Daily Archives

December 26, 2019

ପେଟ୍ରୋଲ, ଡିଜେଲ ପକାଇ ନିଆଁ ଲଗାଇଦେବାକୁ ଆହ୍ୱାନ : ବନ୍ଦ ପାଳନ ବେଳେ କର୍ମୀଙ୍କୁ ହିଂସା ପାଇଁ ଉସକାଇଲେ କଂଗ୍ରେସ…

କନକ ବ୍ୟୁରୋ : କର୍ମୀଙ୍କୁ ହିଂସା ପାଇଁ ଉସକାଇଲେ ପ୍ରଦୀପ ମାଝୀ । କଂଗ୍ରେସ ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଏକ ଭିଡ଼ିଓ ଚର୍ଚ୍ଚାରେ ରହିଛି । ପେଟ୍ରୋଲ ଓ ଡିଜେଲ ଢାଳି ନିଆଁ ଲଗାଇଦେବାକୁ କଂଗ୍ରେସ ନେତା ଖୋଲା ଆହ୍ୱାନ…

ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ : ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ କୋକସରା ବିମଳ ଲଡୁଗାଁ ରାସ୍ତା…

କନକ ବ୍ୟୁରୋ : ଧାନବସ୍ତା ରଖି ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜୟପାଟଣା ବ୍ଲକ ବିମଳା ଧାନମଣ୍ଡିରେ । ମିଲର ଓ ଯୋଗାଣ ବିଭାଗର ଟାଳଟୁଳ ନୀତି ଯୋଗୁଁ ଏଠାରେ ଏକସପ୍ତାହ ହେଲା ଧାନ ଉଠିପାରୁନାହିଁ । ଫଳରେ ବାଧ୍ୟ ହୋଇ ଧାନ ଉଠାଇବା ଦାବିରେ ଚାଷୀମାନେ ବିମଳା…

ପୁଣି ଆକାଶରେ ହେବ ଛାଇ ଆଲୁଅର ଖେଳ ! ଜାଣନ୍ତୁ କେବେ କେବେ ଆକାଶରେ ଦେଖାଯିବ ବଳୟ ସୂର୍ଯ୍ୟୋପରାଗ ।

କନକ ବ୍ୟୁରୋ : ଆକାଶରୁ ଛାଡିଯାଇଛି ସୂର୍ଯ୍ୟୋପରାଗ । ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିଛି ସାରା ଦେଶ । ଆଉ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ପୁଣି କେବେ ଆକାଶରେ ଦେଖିବାକୁ ମିଳିବ ଛାଇ ଆଲୁଅର ଖେଳ ? ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟୋପରାଗର ଏହି ସ୍ୱରୂପ ପାଖାପାଖି…

ଆୟୁଷ୍ମାନରେ ଯୋଜନାରେ ସାମିଲ ହେବ କି ଓଡ଼ିଶା ? ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ କହିଲେ, ଜନସାଧାରଣଙ୍କ ସ୍ୱାର୍ଥ…

କନକ ବ୍ୟୁରୋ : ଆୟୁଷ୍ମାନରେ ଯୋଜନାରେ ସାମିଲ ହେବ କି ଓଡ଼ିଶା ? କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣ ପରେ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆୟୁଷ୍ମାନ୍ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ ଯୋଜନାର ମିଶ୍ରଣ ନେଇ ଗତକାଲି ବିଜେଡ଼ି ସାଂସଦ ଅମର ପ ଟ୍ଟନାୟକ…

ସିସିଟିଭି ଦେଖାଇଲା ବିକ୍ଷୋଭକାରୀଙ୍କ ଅସଲ ଚିତ୍ର : ସିଏଏ ବିକ୍ଷୋଭ ସମୟରେ ପୋଲିସ୍ ନୁହଁ ବରଂ ବିକ୍ଷୋଭକାରୀ ଚଳାଇଥିଲେ…

ନାଗରିକ ସଂଶୋଧନ ଆଇନ୍ କୁ ବିରୋଧ କରି ଗତ ଶୁକ୍ରବାର ଉତ୍ତରପ୍ରଦେଶର ମେରଠରେ ବିକ୍ଷୋଭକାରୀମାନେ ହିଂସକ ହୋଇପଡିଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ଆଉ ଏ ହିଂସାତ୍ମକ ଭିଡିଓ ଉତ୍ତୋଳନ କରିଛି ସିସିଟିଭି । ବିକ୍ଷୋଭ ସମୟରେ ବିକ୍ଷୋଭକାରୀ ଏତେ ହିଂସକ ହୋଇପଡିଥିଲେ ଯେ…

ମହାଜାଗତିକ ଦୃଶ୍ୟର ମଜା ନେଲେ ମୋଦି । ସ୍ୱତନ୍ତ୍ର ଚଷମା ପିନ୍ଧି ଦେଖିଲେ ସୂର୍ଯ୍ୟୋପରାଗ । ସୋସିଆଲ ମିଡିଆ କହିଲା,…

କନକ ବ୍ୟୁରୋ : ଆକାଶରେ ତିନି ଘଣ୍ଟାର ଛାଇ ଆଲୁଅ ଖେଳ ପରେ ଛାଡିଯାଇଛି ସୂର୍ଯ୍ୟୋପରାଗ । ଦେଶର କୋଣ ଅନୁକୋଣରୁ ସୂର୍ଯ୍ୟୋପରାଗର ବିରଳ ଦୃଶ୍ୟ ଦେଖିଛନ୍ତି ଦେଶବାସୀ । ଆଉ ଆକାଶରେ ଏହି ମହାଜାଗତିକ ଦୃଶ୍ୟକୁ ମଧ୍ୟ ସ୍ୱତନ୍ତ୍ର ଚଷମା ପିନ୍ଧି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…