Daily Archives

February 18, 2022

ପୁରୁଣା କଥା ମନେ ପକାଇଲେ ମାଷ୍ଟର ବ୍ଳାଷ୍ଟର: ବିରାଟଙ୍କଠୁ ପାଇଥିବା ଖାସ ଉପହାର କଥା କହି ଭାବ ବିହ୍ୱଳ ହେଲେ ସଚିନ

କନକ ବ୍ୟୁରୋ: କ୍ରିକେଟର ସଚିନ୍ ତେନ୍ଦୁଲକର ଓ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ମଧ୍ୟରେ କିଏ ସଫଳ, ଏହାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଉଭୟଙ୍କ ମଧ୍ୟରେ ଭଲ ଖେଳାଳୀ କିଏ ବୋଲି ପ୍ରଶ୍ନର ଉତର ଦେଇ ଏକ ସକ୍ଷାତକାରରେ ସଚିନ୍ କହିଛନ୍ତି,…

ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ: ୩ ପୋଲିସକର୍ମୀ ମୃତ, ୧୦ରୁ ଅଧିକ ଆହତ 

କନକ ବ୍ୟୁରୋ: ନବରଙ୍ଗପୁର ପାପଡାହାଣ୍ଡି ସୋରିଷପଦର ଗାଁ ନିକଟରେ ବସ ଦୁର୍ଘଟଣାଗ୍ରସ୍ତ । ଇଲେକ୍ସନ ଡ୍ୟୁଟିରେ ଯାଉଥିବା ସୁରକ୍ଷାକର୍ମୀଙ୍କ ବସ ଦୁର୍ଘଟଣାଗ୍ରସ୍ତ । କୋଷାଗୁମୁଡା ବ୍ଲକକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ…

ଘୁଙ୍ଗୁଡ଼ି ମାରୁଥିଲେ ସାବଧାନ: ହୋଇପାରନ୍ତି ସ୍ଲିପ୍ ଅପନିଆ ରୋଗର ଶିକାର

କନକ ବ୍ୟୁରୋ: ବିଶିଷ୍ଟ ସଙ୍ଗୀତକାର ବାପି ଲହରୀଙ୍କ ମୃତ୍ୟୁ ପରେ ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଅପ୍ନିଆ ବା ନିଦ ସମୟରେ ଶ୍ୱାସକ୍ରିୟା ସମସ୍ୟାଜନିତ ରୋଗକୁ ନେଇ ଚର୍ଚ୍ଚା ବଢ଼ିଛି । କାରଣ ଏହି ରୋଗ ଯୋଗୁଁ ୬୯ ବର୍ଷ ବୟସରେ ବାପି ଲହରୀଙ୍କ ଦେହାନ୍ତ ହୋଇଛି । ତେବେ ସ୍ଲିପ୍ ଅପ୍ନିଆ କ’ଣ ଏବଂ କାହିଁକି…

ୟୁକ୍ରେନ ଯୁଦ୍ଧ ଆଶଙ୍କା ଭିତରେ ଆସିଲା ଭଲ ଖବର: ଭିଡିଓ ପଠାଇ ଓଡିଆ ଛାତ୍ରଛାତ୍ରୀ କହିଲେ, ସ୍ୱାଭାବିକ ରହିଛି ଜୀବନଯାପନ…

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷ  କରିପାରେ ଆକ୍ରମଣ ।  ହୋଇପାରେ ଯୁଦ୍ଧ ଭଳି ସ୍ଥିତି ।  ଏନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଥିବାବେଳେ, ୟୁକ୍ରେନରେ ପାଠ ପଢୁଥିବା ଓଡିଆ ଛାତ୍ରଛାତ୍ରୀ  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବାହାରେ ଯେତିକି ଚର୍ଚ୍ଚା ହେଉଛି ,ସେଠାରେ ସେଭଳି କିଛି…

ରାଜ୍ୟର ସହରାଂଚଳରୁ ଆଜିଠୁ ହଟିଲା ନାଇଟ କର୍ଫ୍ୟୁ: ଅତିରିକ୍ତ କଟକଣା ହଟାଇବା ପାଇଁ କେନ୍ଦ୍ରର ଚିଠି ପରେ କୋହଳ ହେଲା…

କନକ ବ୍ୟୁରୋ: ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ନାଇଟକର୍ଫ୍ୟୁକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । କୋଭିଡ୍ ସ୍ଥିତିରେ ସୁଧାର ଆସୁଥିବାରୁ ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦେବାକୁ ସରକାର ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ପୂର୍ବରୁ ଗ୍ରାମାଂଚଳରୁ ନାଇଟକର୍ଫ୍ୟୁ…

ଆନ୍ଧ୍ରକୁ ମିଳିଲା ଜବାବ: ବିପୁଳ ସଂଖ୍ୟାରେ ଭୋଟ ଦେଲେ କୋଟିଆବାସୀ, ଭାଗନେଲେ ୭୬ ପ୍ରତିଶତରୁ ଅଧିକ ଭୋଟର 

କନକ ବ୍ୟୁରୋ: ଭୋଟ ଦେବା ପାଇଁ ଏ ଯେଉଁ ଲମ୍ବା ଲାଇନ୍ ଦେଖୁଛନ୍ତି, ତାହା ହେଉଛି କୋଟିଆର । ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଭୋଟଦାନରେ ସାମିଲ ହୋଇଛନ୍ତି କୋଟିଆବାସୀ । ଯାହା ସ୍ପଷ୍ଟ ସଂକେତ ଦେଉଛି, କୋଟିଆରେ ଓଡ଼ିଶା ଯେପରି ନିର୍ବାଚନ କରିନପାରିବ, ଆନ୍ଧ୍ର ରଚିଥିବା ଷଡ଼ଯନ୍ତ୍ର ଫସରଫାଟି…