Daily Archives

December 29, 2019

ଆକ୍ସନ ମୋଡରେ ‘ମୋ ସରକାର’ । ମହଙ୍ଗା ପଡିଲା ରୋଗୀଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗିବା । ଚାକିରିକୁ ବିଦା ହେଲେ…

କନକ ବ୍ୟୁରୋ: ଆକ୍ସନ ମୋଡରେ ‘ମୋ ସରକାର’ । ଲୋକଙ୍କ ସେବାରେ ଟିକେ ଉଲମ ବିଲମ ହେଲେ ସାଙ୍ଗେ ସାଙ୍ଗେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ସୁବର୍ଣ୍ଣପୁର ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମେଡିକାଲ କର୍ମଚାରୀ ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଏହାର ପ୍ରମାଣ ଦେଇଛି…

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଶୀତ ଲହରି, ୧୩ଟି ଜିଲ୍ଲା ପାଇଁ ୟେଲୋ…

କନକ ବ୍ୟୁରୋ : ଶୀତରୁ ନିସ୍ତାର ନାହିଁ । ଆସନ୍ତା ଦୁଇ ଦିନ ଧରି ଶୀତର ପ୍ରଭାବରେ ଥରିବ ସାରା ଓଡିଶା । ଆସନ୍ତାକାଲି ପାଇଁ ୧୩ଟି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ଶୀତ ଲହରି ଯୋଗୁଁ ପ୍ରଭାବିତ ହୋଇଛି ସ୍ୱାଭାବିକ…

ବାଲେଶ୍ୱରରେ ଭୁଶୁଡ଼ିଲା ରେଳ ଓଭରବ୍ରିଜ୍ । ଲୁହା ବିମ୍ ସଂଯୋଗ ବେଳେ ଘଟିଲା ଅଘଟଣ, ଅଟକି ରହିଲା ଟ୍ରେନ୍, ଅସୁବିଧା…

କନକ ବ୍ୟୁରୋ : ବାଲେଶ୍ୱର ଶୋଭାରାମପୁରରେ ଭୁଶୁଡ଼ିଲା ରେଳ ଓଭରବ୍ରିଜ । ଖସି ପଡିଲା ଦୁଇ ପିଲର ମଝିରେ ଥିବା ବିମ୍ । ରେଳ ଧାରଣା ଉପରେ ବିମ୍ ପଡିଯିବାରୁ ଦୀର୍ଘ ସମୟ ଧରି ପ୍ରଭାବିତ ହୋଇଛି ଟ୍ରେନ୍ ଚଳାଚଳ । ଆଉ ଶେଷରେ ଯୁଦ୍ଧକାଳୀନ ଭିତିରେ ମରାମତି କାମ ସରିବା ପରେ ସନ୍ଧ୍ୟାରେ…

ବହୁତ ହୋଇଗଲା ଆଉ ନୁହେଁ…ସାମ୍ବାଦିକାଙ୍କ ପାଇଁ ଏକାଠି ହେଲେ ସବୁ ସାମ୍ବାଦିକ, ଏସପ୍ଲାନେଡ ମଲ ଆଗରେ ହେଲା…

କନକ ବ୍ୟୁରୋ : କୁହାଯାଏ ଯେତେବେଳେ ମହିଳା ଆଖିରୁ ଲୁହ ଝରେ, ଏହି ଲୁହ ସାଥିରେ ଏକ ଝଡ଼ ନେଇ ଆସେ । ଯେଉଁ ଝଡ଼ ପୁରା ବ୍ୟବସ୍ଥାକୁ ଦୋହଲାଇ ଦେବାର ସମାର୍ଥ୍ୟ ରଖେ । ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ବୋହୂଥିବା ଏହି ଝଡ଼ ହୁଏତ ଆସିବାକୁ ଯାଉଛି । ନହେଲେ ଓଡ଼ିଶାର ସମସ୍ତ ଗଣମାଧ୍ୟମର…

ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର ସିଂହଦ୍ୱାର । ଫୁଲରେ ଫୁଲରେ ସଜାଯାଇଛି ନବନିର୍ମିତ ସେଡ୍, ଆଧ୍ୟାତ୍ମିକ…

କନକ ବ୍ୟୁରୋ : ନୂଆ ବର୍ଷ ପାଇଁ ସଜେଇ ହେଉଛି ପୁରୀ ସହର, ସଜେଇ ହେଉଛି ସିଂହଦ୍ୱାର । ଆଉ ଦୁଇ ଦିନ ପରେ ନୂଆବର୍ଷ ଥିବା ବେଳେ ନବନିର୍ମିତ ସେଡକୁ ଫୁଲରେ ସଜାଯାଇଛି । ଏପରିକି ଭକ୍ତ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ସାଉଣ୍ଡ ବକ୍ସ ଲଗାଯାଇଛି । ଏଥିରେ ଭକ୍ତିପୂର୍ଣ୍ଣ ଭଜନ…