Daily Archives

May 31, 2020

୧୯ ଜିଲ୍ଲାରୁ ଆଉ ୧୨୯ ନୂଆ ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ଭିତରୁ କ୍ୱାରେଂଟିନ କେନ୍ଦ୍ରରେ ଥିଲେ ୧୧୯ ଓ ୧୦ ଜଣ ଲୋକାଲ…

କନକ ବ୍ୟୁରୋ: ରାଜ୍ୟରେ ଆଉ ୧୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୧୯ ଜିଲ୍ଲାରୁ ଆଜି ୧୨୯ ନୂା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧ ହଜାର ୯୪୮କୁ ବୃଦ୍ଧି ପାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ…

କାୟା ମେଲାଉଛି କରୋନା ! ଦେଶରେ ମୃତ୍ୟୁ ସଂଖ୍ୟା ୫ ହଜାର ପାର୍; ଦିନକରେ ସର୍ବାଧିକ ୮ ହଜାର ୩୮୦ ନୂଆ ମାମଲା, ୧୯୩…

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫ ହାଜର ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ହଜାର ୧୬୪କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୨ହଜାର ୧୪୩ରେ…

ଅଭିନେତା ସୋନୁ ସୁଦଙ୍କ ପାଖକୁ ଆସିଲା କୁନି ଝିଅର କୌତୁକିଆ ନିବେଦନ : ଉତ୍ତରରେ ଅଭିନେତା କହିଲେ , ଏହା ମୋ ପାଇଁ ଖୁବ୍…

ବଲିଉଡ୍ ଅଭିନେତା ସୋନୁ ସୁଦ୍ ଗତ କିଛି ସପ୍ତାହ ଧରି ଏଭଳି ଏକ ମିଶନରେ ନିଜକୁ ସାମିଲ୍ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ସବୁ ମହଲରୁ ଭୁରି ଭୁରି ପ୍ରଶଂସା କରାଯାଉଛି । ଲକଡ଼ାଉନ ସମୟରେ ନିଜ ଘରଠାରୁ ମାଇଲ୍ ମାଇଲ୍ ଦୂରରେ ଫସି ରହିଥିବା ନିରୀହ ଶ୍ରମିକଙ୍କୁ ଘରକୁ ପଠାଇବାର ଭଲକାମ କରୁଛନ୍ତି ଏହି…

ବାତ୍ୟାଠୁ ବଳିଗଲା କାଳବୈଶାଖୀର ତାଣ୍ଡବ: ପୁରୀ ଜିଲ୍ଲା କୋଣାର୍କ ଓ ଗୋପରେ ବର୍ଷା ଓ ପବନ ମାଡିରେ ଉଜୁଡିଗଲା ଫସଲ;…

କନକ ବ୍ୟୁରୋ: ବାତ୍ୟାଠୁ ବଳିଗଲା କାଳ ବୈଶାଖୀର ତାଣ୍ଡବ । କାଳ ବୈଶାଖୀର ପ୍ରକୋପରେ ପୁରୀ ଜିଲ୍ଲା କୋଣାର୍କ ଓ ଗୋପ ବ୍ଲକରେ ବ୍ୟାପକ ଫସଲହାନୀ ହୋଇଛି । ପ୍ରାୟ ଘଂଟାଏ ଧରି ବର୍ଷା ପବନରେ ନଷ୍ଟ ହୋଇଯାଇଛି ଶହ ଶହ ଏକର ଧାନ ଫସଲ । ସ୍ଥିତି ଏମିତି ହୋଇଛି ଯେ, ଅମଳ ଅପେକ୍ଷାରେ ଥିବା ଧାନ ବିଲ…

ସୋନୁଙ୍କ ଆଖିରେ ଶ୍ରମିକ: ରାସ୍ତାରେ ଶ୍ରମିକ ନୁହେଁ ଭଗବାନ ଚାଲୁଛନ୍ତି । ଆମ ସ୍ୱପ୍ନର ମହଲରେ ଯାହାଙ୍କ ଝାଳର ମୂଲ…

କନକ ବ୍ୟୁରୋ: ସେମାନେ ଶ୍ରମିକ ନୁହନ୍ତି, ଆମ ଘର ଆମ ଅଫିସ ସଜାଡ଼ିଥିବା ଭଗବାନ । ତାଙ୍କ ପାଇଁ ଆମେ ଆଜି ବିଳାଶପୂର୍ଣ୍ଣ ମହଲରେ ରହୁଛୁ ଶାନ୍ତିର ନିଦରେ ଶୋଇପାରୁଛୁ । ମହାମାରୀ ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ମସିହା ପାଲଟିଥିବା ବଲିଉଡ ତାରକା ସୋନୁ ସୁଦ୍ କନକ ନ୍ୟୁଜରେ ବଖାଣିଛନ୍ତି…

ଆଜି ଦିନ ୧୧ଟାରେ ଦେଶବାସୀଙ୍କୁ ମନ କି ବାତ୍ କାର୍ଯ୍ୟକ୍ରମରେ ମନର କଥା କହିବେ ପ୍ରଧାନମନ୍ତ୍ରୀ : କରୋନା ମହାମାରୀ ଏବଂ…

ଆଜି ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦିନ ୧୧ ଟାରେ ରେଡିଓ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । କାଲିଠାରୁ ତାଲା ବନ୍ଦ ଖୋଲିବା ଆରମ୍ଭ ହେଉଥିବା ବେଳେ ନୂଆ କରି ଲାଗୁ ହେବାକୁ ଥିବା ଅନଲକ୍ ପ୍ରଥମ ପର୍ଯ୍ୟାୟ କେମିତି ହେବ ସେ ସଂପର୍କରେ…