Daily Archives

December 17, 2019

ରାଜ୍ୟ କ୍ୟାବିନେଟରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ । ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଓଡ଼ିଶା କୃଷିନୀତିକୁ କ୍ୟାବିନେଟ୍…

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ୮ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ବାଜିଲା ମୋହର । ଓଡିଶା କୃଷିନୀତି ଉପରେ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାଦ୍ୱାରା ଚାଷୀଙ୍କ ଆୟକୁ ବଢାଇବାକୁ ୩ଟି ସୋପାନ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି…

ସବୁ ବର୍ଗର ମତାମତ ଲୋଡ଼ିଲେ ସରକାର । ଚଳିତ ବଜେଟ୍ ପାଇଁ ଜାନୁଆରୀ ୧୫ ଭିତରେ ଦିଅନ୍ତୁ ମତାମତ

କନକ ବ୍ୟୁରୋ: ଚଳିତ ବାର୍ଷିକ ବଜେଟ୍ ପୂର୍ବରୁ ସରକାରଙ୍କ ପ୍ରସ୍ତୁତି । ୨୦୨୦-୨୧ ବାର୍ଷିକ ବଜେଟ୍ କିଭଳି ହେବା ଦରକାର, ଏନେଇ ଜନସାଧାରଣଙ୍କ ଠାରୁ ମତାମତ ଲୋଡ଼ିଛନ୍ତି ଅର୍ଥ ବିଭାଗ । ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି କି, ସାଧାରଣ ଲୋକେ ଏବଂ ବିଭିନ୍ନ ସାମାଜିକ ଓ ନାଗରିକ…

ଏଥର ମାଟ୍ରିକରେ କପି ରୋକିବାକୁ ନିଆଯାଇପାରେ ନୂଆ ପଦକ୍ଷେପ । ଖାତାରେ ରହିବ ସିକ୍ୟୁରିଟି କୋଡ । ପ୍ରଶ୍ନପତ୍ରର ଫଟୋ…

କନକ ବ୍ୟୁରୋ: ଫେବ୍ରୁଆରୀ ତୃତୀୟ ସପ୍ତାହରେ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେବଳ ଆନୁଷ୍ଠାନିକ ଭାବେ ଘୋଷଣା କରିବ ବୋର୍ଡ । ତେବେ ଏଥର ମାଟ୍ରିକ ପରୀକ୍ଷାରେ କପି କରିବା ସହଜ ହେବ ନାହିଁ । କାରଣ ଏଥର କପି…

କଂଗ୍ରେସ ପାଇଁ କୁହୁଳୁଛି ‘ନାଗରିକତା’ ନିଆଁ । ଦେଶବ୍ୟାପୀ ହେଉଥିବା ହିଂସା ପଛରେ ଅଛି କଂଗ୍ରେସର ହାତ- ମୋଦି

କନକ ବ୍ୟୁରୋ: ହିଂସା ପଛରେ ଅଛି କଂଗ୍ରେସର ହାତ । ଦେଶରେ ଜଳୁଥିବା ନାଗରିକତା ନିଆଁ କଂଗ୍ରେସ ପାଇଁ କୁହୁଳୁଛି । ସାରା ଦେଶରେ ନାଗରିକତା ଆଇନ ନେଇ ବିରୋଧୀ ଅପପ୍ରଚାର କରୁଥିବା ବେଳେ କଂଗ୍ରେସ ଧରିଛି ଗୁଜବ ପ୍ରଚାର କରିବାର ମଙ୍ଗ । ନିଜ ସ୍ୱାର୍ଥ ହାସଲ ସହ ରାଜନୀତି କରିବାକୁ କଂଗ୍ରେସ ଏପରି…

ସମ୍ବଲପୁରକୁ ପୁଣି ଫେରିଲା ଟୋକନ ତାତି । ଟୋକନ ଉଚ୍ଛେଦ ଓ କଟନି ଛଟନି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ…

କନକ ବ୍ୟୁରୋ: ତୁଟୁନି ମଣ୍ଡି ବିବାଦ । ବିକ୍ରି ହୋଇ ପାରୁନି ଚାଷୀଙ୍କ ଧାନ । ସମ୍ବଲପୁରକୁ ପୁଣି ଫେରିଛି ଟୋକନ ତାତି । ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ଉଚ୍ଛେଦ ଓ କଟନି ଛଟନି ପ୍ରତିବାଦରେ ରାଜରାସ୍ତା ଅବରୋଧ କରିଛନ୍ତି ଶହ ଶହ ଚାଷୀ । ସମ୍ବଲପୁରକୁ ପୁଣି ଫେରିଲା ଟୋକନ ତାତି…

ପର୍ଯ୍ୟଟନ ଋତୁରେ ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବାଲେଶ୍ୱର ବାଲିଆପାଳ ଡଗରା ସମୂଦ୍ର କୂଳରେ ଦର୍ଶକଙ୍କ ମନ…

କନକ ବ୍ୟୁରୋ: ଓଡ଼ିଶାରେ ଅନେକ ପର୍ଯ୍ୟଟନସ୍ତଳୀ ରହିଛି । ଯେଉଁଠିକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟେ । ବାଲେଶ୍ୱର ଜିଲ୍ଲାରେ ଥିବା ଡ଼ଗରା ବେଳାଭୂମି ସେମିତି ଏକ ପର୍ଯ୍ୟଟନସ୍ଥଳୀ । ଯେଉଁଠି ବର୍ଷ ସାରା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଗହଳି ଲାଗେ । ହେଲେ ବେଳାଭୂମିରେ ଥିବା…