Daily Archives

May 31, 2020

ମହାକାଶ ବିଜ୍ଞାନରେ ପୁଣି ମାଇଲଖୁଣ୍ଟ ଛୁଇଁଲା ଆମେରିକା: ୨ ମହାକାଶଚାରୀଙ୍କୁ ନେଇ ସଫଳତା ପୂର୍ବକ ଉଡାଣ ଭରିଲା ସ୍ପେସ୍…

କନକ ବ୍ୟୁରୋ: ମହାକାଶ ବିଜ୍ଞାନରେ ପୁଣି ମାଇଲଖୁଂଟ ଛୁଇଁଲା ଆମେରିକା । ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା ସହାୟତାରେ ଘରୋଇ କମ୍ପାନୀ ସ୍ପେସ୍ –ଏକ୍ସର ଡ୍ରାଗନ ମହାକାଶ ବିମାନ ୨ ମହାକାଶଚାରୀଙ୍କୁ ନେଇ ଅନ୍ତଜାର୍ତୀୟ ମହାକାଶ ଷ୍ଟେସନରେ ଅବତରଣ ପାଇଁ ସଫଳତା ପୂର୍ବକ ଉଡାଣ ଭରିଛି ।…

ଆସନ୍ତା ୨ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ! ଓଡ଼ିଶାରେ ପ୍ରବେଶ ନେଇ ଅନିଶ୍ଚିତତା: ବାଧକ ସାଜିପାରେ ଲଘୁଚାପ

କନକ ବ୍ୟୁରୋ: ଆସନ୍ତା ୨ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ। କିନ୍ତୁ ଓଡ଼ିଶାକୁ କେବେ ପ୍ରବେଶ କରିବ, ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ସାଧାରଣତଃ କେରଳକୁ ମୌସୁମୀ ପ୍ରବେଶ କରିବାର ୧୦/୧୧ ଦିନ ମଧ୍ୟରେ ଓଡ଼ିଶାକୁ ଆଗମନ ହୁଏ। କିନ୍ତୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗରରେ…

ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମାଙ୍କୁ ମନୋନୀତ କଲା ବିସିସିଆଇ: ଅର୍ଜୁନ ପୁରସ୍କାର ପାଇଁ ମନୋନୀତ…

କନକ ବ୍ୟୁରୋ: ଚଳିତବର୍ଷ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ଟିମ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ମନୋନୀତ କରିଛି । ସେହିପରି ଅର୍ଜୁନ ପୁରସ୍କାର ପାଇଁ ଶିଖର ଧୱନ, ଇଶାନ୍ତ ଶର୍ମା ଏବଂ ଦୀପ୍ତି ଶର୍ମାଙ୍କୁ ମନୋନୀତ କରିଛି ବିସିସିଆଇ । କେନ୍ଦ୍ର ସରକାରଙ୍କ ଯୁବ…

ଜୁନ ୧ରୁ ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା: ଦୁଇଟି ସିଟିଂରେ ହେବ ମୂଲ୍ୟାୟନ, ପ୍ରଥମେ…

କନକ ବ୍ୟୁରୋ: ଜୁନ ୧ ତାରିଖରୁ ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା । ଏହା ମୁଲ୍ୟାୟନ ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା୩୦ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ । ପରବର୍ତି ପର୍ଯ୍ୟାୟ…

ଜୁନ ୧୫ କିମ୍ବା ପରେ ଓଡିଶା ଆସିପାରନ୍ତି ପଙ୍ଗପାଳ: ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟରଙ୍କ ସୂଚନା; କହିଲେ…

କନକ ବ୍ୟୁରୋ: ଜୁନ ୧୫ କିମ୍ବା ଏହା ପରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ । ଦି ଫୁଡ ଆଣ୍ଡ ଏଗ୍ରିକଲଚର ଅଗ୍ରାନାଇଜେସନ ଅଫ ଦି ୟୁନାଇଟେଡ ନେସନସ ଏହା କହିଛି । ଏଫଏଓ ପକ୍ଷରୁ ଏହି ସୂଚନା ଆସିିଥିବା କହିଛନ୍ତି ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟର ଏମ ମୁଥୁ କୁମାର । ତେବେ ଏହାର ଯଥେଷ୍ଟ…

ଆଜି ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍, ଆରମ୍ଭ ହେବ କରୋନା ତାଲା ଖୋଲିବା ପ୍ରକ୍ରିୟା: ଜୁନ୍ ୮ ରୁ ଖୋଲିବ ଧାର୍ମିକ…

କନକ ବ୍ୟୁରୋ: ଆଜି ଶେଷ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ । ଆଉ ଏହା ପରେ କରୋନା ତାଲା ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସବୁଠୁ ବଡ଼ ନିଷ୍ପତି ହେଉଛି ଜୁନ୍ ୮ ତାରିଖ ପରେ ଖୋଲିବ ଧାର୍ମିକ ସ୍ଥଳ, ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ । ସପିଂ ମଲ୍ ମଧ୍ୟ ଖୋଲିବ,…