Daily Archives

December 8, 2019

ରସୁଣ ଚୋର । ପିଆଜ ପରେ ରସୁଣ ଲୁଟ୍, ପିକଅପ୍ ଭ୍ୟାନ୍ ଅଟକାଇ ୧୯୨୦ କିଲୋଗ୍ରାମ ରସୁଣ ଲୁଟିନେଲେ ଲୁଟେରା ।

କନକ ବ୍ୟୁରୋ : ବିଭିନ୍ନ ସମୟରେ ଚୋରି ହେବାର ଅନେକ ଖବର ଆପଣ ଶୁଣିଥିବେ । କେତେବେଳେ ଏଟିଏମ୍ ଭାଙ୍ଗି ଲୁଟ୍ କରାଯାଉଛି ତ ଆଉ କେତେବେଳେ ଘରେ ପଶି ଚୋରି ହେଉଛି । ଟଙ୍କା, ସୁନା ଗହଣା ଏବଂ ଜିନିଷ ପତ୍ର ଚୋରି ହେବାର ଆପଣ ଶୁଣିଥିବେ । କିନ୍ତୁ ଏମିତି କେବେ ଶୁଣିଛନ୍ତି କି କେଉଁଠି ପିଆଜ ରସୁଣ…

ଗ୍ରାହକ ଆଖିରେ ପିଆଜ ଲୁହ : ୨୦୦ ଟଙ୍କାରେ ପହଞ୍ଚିଲା ଦର 

କନକ ବ୍ୟୁରୋ : ପକେଟ ଉପରେ ପିଆଜ ମାଡ ।  ପିଆଜ ଖାଇବା ଛାଡୁଛନ୍ତି । ହାଣ୍ଡିଶାଳରୁ ହଜିଲାଣି ପିଆଜ । ଦିନକୁ ଦିନ ବଢ଼ିବାରେ ଲାଗିଛି ପିଆଜ ଦର । କିଛି ସ୍ଥାନରେ ପିଆଜ ଅଭାବରୁ ଲୋକେ ଏହାକୁ ଚୋରି କରିବା ଆରମ୍ଭ କରିଦେଲେଣି । ରେକର୍ଡ଼ ସ୍ତରରେ ପହଞ୍ଚିଛି ପିଆଜ ଦର । ସାରା ଦେଶରେ ପିଆଜ ଦର…

ହୁ ହୁ ହୋଇ ନିଆଁ ଜଳୁଥିଲା : ଦେବଦୂତ ହୋଇ ପହଞ୍ଚିଲେ ରାଜେଶ, ନିଜ ଜୀବନକୁ ଖାତିର ନକରି ନିଆଁର ଆଁରୁ ୧୧ ଜଣଙ୍କୁ…

କନକ ବ୍ୟୁରୋ : ହୁତୁ ହୁତୁ ହୋଇ ନିଆଁ ଜଳୁଥିଲା । ଆଉ ସେତିକି ବେଳେ ଦେବଦୂତ ଭାବେ ଉଭାହେଲେ ରାଜେଶ । ରାଜଧାନୀ ଦିଲ୍ଲୀର ଧାନ ମଣ୍ଡି ଅଞ୍ଚଳରେ ଆଜି ଏକ କାରଖାନାରେ ହୋଇଥିବା ଅଗ୍ନିକାଣ୍ଡରେ ନିଆଁ କବଳରୁ ୧୧ ଜଣଙ୍କୁ ରକ୍ଷା କରିଛନ୍ତି ଦମକଳକର୍ମୀରାଜେଶ। ଆଜିର ଏହି ଅଗ୍ନିକାଣ୍ଡରେ ୪୫ ଜଣଙ୍କ…

ଲୁହ ଆଣିଦେବ ‘ପଦ୍ମିନୀ’ର କାହାଣୀ…ମାଆ ଚାଲିଗଲା ପରେ ୪ ଭାଇଉଭଣୀଙ୍କ ପାଇଁ ମାଆ ସାଜିଛି କୁନି ଝିଅ…ନିଜ…

କନକ ବ୍ୟୁରୋ: ବୟସ ମାତ୍ର ୧୩ କିନ୍ତୁ ଏହି ବୟସରେ ୪ ଭାଇଭଉଣୀଙ୍କ ପାଇଁ ମା’ ସାଜିଛି ନାବାଳିକା । ଘର ଦାୟିତ୍ୱ ମୁଣ୍ଡାଇବା ପାଇଁ ପାଠ ଛାଡି ଦେବାକୁ ବି ପଛାଇ ନାହିଁ ସେ । ତା ବୟସର ଅନ୍ୟ ପିଲାମାନେ ଯେଉଁଠି ଖେଳି କୁଦି ଓ ପାଠପଢି ଦିନ କାଟୁଛନ୍ତି ସେଇଠି କିନ୍ତୁ ସାନ ଭାଇର ଯତ୍ନ ନେବା ସହ…

ଜୀବନ ହାରିଲେ ପୁଟୁରା ସେବାଶ୍ରମର ପ୍ରଧାନଶିକ୍ଷକ : ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ପ୍ରଧାନଶିକ୍ଷକ । ଆଜି ସକାଳେ ଜୟପୁର ବ୍ଲକ୍ ଅନ୍ତର୍ଗତ ପୁଟୁରା ସେବାଶ୍ରମର ପ୍ରଧାନଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ମୃତ ପ୍ରଧାନଶିକ୍ଷକ ହେଉଛନ୍ତି ୫୨ ବର୍ଷିୟ ସୁବାସ ଚନ୍ଦ୍ର ସାବତ । ତାଙ୍କ ଘର ସଂଲଗ୍ନ ଦୋକାନ ଘରେ ସେ ବେକରେ ଦଉଡ଼ି ଦେଇ…

ବାଣୀବିହାରରେ ପ୍ଲାଟିନମ୍ ଜୁବଲି ସମାରୋହରେ ରାଷ୍ଟ୍ରପତି । ରୁଷା ଭବନର ଉଦଘାଟନ କଲେ ରାମନାଥ କୋବିନ୍ଦ। କହିଲେ ୭୫…

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପାଳନ କରୁଛି ପ୍ଲାଟିନମ୍ ଜୁବଲି ସମାରୋହ । ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ତାଙ୍କ ବିଶ୍ୱାସ ଉକ୍ରଳ ବିଶ୍ୱବିଦ୍ୟାଳୟ ଆହୁରି ଆଗକୁ ଯିବ । ୭୫ ବର୍ଷ ଭିତରେ…