Daily Archives

April 16, 2020

ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍: ଜନ ଧନ ଟଙ୍କା ପାଇଁ ଜନତାଙ୍କ ଭିଡ୍ , ମୁହଁରେ ନାହିଁ ମାସ୍କ, ସାମାଜିକ ଦୂରତାକୁ…

କନକ ବ୍ୟୁରୋ: ରାତି ପାହିଲେ ବ୍ୟାଙ୍କ ଆଗରେ ଲାଗୁଛି ଲମ୍ବା ଧାଡି । ଲଗାଲଗି ହୋଇ ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି । ଆଉ ଯେତେବେଳେ ବ୍ୟାଙ୍କ ଖୋଲିବା ସମୟ ହେଇଯାଉଛି ଭିଡ ଆଉ ନିୟନ୍ତ୍ରଣରେ ରହୁନି । ନା ମୁହଁରେ ମାସ୍କ ଅଛି ନା ଜଣ ଜଣଙ୍କ ଭିତରେ ସାମାଜିକ ଦୂରତା । କିଏ ଜନଧନ ଟଙ୍କା…

କରୋନା ପରୀକ୍ଷା ପାଇଁ ଚୀନରୁ ଆସୁଛି କିଟ୍ । ଆଗାମୀ ୧୫ ଦିନ ମଧ୍ୟରେ ଭାରତକୁ ଆସିବ ୨୦ ଲକ୍ଷ କିଟ୍ ।

କନକ ବ୍ୟୁରୋ : ଭାରତରେ କରୋନା ପରୀକ୍ଷା ପାଇଁ ଚୀନରୁ ଆସୁଛି କିଟ୍ । ଗୋଟିଏ ଥରରେ ଆଜି ୬ଲକ୍ଷ ୫୦ ହଜାର ପରୀକ୍ଷା କିଟ୍ ପଠାଇଛି ଚୀନ୍ । ଏମିତି କି ଆଗାମୀ ୧୫ ଦିନ ଭିତରେ ପ୍ରାୟ ୨୦ ଲକ୍ଷ କିଟ୍ ଭାରତ ଆସିବ । ବଡ଼ କଥା ହେଉଛି ଚୀନରୁ ଆସୁଥିବା ଏହି ରାପିଡ୍ ଆଣ୍ଟବଡ଼ି ଟେଷ୍ଟିଂ କିଟ୍ ଜରିଆରେ…

ମୋଦିଙ୍କ ଲକଡାଉନକୁ ରାହୁଲଙ୍କ ସମାଲୋଚନା । କହିଲେ ଲକଡାଉନ୍ ନୁହେଁ ସମାଧାନ, କରୋନା ନମୂନା ପରୀକ୍ଷାକୁ ବ୍ୟାପକ…

କନକ ବ୍ୟୁରୋ: ଦେଶରେ ମହାମାରୀ କରୋନାର ବ୍ୟାପକ ସଂକ୍ରମଣ ଭିତରେ ସରକାରଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧି । ଲକଡାଉନ୍ ଏବଂ କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର କେଉଁ କେଉଁ ପଦକ୍ଷେପ ନେଇଛନ୍ତି ଏବଂ କ’ଣ ନେବାର ଅବାଶ୍ୟକତା ରହିଛି ତାହାକୁ ନେଇ ରାହୁଲ…

ଓଡ଼ିଶାରେ ହେବ ପୁଲ୍ ଟେଷ୍ଟିଂ । କମ୍ ସମୟରେ ହୋଇପାରିବ ଅଧିକ ପରୀକ୍ଷା, ହ୍ରାସ ପାଇବ ଖର୍ଚ୍ଚ । ଜାଣନ୍ତୁ ଏହା ବାବଦରେ…

କନକ ବ୍ୟୁରୋ : କରୋନା ସ୍ଥିତିର ମୁକାବିଲା ପାଇଁ ଓଡିଶା ସ୍ୱାସ୍ଥ୍ୟ ବିଭାଗ ଆପଣାଇଛି ନୂଆ ବାଟ । ହଟସ୍ପଟ୍ ବା ଅଧିକ ପ୍ରଭାବିତ ଅଞ୍ଚଳରେ ଏଣିକି ପୁଲ ଟେଷ୍ଟ ବା କମ୍ ସମୟରେ ଅଧିକ ଲୋକଙ୍କ ପରୀକ୍ଷା କରାଯାଇ ପାରିବ । ବିଶେଷକରି ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ହଟସ୍ପଟ୍ ଅଂଚଳରେ ଏହି ପୁଲ…

ଦେଶରେ ୧୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଲା, ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି…

କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୨ ହଜାର । ଅପରାହ୍ନ ୩ଟା ସୁଦ୍ଧା ୧୪୮୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଗତ ୨୪ ଘଂଟା ଭିତରେ ୧୮୩ ଜଣ ସୁସ୍ଥ ହୋଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କିନ୍ତୁ ଚିନ୍ତାଜନକ ବିଷୟ ହେଲା କି, ଗତ ୨୪ ଘଂଟାରେ ୯୪୧ଟି ନୂଆ…

ତାଲାବନ୍ଦ ସମୟରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି । ଚୀନ ଓ ପାକିସ୍ତାନ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ…

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନା ସଙ୍କଟ ମଧ୍ୟରେ ବି ଭାରତୀୟ ସେନା ସୀମା ରକ୍ଷା କରିବାକୁ ପ୍ରସ୍ତୁତ ରହିଛି । ସୀମାର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଭାରତୀୟ ସେନା ଶୀଘ୍ର ଉତ୍ତର ଏବଂ ପୂର୍ବ ସୀମାରେ ଅଧିକ ସୈନ୍ୟ ନିୟୋଜିତ କରିବାକୁ ନିଷ୍ପତି ନେଇଥିବା ବେଳେ ଏଥିପାଇଁ ଦୁଇଟି…