Daily Archives

December 17, 2019

ଟଙ୍କ ତୋରାଣି ନାଁରେ ଦହି ପାଣି, କ୍ୟାମେରା ଆଗରେ ସ୍ୱୀକାର କଲେ ବ୍ୟବସାୟୀ । ଶ୍ରଦ୍ଧାଳୁ କହିଲେ ମହାପ୍ରଭୁଙ୍କ ବିଶ୍ୱାସ…

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ବନ୍ଦ ହୋଇଯାଇଛି ମହାପ୍ରଭୁଙ୍କ ଟଙ୍କ ତୋରାଣୀ । ହେଲେ ମନ୍ଦିର ବାହାରେ ଭକ୍ତଙ୍କ ପାଇଁ ମିଳୁଛି ଭେଜାଲ ଟଙ୍କ ତୋରାଣୀ । ରାସ୍ତା ଉପରେ ବେଧଡକ ବିକ୍ରି ହେଉଛି । ଦୋକାନୀ, ଦହି ପାଣିକୁ କହୁଛି ଟଙ୍କ ତୋରାଣୀ । ଆଉ ଦୁର ଦୁରରୁ ଆସୁଥିବା ଶ୍ରଦ୍ଧାଳୁ ,…

ଜଗତସିଂହପୁର ଜିଲ୍ଲାରେ ବିକ୍ରି ହେଉଛି ‘ପକ୍କାଘର’! ବିନା ଲାଂଚରେ ହିତାଧିକାରୀଙ୍କୁ ମିଳୁନି ସରକାରୀ ଘର, ସରପଞ୍ଚଙ୍କ…

କନକ ବ୍ୟୁରୋ: ବିକ୍ରି ହେଉଛି ପକ୍କା ଘର । ଜିଓ ଟ୍ୟାଙ୍ଗି ଓ ଫଟୋ ଉଠାଇବା ପାଇଁ ଗରୀବ ହିତାଧିକାରୀଙ୍କ ଠାରୁ ଲାଂଚ ମାଗୁ ଥିବା ନେଇ ଆସିଛି ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକରୁ । ସ୍ଥାନୀୟ ସଅଁରା ପଂଚାୟତରେ ସରପଂଚଙ୍କ ସ୍ୱାମୀ ଏହି ଘଟଣାର…

ଶାନ୍ତି ପାଇଁ ଭାଗବତ ଶୁଣିଥିଲା ସୈତାନ: ୨୫ ବର୍ଷ ତଳେ ବ୍ରହ୍ମପୁର ଜେଲରେ ଫାଶୀରେ ଝୁଲିଥିଲା ଦୁଷ୍କର୍ମକାରୀ ଲକ୍ଷ୍ମଣ…

କନକ ବ୍ୟୁରୋ: ନିର୍ଭୟା ଘଟଣାର ଖଳନାୟକଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ଯେତେବେଳେ ଚାରିଆଡେ ଚର୍ଚ୍ଚା ହେଉଛି ସେତେବେଳେ ଫାଶୀକୁ ନେଇ ଭିନ୍ନଭିନ୍ନ କଥା ସମସ୍ତଙ୍କ ମନକୁ ଆସୁଛି । କେମିତି ଦିଆଯାଏ ଫାଶୀ ? ଫାଶୀ ଦେବା ପୂର୍ବରୁ ଅପରାଧୀ ସହ କଣ ଘଟେ? ଫାଶୀ ପରେ କଣ କରାଯାଏ ? ଏମିତି ତମାମ ପ୍ରଶ୍ନ…

ସଂଗଠନ ନାଁରେ ସାଂଘାତିକ ଖେଳ: ବଜ୍ରକାପ୍ତା ଡିଲ୍ କରୁଥିଲେ ପିପୁଲ୍ସ ଫର ଆନିମଲର ସଦସ୍ୟ, ଚାଲ ଖଳି ଚାଲାଣକାରୀକୁ ଗୋଡ଼ାଇ…

କନକ ବ୍ୟୁରୋ: ବାଡ଼ ଯେବେ କ୍ଷେତ ଖାଏ, କହିବ କାହାକୁ? ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ବଡ଼ ଖୁଲାସା । ଯିଏ ପଶୁଙ୍କ ସୁରକ୍ଷା ପାଇଁ ସୁରକ୍ଷା କବଜ ପାଲଟିଥିଲା ସେ ହିଁ ଥିଲା ସୈତାନ । ଟଙ୍କା ଲୋଭରେ ନୀରିହ ପ୍ରାଣୀଙ୍କୁ ଚାରାଚାଲାଣ କରିବାକୁ ରଚି ଚାଲିଥିଲା ଚାଲ୍ । ଗତ କିଛି ଦିନ ହେବ…

କପି ମୁକ୍ତ ହେବ ମାଟ୍ରିକ ! ପରୀକ୍ଷା ଖାତାରେ ପଡିବ ଡିଜିଟାଲ ତାଲା । ପ୍ରଶ୍ନପତ୍ରର ଫଟୋ ଉଠାଇଲେ ସାଙ୍ଗେସାଙ୍ଗେ…

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ ଆସିବ ବଡ ସଂସ୍କାର । ପରୀକ୍ଷା ଖାତାରେ ରହିବ ସିକ୍ୟୁରିଟି କୋଡ । ଡିଜିଟାଲ୍ ଲକ ହେବ ପ୍ରଶ୍ନ ପତ୍ର । ଏଥର ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରଶ୍ନପତ୍ର ମିଳିବ । ଯେଉଁ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍ ରହିବ । ଆଉ ଏହି କୋଡକୁ ଖାଲି…

ଦିଲ୍ଲୀରୁ ଭୁବନେଶ୍ୱର ବ୍ୟାପିଲା ‘ନାଗରିକତା’ ନିଆଁ । ଆଇନକୁ ବିରୋଧ କରି ଏକାଠି ହେଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ।…

କନକ ବ୍ୟୁରୋ: ସାରାଦେଶରେ ସାଙ୍ଘାତିକ ଭାବେ ଜଳୁଛି ସିଏଏ ନିଆଁ । ନାଗରିକତା ଆଇନକୁ ନେଇ ଦିନକୁ ଦିନ ବିରୋଧ ତୀବ୍ରତର ହେଉଥିବା ବେଳେ ଏହାର ଏକ ଝଲକ୍ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ସଂଖ୍ୟାଲଘୁ ସଂପ୍ରଦାୟର ହଜାର ହଜାର ଲୋକ ରୁଣ୍ଡ ହୋଇ ନାଗରିକତା ଆଇନ ଏବଂ ଏନଆରସି ବିରୋଧରେ…