Daily Archives

November 28, 2019

ଆଗୁଆ ସରିଲା ଶୀତ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ବି ସରିଗଲା ବିଧାନସଭା ଶୀତ ଅଧିବେଶନ । ଅନିର୍ଦ୍ଧିଷ୍ଟ…

କନକ ବ୍ୟୁରୋ: ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ । ଅବଧି ଶେଷ ପୂର୍ବରୁ ସରିଲା ୧୬ତମ ବିଧାନସଭାର ଶୀତକାଳୀନ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥିଲେ ହେଁ ମାତ୍ର ୧୩ଟି ବୈଠକ ପରେ ସରିଗଲା ଅଧିବେଶନ । ତେବେ ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ ଯାଏଁ…

ଲାଇସେନ୍ସ ପାଇଁ  ଚାଲିଛି ପାଠପଢ଼ା, ଆରଟିଓ ଅଫିସ୍ ଭିତରକୁ ଯିବା ପୂର୍ବରୁ ଟ୍ରାଫିକ୍ ସଂକେତ ମୁଖସ୍ଥ କରୁଛନ୍ତି ଗାଡ଼ି…

କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ଘୋଷା ଚାଲିଛି । ଟ୍ରାଫିକ୍ର କେଉଁ ଚିହ୍ନର ମାନେ କଣ, କେଉଁ ଚିତ୍ର କଣ ଦର୍ଶାଉଛି, ପେପର ଦେଖି ସବୁ ଚିହ୍ନ ଟିକନିକ ମନେ ରଖୁଛନ୍ତି । ପରୀକ୍ଷା କେନ୍ଦ୍ରରେ ଟ୍ରାଫିକ ନିୟମକୁ ନେଇ ପ୍ରଶ୍ନର ଉତର ଦେବା ପୂର୍ବରୁ ବାରମ୍ବାର ମୁଖସ୍ଥ କରୁଛନ୍ତି ଆବେଦନକାରୀ  ।…

ମହାରାଷ୍ଟ୍ରରେ ଠାକରେ ସରକାର । ଶିବାଜୀ ପାର୍କରେ ଶପଥ ନେଲେ ଶିବସେନା ମୁଖ୍ୟ, ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ହେଲା…

କନକ ବ୍ୟୁରୋ: ଉଦ୍ଧବ ଠାକରେଙ୍କ ହାତରେ ମହାରାଷ୍ଟ୍ରର ମଙ୍ଗ । ଆଜିଠାରୁ ମହାରାଷ୍ଟ୍ରରେ ଠାକରେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ।…

ଦ୍ୱନ୍ଦ ବଢ଼ାଇଲା ୧୫ ବର୍ଷର ଗାଡ଼ି! ରାସ୍ତାରେ ଗଡ଼ିବ ବୋଲି ରାଜ୍ୟ ପରିବହନ କର୍ତ୍ତୁପକ୍ଷ କହିଥିଲେ, ହେଲେ ମନ୍ତ୍ରୀ ମନା…

କନକ ବ୍ୟୁରୋ: ଗୋଳିଆ କରୁଛି ୧୫ ବର୍ଷର ଗାଡ଼ି! ଏବେ ବି ପନ୍ଦର ବର୍ଷର ଗାଡି ରାସ୍ତାରେ ଗଡ଼ିବା ନଗଡ଼ିବା ନେଇ ଲାଗି ରହିଛି ଦ୍ୱନ୍ଦ । କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ କିଛି ଦିନ ତଳେ ଟ୍ୱିଟ୍ କରି ଜଣାଇଥିଲେ ଯେ, ରାସ୍ତାରେ ଗଡ଼ିବ ପନ୍ଦର ବର୍ଷ କିମ୍ବା ୧୫ ବର୍ଷରୁ ଅଧିକ ଗାଡ଼ି । ହେଲେ ଆଜି…

ଫର୍ମକୁ ନେଇ ଅଡୁଆରେ ପନ୍ଥ ! ଦିଆଯାଇଛି ବହୁତ ସମୟ, ଲକ୍ଷ୍ମଣ କହିଲେ, ଫର୍ମକୁ ନଫେରିଲେ ସଞ୍ଜୁ ସାମସନଙ୍କୁ ଦିଆଯିବ…

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ଯୁବ ତାରକା ତଥା ଓି୍ୱକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥ ନିଜ ଫର୍ମକୁ ନେଇ ଅଡୁଆରେ ପଡିଛନ୍ତି । କ୍ରମାଗତ ଭାବେ ଅନେକ ମ୍ୟାଚରେ ଖରାପ ପ୍ରଦର୍ଶନ କରିଚାଲିଛନ୍ତି ପନ୍ଥ । ଆଉ ଯେଉଁଥିପାଇଁ ତାଙ୍କୁ ନେଇ ଆରମ୍ଭ ହୋଇଯାଇଛି ବିଚାର ବିମର୍ଶ । ଭାରତୀୟ…

ଭିଡ଼ ପରେ ନିଷ୍ପତି ବଦଳାଇଲେ ସରକାର । ଗାଡି କାଗଜପତ୍ର ପାଇଁ କେଉଁଠି ରାତିସାରା ଭିଡ ତ ପୁଣି କେଉଁଠି ଧାଡିରେ ଲାଗିଲା…

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ଭିଡ ପରେ ନିଷ୍ପତି ବଦଳାଇଲେ ସରକାର । ଡିସେମ୍ବର ୧ରୁ ଟ୍ରାଫିକ ନିୟମ କୋହଳ ଥିବାରୁ ଆରଟିଓ ଅଫିସ ଆଗରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ଲୋକେ ରାତି ସାରା ଅନିଦ୍ରା ରହି ଆରଟିଓ ଅଫିସ ଆଗରେ ଲାଇନ ଲଗାଉଥିଲେ । ଏପରିକି ଆରଟିକେବଳ ଭୁବନେଶ୍ୱର କି କଟକ…