Daily Archives

November 28, 2019

ଗାଡି ଚାଳକଙ୍କୁ ଶେଷ ସୁଯୋଗ: ନିୟମ ଭାଙ୍ଗିଲେ ନାହିଁ ନିସ୍ତାର । କେବଳ କାଗଜ ପାଇଁ କୋହଳ, ଆଉ ସବୁ ପାଇଁ କାଳ

କନକ ବ୍ୟୁରୋ: ପୁଣି ଘୁଞ୍ଚିଲା ଆରଟିଓ ଯାଞ୍ଚ । କଡାକଡି ଯାଞ୍ଚକୁ ଆଉ ତିନି ମାସ କୋହଳ କଲେ ରାଜ୍ୟ ସରକାର । ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢାଯାଇଥିବା ନେଇ ବିଧାନସଭାରେ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଆଉ ତିନି ମାସ କେବଳ କାଗଜପତ୍ର ପାଇଁ କୋହଳ ବୋଲି…

ପ୍ରଥମେ ୩ ମାସ, ପରେ ୩ ମାସ । କାଗଜପତ୍ର ପାଇଁ କୋହଳ କଲେ, ନିୟମ ଉଲ୍ଲଂଘନକାରୀଙ୍କୁ ଚେତାବନୀ ଦେଲେ ।

କନକ ବ୍ୟୁରୋ : ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଆଉ ୩ ମାସ ପର୍ଯ୍ୟନ୍ତ ଗାଡି କାଗଜପତ୍ର ନିୟମ କୋହଳ କଲେ ରାଜ୍ୟ ସରକାର । ନୂଆ ଟ୍ରାଫିକ ନିୟମ କୋହଳର ସମୟସୀମା ସରିବା ପୂର୍ବରୁ ଏହାର ଅବଧିକୁ ଆଉ ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡେଡଲାଇନ ସରିବା ପୂର୍ବରୁ ଆରଟିଓ…

ପର କରିଦେଲେ ପରିବାର, ଆଡେଇ ଦେଲେ ସରକାର…ଭୁଲ ଥିଲା ଏତିକି ଯେ ଏମାନେ କୁଷ୍ଠ ରୋଗରେ ଆକ୍ରାନ୍ତ…ତଥାପି…

କନକ ବ୍ୟୁରୋ: ପର କରିଦେଲା ପରିବାର । ଆଡେଇ ଦେଲେ ଆପଣାର ଲୋକେ । କେବଳ ଭୁଲ ଥିଲା ଏତିକି ଯେ ଏମାନେ କୁଷ୍ଠରେ ଆକ୍ରାନ୍ତ । ତେଣୁ ବଞ୍ଚିବାର ଅନ୍ୟ ଉପାୟ ନପାଇ ରୋଗାକ୍ରାନ୍ତ ଜୀର୍ଣ୍ଣଶୀର୍ଣ୍ଣ ଶରୀର ଏବଂ ଅଲୋଡା ବୟସର ଭାର ବୋହି ସେଦିନ ଘରୁ ବାହାରି ଆସିଥିଲେ ଏମାନେ । ଯେଉଁମାନେ ଦିନେ ଘରର…

ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଆଉ ୩ ମାସ ବଢିଲା ଟ୍ରାଫିକ୍ ନିୟମ କୋହଳ ସମୟସୀମା । କେବଳ ଲାଇସେନ୍ସ ଓ ଗାଡି…

କନକ ବ୍ୟୁରୋ: ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଆଉ ତିନି ମାସ ଘୁଂଚିଲା ଟ୍ରାଫିକ ନିୟମ କୋହଳ ସମୟ ସୀମା । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନୂଆ ମୋଟର ଯାନ ଆଇନକୁ ଆହୁରୀ ତିନି ମାସ ପାଇଁ କୋହଳ କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରାଳୟ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି: ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ଭାଳିବେ ‘ମଧ୍ୟାହ୍ନ ଭୋଜନ’ ଦାୟିତ୍ୱ, ମହିଳାଙ୍କୁ ସଶକ୍ତି…

କନକ ବ୍ୟୁରୋ: ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନୂଆ ଦାୟିତ୍ୱ । ଏଣିକି ମିଡ୍-ଡେ-ମିଲ୍ ଦାୟିତ୍ୱରେ ରହିବେ ରାଜ୍ୟର ଏସଏଚଜି ଗ୍ରୁପ୍ ବା ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ । ଏନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ରାଜ୍ୟ ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି…

ମନ୍ତ୍ରୀଙ୍କ ମୁହଁରେ ଲାଇସେନ୍ସ କଥା । ସେପ୍ଟେମ୍ବର ୧ରୁ ନଭେମ୍ବର ୨୪ ମଧ୍ୟରେ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ପ୍ରାୟ…

କନକ ବ୍ୟୁରୋ : ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଆରଟିଓ ଅଫିସରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏପରିକି ଏହି ନିୟମ ଲାଗୁ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ଆରଟିଓ ଅଫିସ ସାମ୍ନାରୁ ଭିଡ କମିବାର ନାଁ ନେଉନାହିଁ । ଆଉ ଏସବୁ ଭିତରେ ୧ ସେପ୍ଟେମ୍ବରରୁ ୨୪ ନଭେମ୍ବର ମଧ୍ୟରେ…