Daily Archives

February 17, 2022

ଖୋଲୁଛି ନକଲି ରସିକିଆ ଡାକ୍ତରଙ୍କ ଗୁମର । ମାଟ୍ରିକ ପାସ ନକରି ବନିଥିଲେ ଠକ ସର୍ଦ୍ଦାର୍, ଯାଞ୍ଚବେଳେ ଖୋଲିଲା ଠକାମୀର…

କନକ ବ୍ୟୁରୋ : ଗିରଫ ପରେ ନକଲି ରସିକ ଡାକ୍ତରଙ୍କ ଗୁମର ଖୋଲିବାରେ ଲାଗିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଭିନ୍ନ ରାଜ୍ୟ ବୁଲି ବୁଲି ୧୭ ଜଣ ସ୍ତ୍ରୀଙ୍କୁ ବିବାହ କରିଥିବା ଏହି ରଙ୍ଗୀନ ମିଜାଜର ଡାକ୍ତର ବାବୁ ମାଟ୍ରିକ ମଧ୍ୟ ପାସ କରିନାହାନ୍ତି । ଏହି କରିତକର୍ମା ବ୍ୟକ୍ତି ଜଣକ ରାଜଧାନୀରେ…

ବ୍ରାଜିଲ ଭୟାନକ ବନ୍ୟା ଓ ଭୂସ୍ଖଳନରେ ଚାଲିଗଲା ପ୍ରାୟ ଶହେ ଜୀବନ । ସହର ଭିତରକୁ ପଶିଆସିଲା କାଦୁଅର ସୁଅ

କନକ ବ୍ୟୁରୋ: ବ୍ରାଜିଲରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ ଶହେ ଲୋକଙ୍କ ଜୀବନ ଯାଇଛି । ବନ୍ୟା ପରେ ଭୂସ୍ଖଳନ ଯୋଗୁଁ ପେଟ୍ରୋପୋଲିସ୍ ସହରରେ କାଦୁଅ ମାଡ଼ି ଯାଇଥିବା ଦେଖିବାକୁ ମିଳିଛି । ମାଟି ଅତଡ଼ା ଭିତରେ ଫଶି ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏବେ ବି ଅନେକ ଲୋକ ଚାପି…

ଏନଏସଇର ପୂର୍ବତନ ମୁଖ୍ୟ ଚିତ୍ରା ରାମକ୍ରିଷ୍ଣାଙ୍କ ବଢ଼ୁଛି ଅଡୁଆ। ମୁମ୍ବାଇ ସ୍ଥିତ ଘରେ ଆୟକର ବିଭାଗର ଚଢ଼ାଉ

କନକ ବ୍ୟୁରୋ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଏନଏସଇର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ଚିତ୍ରା ରାମକ୍ରିଷ୍ଣାଙ୍କ ଘରେ ଆଇଟି ରେଡ୍ । ଚିତ୍ରାଙ୍କ ମୁମ୍ବାଇ ସ୍ଥିତ ଘରେ ଚଢ଼ାଉ କରିଛି ଆୟକର ବିଭାଗର ତଦନ୍ତକାରୀ ଦଳ । ସେ ଓ ତାଙ୍କ ସହଯୋଗୀ ଟିକସ ଫାଙ୍କିବା ମାମଲାରେ ଏହି ଚଢ଼ାଉ କରାଯାଇଛି ।…

ପେଶାରେ ଡାକ୍ତର, ହେଲେ କୁବେର ଭଳି ଧନୀ । ସରକାରୀ ଡାକ୍ତର ସୁକାନ୍ତ ଜେନାଙ୍କ ଘରୁ ବାହାରିଲା ଅମାପ ସମ୍ପତ୍ତି ।

କନକ ବ୍ୟୁରୋ : ପେଶାରେ ଡାକ୍ତର, ହେଲେ କୁବେର ଭଳି ଧନୀ । କୁହାଯାଏ, ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ । କାରଣ ଲୋକଙ୍କ ଜୀବନ ରକ୍ଷା କରିଥାନ୍ତି ଏମାନେ । ଲୋକଙ୍କ ଶେଷ ଭରସା ଥାଏ ଡାକ୍ତରଙ୍କ ଉପରେ । ହେଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନା, ଏହି…

ପଞ୍ଜାବରେ କଂଗ୍ରେସକୁ କଡ଼ା ଭାଷାରେ ଟାର୍ଗେଟ କଲେ ମୋଦୀ । ସେପଟେ ମୋଦୀ ସରକାରକୁ ଚୀନ୍ ପ୍ରସଙ୍ଗରେ ମନମୋହନଙ୍କ…

କନକ ବ୍ୟୁରୋ: ପଞ୍ଜାବରେ ପୁଣି କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ । ନିର୍ବାଚନ ସମୟରେ କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଲୋକଙ୍କ ଉନ୍ନତିକୁ ଅଣଦେଖା କରି ସବୁବେଳେ ରାଜନୈତିକ ଫାଇଦା ପାଇଁ ପ୍ରୟାସ କରି ଆସିଛି କଂଗ୍ରେସ ଦଳ । ଏହାସହ ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ଆଡ଼କୁ ଅଙ୍ଗୁଳିି…

କର୍ଣ୍ଣାଟକରେ ଥମୁନି ହିଜାବ ବିବାଦ । କଲେଜ ଖୋଲିଛି, ହେଲେ କ୍ଲାସ ନକରି ଫେରିଯାଉଛନ୍ତି ମୁସଲିମ୍ ଛାତ୍ରୀ 

କନକ ବ୍ୟୁରୋ: କର୍ଣ୍ଣାଟକରେ ହିଜାବକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବା ବଦଳରେ ବଢ଼ିଚାଲିଛି  । ରାଜ୍ୟରେ ବୁଧବାର ଠାରୁ କଲେଜ ଖୋଲିଥିବା ବେଳେ ମୁସଲିମ୍ ଛାତ୍ରୀମାନଙ୍କ ଯୋଗଦାନ ନେଇ ଏବେ ବି ବିବାଦ ଚାଲିଛି  । ସେମାନଙ୍କ ମଧ୍ୟରୁ ଅନେକ କ୍ଲାସ ନକରି ଫେରିଯାଇଛନ୍ତି  । ଶ୍ରେଣୀଗୃହରେ…