନରେ ରହିଛି, କୌଣସି ପରିସ୍ଥିତିରେ ୟୁକ୍ରେନର ସେନା ଆତ୍ମସମର୍ପଣ କରିବନି । ଆମେ ସମସ୍ତେ ଏକାଠି ହୋଇ ଦେଶକୁ ସୁରକ୍ଷିତ ରଖିବା । ୟୁକ୍ରେନ ସହର ଭିତରେ ପୁଟିନ୍ ସେନାର ପହରା ଭିତରେ ଆମେରିକା ୟୁକ୍ରେନ ରାଷ୍ଟ୍ରପତି ଜୋଲେନସ୍କିଙ୍କୁ ସୁରକ୍ଷିତ ଭାବେ ଦେଶ ଛାଡିବାକୁ…

ଅପରେସନ୍ ଗଙ୍ଗାରେ ଦେଶକୁ ଫେରୁଛନ୍ତି ଭାରତୀୟ: ଭୁବନେଶ୍ୱରରେ ପହଂଚିବା ପରେ କହିଲେ, ସ୍ଥିତି ଖୁବ୍ ଭୟଙ୍କର

କନକ ବ୍ୟୁରୋ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଏୟାର ଇଣ୍ଡିଆରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଓ ପରେ ସେଠାରୁ ଭୁବନେଶ୍ୱର ଆସିଛନ୍ତି ପ୍ରବାସୀ ଓଡିଆ । ଓଡିଶା ପହଂଚିବା ପରେ ସମସ୍ତେ ଶାନ୍ତିରେ ନିଶ୍ୱାସ…