Daily Archives

December 10, 2019

ପିଆଜର ଅହେତୁକ ଦର ବୃଦ୍ଧିକୁ କଂଗ୍ରେସର ବିରୋଧ । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଘର ଉପରକୁ…

କନକ ବ୍ୟୁରୋ: ପିଆଜର ଅହେତୁକ ଦର ବୃଦ୍ଧିକୁ କଂଗ୍ରେସର ବିରୋଧ । ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ମାଡ କରିଛନ୍ତି ଯୁବ ଛାତ୍ର କଂଗ୍ରେସ । କଂଗ୍ରେସ ଭବନରୁ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଯାଏ ରାଲି କରାଯାଇଥିଲା । ବେକରେ ପିଆଜ ମାଳ ପକାଇ ଛାତ୍ର କଂଗ୍ରେସ…

ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ପେଣ୍ଡ୍ର।ଣୀ…ଭକ୍ତିରେ ଡାକିଦେଲେ ଥରେ ଦୂର କରିଦିଏ ସବୁ ଦୁଃଖ…ମା’ଙ୍କ…

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ପ୍ରସିଦ୍ଧ ଠାକୁରାଣୀ ମା ପେଣ୍ଡ୍ର।ଣୀ । କିଛି ବି ଶୁଭ କାମ କରିବା ପୂର୍ବରୁ ଏଠାକାର ଲୋକେ ନିଅନ୍ତି ମାଙ୍କ ଆଶିଷ । ତେବେ ବିଶ୍ୱାସ ରହିଛି କି ମାଙ୍କ ନାମ ସ୍ମରଣ କରି ଶୁଭ କାମ ଆରମ୍ଭ କଲେ ଭକ୍ତଙ୍କ ମନସ୍କାମନା ପୁରଣ କରିବା ପାଇଁ ମା…

ସୌନ୍ଦର୍ଯ୍ୟର ରାଣୀ ମିଦୁବାନ୍ଦା : ପ୍ରାକୃତିକ ସୁଷମା ମଣ୍ଡିତ ଜଳପ୍ରପାତ ଦେଖି ପର୍ଯ୍ୟଟକ ବିମୋହିତ, ହେଲେ ଯିବାକୁ…

କନକ ବ୍ୟୁରୋ : ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ କନ୍ଧମାଳ ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର । ଏଠାରେ ଅଛି ଅନେକ ପର୍ଯ୍ୟଟନ ସ୍ଥଳୀ । ସେଥିମଧ୍ୟରୁ ମିଦୁବାନ୍ଦା ଅନ୍ୟତମ । ପ୍ରାକୃତିକ ସୁଷମାରେ ମଣ୍ଡିତ ମିଦୁବାନ୍ଦା ଜଳପ୍ରପାତ । ଜଳର ଘୋଘୋ ନାଦ ସାଙ୍ଗକୁ ପାହାଡ଼ର ମନୋରମ ଦୃଶ୍ୟ ବେଶ୍ ମନମୁଗ୍ଧକର ।…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ହେବେ…

କନକ ବ୍ୟୁରୋ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର -୨୦୧୮ ଘୋଷଣା ହୋଇଛି । ବିଶିଷ୍ଟ ସଂଳାପକାର ବିଜୟ ମିଶ୍ରଙ୍କୁ ମିଳିବ ସମ୍ମାନଜନକ ଜୟଦେବ ପୁରସ୍କାର । ଭିଜା ମାଟିର ସ୍ୱର୍ଗକୁ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚନା କରାଯାଇଛି । ସେହିଭଳି ‘ଭିଜାମାଟି’ର ସ୍ୱର୍ଗ ପାଇଁ ମିହିର ଦାସ ଶ୍ରେଷ୍ଠ ଅଭିନେତା…

କଅଁଳା ପିଲାଙ୍କ ମୁହଁରେ କଳା ବୋଳିଦେଲେ କର୍ତ୍ତୃପକ୍ଷ : ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଛାତ୍ରଙ୍କ ମୁହଁରେ କାଳି…

ପରୀକ୍ଷାରେ କମ୍ ନମ୍ବର ରହିବାରୁ ସ୍କୁଲ କର୍ତ୍ତୃପକ୍ଷ କୁନି କୁନି ଛାତ୍ରଙ୍କ ମୁହଁରେ କାଳି ବୋଳି ସ୍କୁଲରେ ବୁଲାଇଛନ୍ତି । ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ହରିୟାଣାର ହିସାର ଅଞ୍ଚଳରୁ । ହିସାରର ମହାବୀର କଲୋନୀ ଅଏଲ ଡିପୋଠାରେ ଥିବା ଏକ ଘରୋଇ ସ୍କୁଲରେ ଟେଷ୍ଟ ପରୀକ୍ଷାରେ କମ୍…

ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ : ଯୁଦ୍ଧକାଳୀନ ଭିତିରେ ରାଜ୍ୟରେ…

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟ ତଥା ଦେଶରେ ଦୁଷ୍କର୍ମ ବଢ଼ିବାରେ ଲାଗିଛି । କାମୁକଙ୍କ ଉପରେ ଲାଗୁନି ଅଙ୍କୁଶ । ଦୁଷ୍କର୍ମ ପାଇଁ ଯେତେ କଡ଼ା ପଦକ୍ଷେପ ନେଲେ ବି ଚେତୁନାହାନ୍ତି ବିକୃତ ମଣିଷମାନେ । ରାଜ୍ୟରେ ଦୁଷ୍କର୍ମ ମାମଲା ପଡ଼ି ରହିଛି କିନ୍ତୁ ନ୍ୟାୟିକ ପ୍ରକ୍ରିୟାରେ ମନ୍ଥରତା କାରଣରୁ…