Daily Archives

December 8, 2019

ମନମୁଗ୍ଧକର ପରିବେଶ ସାଙ୍ଗକୁ ଜଙ୍ଗଲୀ ଫୁଲର ବାସ୍ନା : ଶୀତ ଦିନରେ ପର୍ଯ୍ୟଟକଙ୍କ ମନ ମୋହୁଛି ଶିମିଳି ଝରଣା

କନକ ବ୍ୟୁରୋ : ମନଲୋଭା ପରିବେଶ ସାଙ୍ଗକୁ ସବୁଜ ବନାନୀ । ଆଉ ତାରି ଭିତରେ ଝରଣାର କୁଳୁ କୁଳୁ ନାଦ । କୋଳାହଳ ଠାରୁ ବହୁ ଦୂର । ବାସ୍ତବରେ ଯେତିକି ରୋମାଞ୍ଚକର ସେତିକି ମନ ମୁଗ୍ଧକର । କିଛି ବର୍ଷ ତଳେ ନିଜ ଭିତରେ ନିଜର ଅସ୍ତିତ୍ୱ ହଜାଉଥିବା ଶିମିଳି ଝରଣା ଏବେ ପାଲଟିଛି ପର୍ଯ୍ୟଟକଙ୍କ…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଶେଷ : ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କନକ ବ୍ୟୁରୋ : ଶେଷ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରବିବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଯାଇଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୨୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲା : ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ ଗିରଫ

କନକ ବ୍ୟୁରୋ : ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ଆଜି ପୁଲିସ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି । ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ବାରା ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ବୁଲୁ…

ଦିଲ୍ଲୀ ଅଗ୍ନିକାଣ୍ଡରେ ୪୩ ଜଣଙ୍କର ମୃତ୍ୟୁ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା…

କନକ ବ୍ୟୁରୋ : ଦିଲ୍ଲୀ ରାଣୀ ଝାନ୍‌ସୀ ମାର୍ଗ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ମୃତକମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ…

ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର ! ଗ୍ରାହକଙ୍କ ପାଖକୁ ଫେରିଲା ଏହି ଦୁଇଟି ଶସ୍ତା ପ୍ଲାନ୍ ।

କନକ ବ୍ୟୁରୋ : ରିଲାଏନ୍ସ ଜିଓ ପୁଣିଥରେ ଟେଲିକମ୍‌ ସେକ୍ଟରରେ ଟେଲିକମ୍‌ କମ୍ପାନିମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇ ଦେଇଛି । ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆର ଗ୍ରାହକ ଏଣିକି ଅନ୍ୟ ନେଟଓ୍ଵାର୍କକୁ ମାଗଣା କଲ କରି ପାରିବେ ବୋଲି ଘୋଷଣା କରାଯିବା ପରେ ରିଲାଏନ୍ସ ଜିଓ ତାର ୯୮ ଓ ୧୪୯ଟଙ୍କାର…

ଉନ୍ନାଓ ପୀଡିତାଙ୍କ ଅନ୍ତିମ ସଂସ୍କାର : ଭାଇକୁ ବନ୍ଧୁକ ଲାଇସେନ୍ସ , ଭଉଣୀକୁ ଚାକିରି 

କନକ ବ୍ୟୁରୋ : ଶେଷରେ ହାରିଗଲେ ଉନ୍ନାଉ ପୀଡ଼ିତା । ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗଣଦୁଷ୍କର୍ମ ଏବଂ ଜିଅନ୍ତା ଜାଳି ଦେଇଥିବା ଯୁବତୀଙ୍କର ଆଜି ଅନ୍ତିମ ସଂସ୍କାର ଶେଷ ହୋଇଛି । ପୀଡିତାଙ୍କ ପରିବାର ଲୋକେ ଶନିବାର ଦିନ ଦିଲ୍ଲୀରୁ ଶବ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ…