Daily Archives

December 10, 2019

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଜରୁରୀ ସୂଚନା । ବାକି ଟଙ୍କା ନଦେଲେ କଟିବ ବିଦ୍ୟୁତ ସଂଯୋଗ, ଜାନୁଆରୀ ୧୫ ପର୍ଯ୍ୟନ୍ତ…

କନକ ବ୍ୟୁରୋ : ବାକି ଟଙ୍କା ନଦେଲେ ବିଦ୍ୟୁତ କଟିବ । ଆଉ ଏଥିପାଇଁ ଡେଡଲାଇନ ଦେଇଛି ସେସୁ । ଆସନ୍ତା ୧୫ ଜାନୁଆରୀ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ୍ ନଦେଲେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସତର୍କ କରିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ବିଭିନ୍ନ କାରଣରୁ…

ହାତ ଧରି ଯିଏ ଶିଖାଇଥିଲା ବାଟ, ଆଜି ସିଏ ହୋଇଗଲା ସନ୍ତାନ ପାଇଁ ପର…ସ୍ୱାର୍ଥ ଆଗରେ ତୁଚ୍ଛ ହେଲା…

କନକ ବ୍ୟୁରୋ: ହାତ ଧରି ବାଟ ଚଲେଇ ଶିଖେଇଥିବା ମାଆର ହାତ ଛାଡି ଚାଲିଗଲା ପୁଅ । ପିଲାଙ୍କ ମୁହଁରେ ଆହାର ଦେଇ ଦିନ ଦିନ ଉପବାସ ରହୁଥିବା ମାଆ ଆଜି ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛି । ଏମିତି ଜଣେ ମାଆର ଦୁଃଖଭରା କାହାଣୀ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ…

ରାୟଗଡା ନାଗାବଳୀର ମୃତ୍ୟୁର ଝୁଲାପୋଲ ! ୩ ବର୍ଷରେ ନେଲାଣି ୧୮ ଜଣଙ୍କ ଜୀବନ…ସତର୍କ ଫଳକକୁ ଅଣଦେଖା କରି ସେଲ୍ଫି…

କନକ ବ୍ୟୁରୋ: ମୃତ୍ୟୁର ଝୁଲାପୋଲ । ୩ ବର୍ଷରେ ୧୮ ଜଣ ପର୍ଯ୍ୟଟକଙ୍କ ଜୀବନ ନେଇ ସାରିଛି ରାୟଗଡା ନାଗାବଳୀ ନଦୀ ଉପରେ ଠିଆ ହୋଇଥିବା ଜିଲ୍ଲାର ପ୍ରଥମ ଝୁଲାପୋଲ । ସତର୍କ ଫଳକକୁ ଅଣଦେଖା କରି ସେଲଫି ନେଉଛନ୍ତି ପର୍ଯ୍ୟଟକ । ଆଉ ଅସାବଧାନତା କାରଣରୁ ତଳକୁ ଖସି ପଡିଲେ ନଦୀ ଗର୍ଭରେ ଥିବା ପଥରରେ…

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ପୁନଃର୍ବିଚାର ଆବେଦନ ? ସୁପ୍ରିମକୋର୍ଟରେ ଆବେଦନ କଲା ଦୋଷୀ ଅକ୍ଷୟ । ପୂର୍ବରୁ ୩…

କନକ ବ୍ୟୁରୋ: ହାଇଦ୍ରାବାଦର ହୃଦୟଥରା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ଦୋଷୀଙ୍କୁ ଏନକାଉଣ୍ଟର କରି ୯ ଦିନରେ ନ୍ୟାୟ ଦେଇଦେବା ପରେ ଏବେ ସାରା ଦେଶର ନଜର ନିର୍ଭୟା ଦୋଷୀଙ୍କ ଉପରେ । ହାଇଦ୍ରାବାଦ ଦିଶା ଦୋଷୀଙ୍କୁ ସଫା କରି ପୋଲିସ ଯେଉଁଭଳି ଭାବେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେଲା ।…

ମହାନାଟକ ପାଇଁ ପ୍ରସ୍ତୁତି: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା, ପ୍ରସ୍ତୁତ ହେଉଛି ଗୋପପୁର; ସ୍ଥାପନ ହେଲା…

କନକ ବ୍ୟୁରୋ: ଦିନକୁ ଦିନ ପାଖଉଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । କଂସ ମହାରାଜଙ୍କ ଅଟହାସ୍ୟରେ କମ୍ପିବ ମଥୁରା ନଗରୀ, କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବା ପାଇଁ ଅପେକ୍ଷା କରିଛନ୍ତି ବରଗଡ ଅମ୍ବାପାଲି ତଥା ଗୋପପୁର ବାସିନ୍ଦା । ଏଥିପାଇଁ ଆଦ୍ୟପର୍ବ ଶୁଭସ୍ତମ୍ବ ସ୍ଥାପନ ହୋଇଛି । ଅମ୍ବାପାଲି…

ବଲିଉଡକୁ ବାୟା କରିଛି ବାୟୋପିକ ସିନେମା । ନୂତନ ବର୍ଷରେ ପ୍ରେକ୍ଷାଳୟକୁ ଆସିବ ଏକାଧିକ ବାୟୋପିକ୍ ସିନେମା ।  

ବଲିଉଡରେ ଏବେ ବାୟୋପିକ୍ ସିନେମା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଦର୍ଶକ ମଧ୍ୟ ବାୟୋପିକ୍ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ସିନେମା ଲୋକଙ୍କୁ ଘଟଣା ସଂପର୍କିତ ଅନେକ ତଥ୍ୟ ଜାଣିବାରେ ସହାୟକ ହେଉଛି । ଆଗରୁ ଏହା ଉପରେ ଯେତେ ମୁଖ୍ୟତା ଦିଆଯାଉନଥିଲା ହେଲେ…